ଦେଖନ୍ତୁ କିପରି ଥିଲା Akash ଓ Lipsa ଙ୍କ ରିସେପ୍ସନ ପାର୍ଟି ! ଯୋଗ ଦେଇଥିଲେ କେଉଁ ସବୁ ଅତିଥି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଭିନେତ୍ରୀ ଲିପ୍ସା ଓ ଆକାଶ ନିକଟ ଅତୀତରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଗତ କାଲି ଲିପ୍ସା ଓ ଆକାଶଙ୍କର ରିସେପ୍ସନ ପାର୍ଟିର ଆୟୋଜନ କରଯାଇଥିଲା । ତେବେ ବହୁତ ବଡ ଧୂମଧାମରେ ଲିପ୍ସାଙ୍କ ରିସେପ୍ସନ ପାର୍ଟି କାର୍ଯ୍ୟଟି ସମ୍ପର୍ଣ୍ଣ ହୋଇଛି । ତେବେ ବହୁ ଅତିଥିଙ୍କ ସମାଗମରେ ରିସେପ୍ସନ ପାର୍ଟିରେ ପୁରା ଚାରଚାନ୍ଦ ଲାଗିଯାଇଥିଲା ।

ତେବେ ଆକାଶ ଓ ଲିପ୍ସାଙ୍କର ବନ୍ଧୁପରିବାର ଓ ସାଙ୍ଗସାଥି ସମସ୍ତେ ରିସେପ୍ସନପାର୍ଟିକୁ ଆସି ଏହାର ଖୁବ ମଜା ନେଇଥିଲେ । ତେବେ କିଛି ଓଡିଆ କଳାକାର ମାନଙ୍କୁ ମଧ୍ୟ ଲିପ୍ସାଙ୍କ ବାହାଘର ରିସେପ୍ସନ ପାର୍ଟିରେ ଦେଖିବାକୁ ମିଳିଥିଲା । ତେବେ ଅଭିନେତ୍ରୀ ଲିପ୍ସା ମିଶ୍ର ତାଙ୍କ ବାହାଘର ରିସେପ୍ସନ ପାର୍ଟିରେ ଶାଢୀରେ ଖୁବ ଗରଜିୟସ ତଥା ସୁନ୍ଦର ଦେଖାଯାଉଥିଲେ । ଲିପ୍ସାଙ୍କ ସ୍ଵାମୀ ଆକାଶ ବ୍ଲାକ କଲର ଆଉଟଫିଟରେ ବହୁତ ହିଁ ହ୍ଯାନ୍ଡସମ ଦେଖାଯାଉଥିଲେ ।

ଉଭୟ ଲିପ୍ସା ଓ ଆକାଶଙ୍କ ଯୋଡି ବହୁତ ହିଁ ସୁନ୍ଦର ଦେଖାଯାଉଥିଲେ । ତେବେ ଆକାଶ ଓ ଲିପ୍ସାଙ୍କ ପାଖକୁ ସମସ୍ତ ଅତିଥିବୃନ୍ଦ ଆସି ତାଙ୍କ ସହ ସେଲଫି ମଧ୍ୟ ଉଠାଉଥାନ୍ତି । ବାହାଘର ରିସେପ୍ସନ ପାର୍ଟିରେ ବହୁତ ପ୍ରକାର ଖାଦ୍ୟ ଆଇଟମର ମଧ୍ୟ ଆୟୋଜନ କରଯାଇଥିଲା । ତେବେ ଭଳିକି ଭଳିକି ସ୍ଵାଦିଷ୍ଟ ଖାଦ୍ୟରେ ମଧ୍ୟ ପାର୍ଟିଟି ଖାଦ୍ୟ ବାସନାରେ ମହକି ଉଠିଥିଲା । ଅଭିନେତ୍ରୀ ଲିପ୍ସା ଓ ଆକାଶଙ୍କର ବୈବାହିକ ଜୀବନ ବହୁତ ସୁଖମୟ ରହୁ ବୋଲି ଆମ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ରହୁଛି ।

ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଅନେକ ଗୁଡିଏ ଫିଲ୍ମ, ସିରିଏଲ ଆଲବମରେ ଅଭିନୟ କରି ନିଜ ଅଭିନୟର ଯାଦୁଗରୀ ସମସ୍ତ ଓଡିଶାବାସୀଙ୍କ ନିକଟରେ ପହଞ୍ଚାଇ ପରିଛନ୍ତି । ତେବେ ବିବାହ ପରେ ମଧ୍ୟ ନାୟିକା ଲିପ୍ସାଙ୍କର ଅଭିନୟ କ୍ଯାରିଅର ଏହିପରି ଜାରୀ ରହିଥାଉ ବୋଲି ଅନେକ ଲିପ୍ସାଙ୍କର ଫ୍ୟାନ ମାନଙ୍କର ମନର କଥା ରହୁଛି । ନିଜ ଅଭିନୟର ଛୁଙ୍କରେ ଏହିପରି ସମସ୍ତଙ୍କର ମନୋରଞ୍ଜନ କରାଉଥାନ୍ତୁ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଓ ଶେୟାର କରନ୍ତୁ । ଏହା ସହିତ ଆକାଶ ଓ ଲିପ୍ସାଙ୍କ ବାହାଘର ରିସେପ୍ସନ ପାର୍ଟିବାଲା ଲୁକ୍ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *