ଏହି ଗାଁର ମହିଳା ମାନେ ବିନା ବସ୍ତ୍ରରେ ବାହାରେ ବୁଲନ୍ତି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବର୍ତ୍ତମାନ ଦୁନିଆ ଆଧୁନିକ ହୋଇ ସାରିଛି, ହେଲେ ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ ଅନ୍ଧ ବିଶ୍ଵାସ ଓ ପୁରୁଣା ପରମ୍ପରାରେ ବୁଡି ରହିଛି ମଣିଷ । ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅଜବ ବିଶ୍ଵାସରେ ଛନ୍ଦି ହୋଇ ଯାଇଥିବା ମଣିଷ ସେଥିରୁ ମୁକୁଳି ପାରୁନାହିଁ । ଏକବିଂଶ ଶତାଦ୍ଧିର ଏମିତି କିଛି ନିଆରା ପରମ୍ପରା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବଞ୍ଚି ରହିଛି । ଯାହା ବିଷୟରେ ଆପଣ ଯାନଲେ ଆଶ୍ଚର୍ଯ୍ୟ ଅନୁଭବ କରିବେ ।

ଆଜିଆମେ ଆପଣ ମାନଙ୍କୁ ଏମିତି ଏକ ପରମ୍ପରା ବିଷୟରେ କହିବୁ ଯେଉଁଠି ଗୋଟିଏ ବର୍ଷ ମଧ୍ୟରେ ୫ ଦିନ ପର୍ଯ୍ୟନ୍ତ ମହିଳା ମାନେ ଉଳଘ୍ନ ଅବସ୍ତାରେ ରୁହନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ହିମାଞ୍ଚଳ ପ୍ରଦେଶର ମଣିକର୍ଣ୍ଣ ଘାଟି ପାଦଦେଶରେ ଥିବା ଗାଁ ପିଣିର ମହିଳା ମାନେ ଏହି ପରମ୍ପରାକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି । ଏହି ପରମ୍ପରା ବର୍ଷକୁ ଥରେ ପାଳନ କରାଯାଇଥାଏ । ପରମ୍ପରା ପାଳନ କରିବା ସମୟରେ ମହିଳା ମାନେ ଅନ୍ୟ କେଉଁ ପୁରୁଷ ସହ କୁସଙ୍ଗକୁ ଆସନ୍ତି ନାହିଁ ।

ଏମିତିକି ସ୍ଵାମୀ ସ୍ତ୍ରୀ ମଧ୍ୟ ଏହି ପରମ୍ପରା ପାଳନ କରିବା ସମୟରେ ପରସ୍ପର ମଧ୍ୟରେ ସଙ୍ଗମ କରନ୍ତି ନାହିଁ । ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ବିଣି ଗାଁର ସମସ୍ତ ମହିଳା ମାନେ ଏହି ପରମ୍ପରା ପାଳନ କରିଥାନ୍ତି । ପରିବାରର ମଙ୍ଗଳ ପାଇଁ ସଂପୂର୍ଣ୍ଣ ଉଲଘ୍ନ ହୋଇ ରହିଥାନ୍ତି । ଯେଉଁ ମହିଳା ଠିକ ଭାବରେ ଏହି ପରମ୍ପରା ପାଳନ କରିନଥାଏ ସେମାନଙ୍କ ପରିବାର ଉପରେ ସଙ୍କଟ ମାଡିଆସିଥାଏ ବୋଲି ସ୍ଵମସ୍ତେ ବିଶ୍ଵାସ ରଖିଥାନ୍ତି ।

ଏହା ଏକ କୁଛିତ ପରମ୍ପରା ହୋଇଥିଲେ ମଧ୍ୟ ମହିଳା ମାନେ ଭୟରେ ମାନି ଥାନ୍ତି । ଏହି ସମୟରେ ବିଶେଷ ପୂଜାର ଆୟୋଜନ ମଧ୍ୟ କରାଯାଇଥାଏ । ଏହି ସମୟରେ କୌଣସି ବ୍ୟକ୍ତି କେଉଁ ମହିଳା ବିଷୟରେ ମନ୍ଦ ଚିନ୍ତା କରନ୍ତି ନାହିଁ । ଏପରିକି ସେମାନଙ୍କୁ ଦେଖି ହସନ୍ତି ନାହିଁ । ଏହି ପରମ୍ପରା ସମୟରେ ପୁରୁଷ ମାନେ ମଦ ଓ ମାଂସ ଠାରୁ ଦୂରେଇ ରହିଥାନ୍ତି । ଏହି ପରମ୍ପରାକୁ ଅତି ନିଷ୍ଠାର ସହ ପାଳନ କରିବା ପଛରେ ଏକ ପୌରାଣିକ ତତ୍ଵ ରହିଛି । ତାହା ହେଉଛି ବହୁ ବର୍ଷ ପୂର୍ବେ ଏକ ରାକ୍ଷାଶର ଛାଇ ଏକ୍ତ ଗାଁ ଉପରେ ପଡିଥିଲା ।

ସୁନ୍ଦର ପୋଷାକ ପିନ୍ଧୁଥିବା ଲୋକଙ୍କୁ ରାକ୍ଷାସ ଉଠାଇ ନେଉଥିଲା । ଗାଁ ଲୋକମାନଙ୍କ ପ୍ରାର୍ଥନାକୁ ଶୁଣି ଲାଉହା ଘୋଡା ନାମକ ଏକ ଦେବତା ଆସି ରାକ୍ଷାସର ବଧ କରିଥିଲେ । ସେହି ଦିନ ଠାରୁ ଏହି ଦେବତାଙ୍କୁ ପୂଜା କରାଯାଉଛି । ଏପରିକି ଏହି ପରମ୍ପରାକୁ ଅତି ଉତ୍ସାହ ର ସହ ପାଳନ କରାଯାଇଥାଏ ।

ଦେଶରେ ନୀତିଦିନ ଘଟୁଥିବା ସବୁ ଖବର ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *