‘ପିଲା ଜନ୍ମ କରିବା ପୂର୍ବରୁ ଆପଣ ଦୁହେଁ ଦୁହିଁଙ୍କୁ ପଚାରନ୍ତୁ ଜୀବନସାରା ତା ସଙ୍ଗେ ରହିବେ ତ…’: ଓଡିଆ ନିର୍ଦ୍ଦେଶକ ଶୁଭମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତେବେ ବର୍ତ୍ତମାନ ସମୟରେ ଓଡିଶାର ସୁପରିଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ନାମରେ ଏକ ବିବାଦ ଉଠିଛି । ଯେଉଁଥିରେ ହ୍ୟୁମାନ ସାଗରଙ୍କର ନାମରେ ତାଙ୍କର ଧର୍ମପତ୍ନୀ ଶ୍ରୀୟା ସଙ୍ଗିନ ଅଭିଯୋଗ ଆଣିଛନ୍ତି । ତେବେ ଶ୍ରୀୟାଙ୍କର ଅଭିଯୋଗ ଅନୁଯାଇ ହ୍ୟୁମାନ ତାଙ୍କୁ ଶାରୀରିକ ଆଘାତ ଓ ମାନସିକ ଚାପ ଦେଉଛନ୍ତି । ଯେଉଁ କାରଣରୁ ସେ ଅତିଷ୍ଠ ହୋଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

ତେବେ ଏହାକୁ ନେଇ ନିର୍ଦ୍ଧେଶକ ଶୁଭମ ନିଜର କିଛି ମନ୍ତବ୍ୟ ଉଭୟ ହ୍ୟୁମାନ ଓ ଶ୍ରୀୟାଙ୍କ ପାଇଁ ରଖିଛନ୍ତି । ଶ୍ରୀୟା କିମ୍ବା ହ୍ୟୁମାନ ଆଜି ଭାବୁଥିବେ । ସେମାନେ ପ୍ରେମ ବିବାହ କରି ବଡ ଭୁଲଟି କରିଦେଇଛନ୍ତି । ତେବେ ଶୁଭ୍ମଙ୍କର କହିବା ଅନୁଯାଇ ହ୍ୟୁମାନ ସାଗର ଓ ଶ୍ରୀୟା ଯେତେବେଳେ ଉଭୟ ପ୍ରେମ ବିବାହ କରିଛନ୍ତି । ତେବେ ତାଙ୍କର ଏହି ଭୁଲ ବୁଝାବଣା ପାଇଁ ସେ ଉଭୟ ହିଁ ଦାୟୀ ରହିବେ। କାରଣ ହ୍ୟୁମାନ ଜଣେ କ୍ରିଷ୍ଟିଆନ ହୋଇଥିବା ବେଳେ ତାଙ୍କର ଧର୍ମପତ୍ନୀ ହିନ୍ଦୁ ଝିଅ ଅଟନ୍ତି ।

ତେବେ ନିଜର ଧର୍ମକୁ ପଛରେ ପକାଇ ଶ୍ରୀୟା ହ୍ୟୁମାନଙ୍କର ହାତ ଧରିଥିଲେ । ତେବେ ମାନ୍ୟବର ସୁପ୍ରିମ କୋର୍ଟରେ ରାୟ ଅନୁସାରେ ଜଣେ ଲୋକ ଅନ୍ୟ ସଂପ୍ରଦାୟର ଲୋକଙ୍କୁ ବିବାହ କରିପାରିବ ନହିଁ । ତେବେ ହ୍ୟୁମାନ ସାଗର ଓ ଶ୍ରୀୟା ନିଜର ସଂପ୍ରଦାଯକୁ ଭୁଲି ଏହି ବିବାହ କରିଥିଲେ । ତେବେ ଏହା ତାଙ୍କର ପ୍ରଥମ ଭୁଲ ହୋଇପାରେ ।

ଏହାପରେ ହ୍ୟୁମାନ ଓ ଶ୍ରୀୟାଙ୍କର ମଧ୍ୟରେ ଯେଉଁ କାରଣରୁ ପାରିବାରିକ କଳହ ଉପୁଜିଛି । ତାହା ତ ଠିକ ଭାବରେ ସ୍ପଷ୍ଟ ହୋଇପାରିନାହିଁ । ତେବେ ଯଦି ହ୍ୟୁମାନ ତାଙ୍କର ସ୍ତ୍ରୀଙ୍କୁ ଏପରି ଭାବରେ ଶାରୀରିକ କଷ୍ଟ ଦେବା ସହ ମାନସିକ ରୂପେ ଚାପ ପକାଉଥିବେ । ତେବେ ଏହା ହ୍ୟୁମାନ ସାଗର ଏପରି କରିବା ନିହାତି ଭୁଲରେ ହିଁ ଗଣାଜୀବ । ତେଣୁ ଶ୍ରୀୟା ଯେହେତୁ ନିଜର ସମ୍ପ୍ରଦାୟକୁ ପଛରେ ପକାଇ ଅନ୍ୟ ସମ୍ପ୍ରଦାୟର ହ୍ୟୁମାନଙ୍କର ହାତକୁ ଧରିଥିଲେ ।

ତେବେ ଉଭୟଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନ କିପରି ଭାବେ ସୁଖମଯ ରହିବ ସେଥିପ୍ରତି ହ୍ୟୁମାନ ସାଗର ସବୁବେଳେ ତତ୍ପର ହୋଇ ରହିବା ଦରକାର । କାରଣ ନିଜର କର୍ମବ୍ୟସ୍ତତା ମଧ୍ୟରେ ବାରମ୍ବାର ନିଜର ସ୍ତ୍ରୀ ଓ ପିଲାକୁ ଅବହେଲା କରିବା ଜମାରୁ ମଧ୍ୟ ଠିକ କଥା ନୁହେଁ । ତେବେ ଶୁଭମଙ୍କ କହିବା ଅନୁଯାଇ ସବୁ ଘରେ ପାରିବାରିକ କଳହ ଅଳ୍ପ ବହୁତ ଲାଗି ରହିଥାଏ ।

ହେଲେ ଯେଉଁ ଘରର କଳହ ପାଇଁ ଥାନା ଓ କୋର୍ଟର ଦ୍ଵାରସ୍ଥ ହେବା ପାଇଁ ପଡିଥାଏ । ସେହି ସମ୍ପର୍କରେ ପୁଣି ଠାରେ ପୂର୍ବ ଭଳି ମଧୁର ସମ୍ପର୍କ ଫେରି ଆସିବା ବହୁତ କଷ୍ଟକର ହୋଇଯାଇଥାଏ । ତେବେ ଉଭୟଙ୍କର ମଧ୍ୟରେ ଉପଯୁକ୍ତ କାଉନସିଲିଙ୍ଗ କରି ପୁଣି ଠାରେ ଦାମ୍ପତ୍ୟ ଜୀବନ ହସଖୁସିରେ ରହୁ ବୋଲି ସବୁ ଲୋକଙ୍କର ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହିତ ନିଜର ମତ କମେଣ୍ଟ କରିକି ଜଣାନ୍ତୁ

Leave a Reply

Your email address will not be published. Required fields are marked *