ଏମିତି କଣ ଅଛି ଯାହା ସ୍ତ୍ରୀ ପାଖରେ 1 ଟି ଓ ସ୍ଵାମୀ ପାଖରେ 2 ଟି ଅଛି ?

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆପଣ କେତେକ ଏମିତି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପାଇଁ ସରଳ ଲାଗିଥାଏ କିନ୍ତୁ ତାହାର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇ ଯାଇଥାଏ । ଆଜି ଆମେ କଥା ହେବା କିଛି ଆହୁରି ନୂଆ ପ୍ରଶ୍ନର ଉତ୍ତର ଯାହା IAS ଇଣ୍ଟର୍ଭିଉରେ ପଚରା ଯାଉଛି । ଏହି ପ୍ରଶ୍ନ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଯଦି ଆପଣ ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଏହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ଦେଇ ପାରିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଏହି ଖେଳ ।

୧. ଗାଡିର ଟାୟାର ସବୁବେଳେ କଳା ରଙ୍ଗର କାହିଁକି ହୋଇଥାଏ ।

ଉତ୍ତର – ଟାୟାର ତିଆରି ହେଲା ବେଳେ ସେଥିରେ କାର୍ବନ ମିଶାଯାଇଥାଏ ଯାହା ଦ୍ଵାରା ଟାୟାର ର ରଙ୍ଗ କଳା ହୋଇଥାଏ ।

୨. ପୁରା ଦୁନିଆରେ ମୋଟ କେତୋଟି ଦେଶ ଅଛି ।

ଉତ୍ତର – ୨୪୦ ଟି

୩. ଦାନ୍ତର ରଙ୍ଗ ଧଳା କଣ ପାଇଁ ହୋଇଥାଏ ।

ଉତ୍ତର – ଦାନ୍ତରେ କ୍ୟାଲସିୟମ ଥାଏ ଓ ଏହି କାରଣ ପାଇଁ ଦାନ୍ତର ରଙ୍ଗ ଧଳା ଅଟେ ।

୪. PBUG ର Fullform କଣ ଅଟେ ।

ଉତ୍ତର – Player Unknown’s Battle ground

୫. ରସଗୋଲାକୁ ଇଂରାଜୀରେ କଣ କୁହନ୍ତି ।

ଉତ୍ତର – Syrup Balls

୬. ଏମିତି କେଉଁ ଜୀବ ଅଛି ଯିଏ ଜୋତା ପିନ୍ଧି ଶୋଇଥାଏ ?

ଉତ୍ତର- ଘୋଡା ନିଜର ନାଲ ପିନ୍ଧି ଶୋଇଥାଏ ।

୭. ସଂସାରର ସବୁଠୁ ବୃହତ କଇଁଚ କେଉଁଠି ମିଳିଥାଏ ?

ଉତ୍ତର- ଅଷ୍ଟ୍ରେଲିଆ ଦେଶରେ ୧୨ ଫୁଟର କଇଁଚ ଦେଖିବାକୁ ମିଳିଥାଏ ।

୮. ଭାରତର କେଉଁ ରାଜ୍ୟରେ ଲୋକମାନେ ସାପର ତେଲରେ ଖାଦ୍ୟ ତିଆରି କରନ୍ତି ?

ଉତ୍ତର- ସିକ୍କିମ ରାଜ୍ୟର ମେରା ଗାଁର ଲୋକମାନେ ସାପର ତେଲରେ ଖାଦ୍ୟ ତିଆରି କରିଥାନ୍ତି ।

୯. କେଉଁ ଫୁଲ ୧୨ ବର୍ଷରେ ଗୋଟେ ଥର ଫୁଟି ଥାଏ ?

ଉତ୍ତର- ନିଲକୁରେଞ୍ଜି

୧୦. ପତ୍ରର ରଙ୍ଗ କଣ ପାଇଁ ସବୁଜ ହୋଇଥାଏ ?

ଉତ୍ତର- କ୍ୟାରୋଟିନ ପାଇଁ ପତ୍ରର ରଙ୍ଗ ସବୁଜ ହୋଇଥାଏ ।

୧୧. ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମନ୍ଦିର ରହିଛି ?

ଉତ୍ତର- ତାମିଲନାଡୁରେ ସବୁଠୁ ଅଧିକ ମନ୍ଦିର ରହିଛି ।

୧୨. ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜର ବସା ବାନ୍ଧି ନଥାଏ ?

ଉତ୍ତର- କୋଇଲି

୧୩. ଏମିତି କଣ ଯାହା ସ୍ତ୍ରୀ ପାଖରେ 1 ଟି ଓ ସ୍ଵାମୀ ପାଖରେ 2 ଟି ଅଛି ?

ଉତ୍ତର – ଅକ୍ଷର

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *