ପିଲାଙ୍କ ପାଠ୍ୟ ପୁସ୍ତକରେ ଅଭିନେତା ସୁଶାନ୍ତ ସିଂ ରାଜପୁତ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ସୁଶାନ୍ତ ସିଂହ ରାଜପୁତ ।

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତ ହେଉଛନ୍ତି ଜଣେ ଏପରି ଅଭିନେତା ଯିଏ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ । ହେଲେ ଦୁଃଖର କଥା ଏହା ହେଉଛି ଯେ, ସେ ଆଜି ଏହି ଦୁନିଆରେ ନାହାନ୍ତି ।

ଗତବର୍ଷ ସୁଶାନ୍ତ ସିଂହ ରାଜପୁତ ଆ-ତ୍ମ-ହ-ତ୍ୟା କରି ନିଜ ପ୍ରାଣ ହରାଇଥିଲେ ଓ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଥିଲେ । ସୁଶାନ୍ତ ଏହି ଦୁନିଆରେ ନଥିଲେ ମଧ୍ୟ ସେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହି କିଛି ସମୟ ହେବ ସୁଶାନ୍ତଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବିଦ୍ୟାଳୟ ପିଲା ମାନଙ୍କର ପୁସ୍ତକରେ ସୁଶାନ୍ତ ସିଂହ ରାଜପୁତଙ୍କ ଚିତ୍ର ଦେଖିବାକୁ ମିଳୁଛି ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହୋଇଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟରେ ସୁଶାନ୍ତଙ୍କ ଫଟୋ ସ୍କୁଲ ଛୁଆଙ୍କ ପୁସ୍ତକରେ ଦେଖିବାକୁ ମିଳୁଛି । ଏହି ଫଟୋ ଗୁଡିକ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ସୁଶାନ୍ତଙ୍କ ସହ ଜଡିତ ଏକ ପୋଷ୍ଟ ସାଣ୍ଡି (ଜଷ୍ଟିସ ଫର ଏସଏସଆର) ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି ।

ଯେଉଁଥିରେ ଲେଖାଯାଇଛି ‘ଏହା ମୋର ଛୋଟ ଭଉଣୀର ସ୍କୁଲର ବିଜ୍ଞାନ ପୁସ୍ତକ । ସେ ତୃତୀୟ ଶ୍ରେଣୀରେ ପଢୁଛି । ପୁସ୍ତକରେ ଲେଖାଯାଇଛି ଯେ ମଣିଷ କ’ଣ, ପଶୁ କ’ଣ ? ମଣିଷର ଉଦାହରଣ ଭାବରେ ଏଠାରେ ସୁଶାନ୍ତଙ୍କର ଚିତ୍ର ଅଛି ଓ ଏହି ପୁସ୍ତକ ବଙ୍ଗଳା ଭାଷାରେ ଅଛି ।

ବନ୍ଧୁଗଣ ଏହା ବ୍ୟତୀତ ସ୍ମିତା GLK Parikh – SSR ନାମକ ଆକାଉଣ୍ଟରେ ଟ୍ୱିଟରରେ ଅନ୍ୟ ଏକ ସମାନ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ, ‘ଅନ୍ୟ ଏକ ପ୍ରାଥମିକ ବଙ୍ଗଳା ପାଠ୍ୟ ପୁସ୍ତକ ଆମର ପ୍ରିୟ ସୁଶାନ୍ତଙ୍କ ଛବି ଅଂଶୀଦାର କରିଛି ଯାହାକି ଗୋଟିଏ ପରିବାରର ପିତା ଚିତ୍ର ଦେଖାଏ । ଏହା ଦେଖି ମୁଁ ବହୁତ ଗର୍ବିତ ଅନୁଭବ କରେ।

ବୋଧହୁଏ ଆମର ଶିକ୍ଷା ବୋର୍ଡ ମଧ୍ୟ ଅନୁଭବ କରେ ଯେ ସେମାନେ ସର୍ବୋତ୍ତମ । ବନ୍ଧୁଗଣ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏହା ଏକ ଖୁସିର କଥା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖୁସି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *