ଭୁବନେଶ୍ବରରେ ପହଞ୍ଚିଲା ବିଜୁ ବାବୁଙ୍କ ବିମାନ DAKOTA, ଦେଖନ୍ତୁ କିପରି ବାପାଙ୍କ ବିମାନକୁ ସ୍ଵାଗତ କଲେ ପୁଅ ନବୀନ ପଟ୍ଟନାୟକ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭୁବନେଶ୍ବର ଏୟାରପୋର୍ଟରେ ଡାକୋଟା ବିମାନ । ତେବେ ମଙ୍ଗଳବାର ଦିନ କଲିକତାରୁ ବାହାରିଥିବା ବିମାନ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ଥିଲା । ଭୁବନେଶ୍ବର ବିମାନ ବନ୍ଦରରେ ଡାକୋଟା ବିମାନ ଆସି ପହଞ୍ଚିଥିଲା । ତେବେ ସେହି ଡାକୋଟା ବିମାନକୁ ସ୍ଵାଗତ କରିବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ପହଞ୍ଚିଥିଲେ । ଯେହେତୁ ନବୀନ ପଟ୍ଟନାୟକଙ୍କର ବାପା ବିଜୁ ବାବୁଙ୍କର ଏହା ଏକ ସ୍ମୃତି ଥିଲା ।

ତେଣୁ ସେଠାରେ କିଛି ସମୟ ପାଇଁ ମାନ୍ୟବର ନବୀନ ପଟ୍ଟନାୟକ ଡାକୋଟା ବିମାନକୁ ଭଲ ଭାବରେ ଅନୁଧ୍ୟାନ କରିଥିଲେ । ତେବେ ଏହି ଡାକୋଟା ବିମାନକୁ ଦେଖିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାପାଙ୍କ ଭାବନାରେ ଭାବ ବିହ୍ଵଳ ହୋଇଯାଇଥିଲେ । ତାପରେ ସେଠାରେ କିଛି ସମୟ ରହି ନିଜ ସ୍ଵର୍ଗତ ପିତା ବିଜୁ ପଟ୍ଟନାୟକଙ୍କର ସ୍ମୃତି ଚାରଣ କରିଥିଲେ । ତେବେ ଏହା ସହିତ ଡାକୋଟା ବିମାନ ସହ ଜଡିତ ବହୁତ କିଛି ପୂର୍ବରୁ ଐତିହାସିକ କଥା ମଧ୍ୟ ରହିଛି ।

ଯେଉଁ କଥାକୁ ସେଠାରେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାକୁ ମନେ ପକାଇଥିଲେ । ତେବେ ଡାକୋଟା ବିମାନ ଭୁବନୀଶ୍ଵର ବିମାନ ବନ୍ଦରକୁ ଆସିବ ବୋଲି ପୂର୍ବ ପ୍ରସ୍ତୁତି ବହୁତ ହୋଇଥିଲା । ତାହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ମାନ୍ୟଗଣ ବ୍ୟକ୍ତି ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ତେବେ ବିଜୁ ବାବୁଙ୍କର ଡାକୋଟା ବିମାନକୁ ଓଡିଶା ଫେରାଇ ଆଣିବାକୁ ଅନେକ ଦିନ ଧରି ପ୍ରୟାସ ଜାରୀ ରହିଥିଲା ।

ଯାହାକି ବର୍ତ୍ତମାନ ସମୟରେ ସେହି ଅପେକ୍ଷାର ଅନ୍ତ ହୋଇଛି । ତେବେ ଡାକୋଟା ଐତିହାସିକ ବିମାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର ଭୁବନେଶ୍ବର ବିମାନବନ୍ଦରରେ ବହୁ ଆଡମ୍ବର ସହକାରେ ସ୍ଵାଗତ କରିଛନ୍ତି । ଏହା ସହିତ ମାନ୍ୟବର ନବୀନ ପଟ୍ଟନାୟକ ଐତିହାସିକ ଡାକୋଟା ବିମାନ ସମ୍ପର୍କରେ ମଧ୍ୟ ନିଜର କିଛି ରୋଚକପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି ।

ତେବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର କହିବା ଅନୁଯାଇ ସେ ଡାକୋଟା ବିମାନକୁ ଏଠାରେ ଦେଖି ବହୁତ ଆନନ୍ଦ ଅନୁଭବ କରିଛନ୍ତି । କାରଣ ଏହି ଡାକୋଟା ସହ ତାଙ୍କ ବାପା ବିଜୁ ବାବୁଙ୍କର ବହୁତ ଅଭୂଲା ଭାବନା ଯୋଡି ହୋଇ ରହିଛି । ଯଦି ଏହି ପୋଷ୍ଟତି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *