2 ଥର ବିବାହ ଓ 2 ଥର ଡିଭୋର୍ସ ନେବା ପରେ ଆଜି ଏକୁଟିଆ ନିଜ ଜୀବନ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ଏହି ଫେମସ ଅଭିନେତ୍ରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ବଲିଉଡ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବଲିଉଡରେ ୯୦ ଦଶକରେ ଏପରି କିଛି ଅଭିନେତ୍ରୀ ଥିଲେ ଯେଉଁ ମାନେ ବର୍ତ୍ତମାନର ଅଭିନେତ୍ରୀ ମାନଙ୍କ ଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ନିଜ ବୈବାହିକ ଜୀବନ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଦୀପାଶିଖା । ଛୋଟ ପରଦାରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିବା ଦୀପାଶିଖା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ସେ ତାଙ୍କ କାରିୟରର ଆରମ୍ଭ ଛୋଟ ପରଦାରେ କିଛି ଟିଭି ସୋରୁ କରିଥିଲେ ।

ଆପଣ ମାନେ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ରିଆଲିଟି ସୋ ‘ବିଗବସ’ରେ ମଧ୍ୟ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ଜୀବନ ସହ ଜଡିତ କିଛି ରହସ୍ୟପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ ।

ଦୀପାଶିଖା ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଦୀପାଶିଖା ନିଜ କାରିୟରରେ କେତେକ ଫେମସ ଫିଲ୍ମ ଓ ଟିଭି ସିରିଏଲରେ କାମ କରି ସଫଳତା ହାସଲ କରିଛନ୍ତି । ଦୀପାଶିଖା ନିଜ ଜୀବନରେ ଦୁଇ ଥର ବିବାହ କରିଛନ୍ତି ହେଲେ ମଧ୍ୟ ଆଜି ସେ ଏକୁଟିଆ ଜୀବନ ଯାପନ କରୁଛନ୍ତି । ୧୯୯୭ ମସିହାରେ ସେ ଅଭିନେତା ଜିତ ଉପେନ୍ଦ୍ରଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କ ସମ୍ପର୍କ ୧୦ ବର୍ଷ ପରେ ଭାଙ୍ଗି ଯାଇଥିଲା ଓ ଏହି ଦୁଇଜଣଙ୍କ ମଧ୍ୟରେ ୨୦୦୭ ମସିହାରେ ତଲାକ ହୋଇଯାଇଥିଲା ।

ଏହା ପରେ ସେ କେଶବ ଆରୋଡାଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ହେଲେ ବନ୍ଧୁଗଣ ଦୁର୍ଭାଗ୍ୟ ବଶତ ଏହି ବିବାହ ମଧ୍ୟ ମାତ୍ର ୪ ବର୍ଷ ପର୍ଯ୍ୟନ୍ତ ରହିଥିଲା ଓ ୪ ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା । ମିଡିଆ ରିପୋର୍ଟସ ଅନୁସାରେ ୨୦୧୬ ମସିହାରେ କେଶବ ଓ ଦୀପଶିଖାଙ୍କ ମଧ୍ୟରେ ଏକ ବଡ ଝଗଡା ହୋଇଥିଲା ।

ଏମିତିକି ଦୀପାଶିଖା କେଶବଙ୍କ ବି-ରୋ-ଧରେ କେ-ସ ମଧ୍ୟ କରିଥିଲେ । ନିଜ ଜୀବନରେ ଦୁଇଟି ବିବାହ କରି ମଧ୍ୟ ଆଜି ସେ ଏକା ହୋଇ ରହୁଛନ୍ତି ହେଲେ ସେ ତାଙ୍କ ଜୀବନରେ ଖୁସି ଅଛନ୍ତି । ଦୀପାଶିଖା ଓ ଉପେନ୍ଦ୍ରଙ୍କର ଦୁଇଟି ଛୁଆ ଅଛନ୍ତି । ସେ ସୋସିଆଲ ମିଡିଆରେ ନିଜ ପର୍ଶନାଲ ଲାଇଫ ପାଇଁ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ସେ ଏକା ରହି ମଧ୍ୟ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ତା ହେଲେ ବନ୍ଧୁଗଣ ଏହା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *