ଡାଇବେଟିସ କୁ ମୂଳରୁ ହିଁ ଶେଷ କରିଦେବ ଏହାର ଗୋଟିଏ ପତ୍ର, କେବଳ ଏହିପରି କରନ୍ତୁ ସେବନ- Health Tips

ବନ୍ଧୁଗଣ ଆପଣ ମାନେ ସମସ୍ତେ ପିଜୁଳିକୁ ନିଶ୍ଚୟ ଖାଇଥିବେ । ପିଜୁଳି ଖାଇବା ପାଇଁ ସ୍ଵାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ପିଜୁଳିରେ ଭିଟାମିନ A, ଭିଟାମିନ C ଓ ପୋଟାସିୟମ ଆଦି ଭରପୁର ମାତ୍ରାରେ ରହିଥାଏ । ବନ୍ଧୁଗଣ ପିଜୁଳିର ବ୍ୟବହାରରେ ଆପଣ ନିଜର ମାରାତ୍ମକ ରୋଗକୁ ଦୂର କରିପାରିବେ । ବନ୍ଧୁଗଣ ଆମେମାନେ ପିଜୁଳିର ଫଳ, ପତ୍ର ଓ ତାହାର ଚେଲିକାକୁ ବ୍ୟବହାର କରିପାରିବା । ବନ୍ଧୁଗଣ ପିଜୁଳି କ୍ୟାନ୍ସର ଆଦି ରୋଗ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ଯେଉଁ ମଣିଷ ନିୟମିତ ଭାବରେ ପିଜୁଳିର ସେବନ କରୁଥିବ ତାକୁ ଜୀବନରେ କେବେହେଲେ କ୍ୟାନ୍ସର ସମସ୍ଯା ହେବ ନାହିଁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପିଜୁଳି ଗଛର ଫାଇଦା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ପିଜୁଳି ଫଳ ବ୍ଯତୀତ ଏହାର ପତ୍ରରେ ମଧ୍ୟ ବହୁତ ଲାଭକାରୀ ଗୁଣ ରହିଛି । ପିଜୁଳି ପତ୍ରରେ ଏନ୍ଟି-ଆକ୍ସିଡେଣ୍ଟ, ଏନ୍ଟି-ବ୍ୟାକ୍ଟେରିଆ ଓ ଏନ୍ଟି-ଇନଫ୍ଲାମେଟୋରି ଗୁଣ ରହିଛି । ଏହା ଚେହେରା ଜନିତ ସମସ୍ତ ସମସ୍ଯା ତଥା ବ୍ରଣ, ଦାଗ ଓ କଳାପଣ ଆଦି ସମସ୍ଯାକୁ ଦୂର କରିଥାଏ । ବନ୍ଧୁଗଣ ଯଦି ଆପଣ ନିୟମିତ ଭାବରେ ପିଜୁଳି ପତ୍ରର ଚାହା କିମ୍ବା ଏହାର ରସକୁ ସେବନ କରିବେ ତା ହେଲେ ଆପଣଙ୍କ ତ୍ଵଚା, କେଶ ଏବଂ ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।


ବନ୍ଧୁଗଣ ଯେଉଁ ମାନଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା ଓ ଅନିଦ୍ରା ଆଦି ସମସ୍ଯା ରହିଛି ତା ହେଲେ ସେମାନେ ପିଜୁଳି ପତ୍ରକୁ ଶୁଖାଇ ଭଲ ଭାବରେ ପେଶି ଦିଅନ୍ତୁ । ବନ୍ଧୁଗଣ ସବୁଦିନ ରାତିରେ ଶୋଇବା ପୂର୍ବରୁ ଆପଣ ଏକ ଗ୍ଳାସ କ୍ଷୀରରେ ଏକ ଚାମଚ ପିଜୁଳି ପତ୍ର ଗୁଣ୍ଡ ପକାଇ ଦିଅନ୍ତୁ ଓ ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ । ଯଦି ଆପଣ ଏହି ମିଶ୍ରଣକୁ ନିୟମିତ ଭାବରେ ପିଇବେ ତା ହେଲେ ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା ବା ଅନିଦ୍ରା ଆଦି ସମସ୍ଯା ସବୁଦିନ ପାଇଁ ଦୂର ହୋଇଯିବ ।


ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଥଣ୍ଡା, କାଶ ବା ତରଳ ଝାଡା ଆଦି ସମସ୍ଯା ହେଉଛି ତା ହେଲେ ଆପଣ ୫ ରୁ ୬ ଟି ପିଜୁଳି ପତ୍ର ନିଅନ୍ତୁ ଓ ଏହାକୁ ବାଟି ଏହାର ରସକୁ ବ୍ୟବହାର କରିଦିଅନ୍ତୁ । ବନ୍ଧୁଗଣ ଆପଣ ଏହି ରସରେ ଏକ ଚାମଚ ମହୁ ମିଶାଇ ଏହାର ସେବନ କରନ୍ତୁ । ଏହାର ଗୋଟିଏ ଥର ବ୍ୟବହାରରେ ଆପଣଙ୍କର ଥଣ୍ଡା, କାଶ ଓ ତରଳ ଝାଡା ଆଦି ସମସ୍ତ ସମସ୍ଯା ଦୂର ହୋଇଯିବ ।


ଯଦି ବନ୍ଧୁଗଣ ଆପଣଙ୍କୁ ମଧୁମୟ ବା ଡାଇବେଟିସ ସମସ୍ଯା ରହିଛି, ତା ହେଲେ ଆପଣ ପିଜୁଳି ପତ୍ରର ସେବନ କରନ୍ତୁ । ଏହା ରକ୍ତରେ ଥିବା ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ପିଜୁଳି ପତ୍ରର ରସକୁ ନିୟମିତ ଭାବରେ ସେବନ କରନ୍ତୁ ଦେଖିବେ ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ । ତା ହେଲେ ବନ୍ଧୁଗଣ ଏହା ଥିଲା ପିଜୁଳି ପତ୍ରର କିଛି ବିଶେଷ ଫାଇଦା, ଆଶା କରୁଛୁ ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *