Bollywood ରେ ବହୁତ ହିଁ ଫେମସ ଅଟେ ଏହି 4 ଟି ବଡ ଜା-ସାନ ଜା ଙ୍କର ଯୋଡି, 2 ନମ୍ବର ଯୋଡି ତ ସମସ୍ତଙ୍କ ଫେବରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆମ ବଲିଉଡରେ ଏପରି କିଛି ବୋହୁ ଓ ବଡ ଜାଙ୍କର ଯୋଡି ଅଛନ୍ତି ଯେଉଁମାନେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି ଯୋଡି ଗୁଡିକକୁ ଲୋକମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରିଛନ୍ତି ଓ ଏମାନେ ପରସ୍ପର ସହ ବହୁତ ଭଲ ସମ୍ପର୍କ ମଧ୍ୟ ରଖିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏହି ଫେମସ ଯୋଡି ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଯୋଡି ବିଷୟରେ ।

ଶ୍ରୀଦେବୀ ଓ ମାହି କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଶ୍ରୀଦେବୀ ଓ ତାଙ୍କ ବଡ ଜା ମାହି କପୁର । ଗୋଟେ ସମୟରେ ଶ୍ରୀଦେବୀ ନିଜ ସମୟରେ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଥିଲେ ହେଲେ ଆଜି ସେ ଏହି ଦୁନିଆରେ ନାହାନ୍ତି । ସେ ଯିବା ପରେ ସବୁଠାରୁ ଅଧିକ ଦୁଃଖ ମାହି କପୁରଙ୍କୁ ହୋଇଛି । ବନ୍ଧୁଗଣ ମାହି କପୁର ହେଉଛନ୍ତି ତାଙ୍କ ବଡ ଦିଅରଙ୍କ ପତ୍ନୀ । ଗୋଟେ ସମୟରେ ଶ୍ରୀଦେବୀ ଓ ମାହି ପରସ୍ପର ସହ ବହୁତ ଭଲ ସମ୍ପର୍କ ରଖିଥିଲେ ଏବଂ ଏମାନେ ପରସ୍ପର ସହ ସମସ୍ତ କଥା ସେୟାର କରୁଥିଲେ ।

ପ୍ରିୟାଙ୍କା ଚୋପଡା ଓ ସୋଫି ଟର୍ନର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା ଓ ତାଙ୍କ ବଡ ଜା ସୋଫି ଟର୍ନର । ପ୍ରିୟାଙ୍କାଙ୍କ ବଡ ଜା ହେଉଛନ୍ତି ସୋଫି ଟର୍ନର । ସୋଫି ହେଉଛନ୍ତି ନିକ ଜୋନସଙ୍କ ବଡ ଭାଇଙ୍କ ପତ୍ନୀ । ବନ୍ଧୁଗଣ ସୋଫି ଓ ପ୍ରିୟଙ୍କା ବହୁତ ଭଲ ସାଙ୍ଗ ଅଟନ୍ତି । ଏହି ଦୁଇଜଣ ପରସ୍ପର ସହ ବହୁତ ଖାସ ସମୟ ଅତିବାହିତ କରନ୍ତି ।

ଗୀତା ଅମବାନୀ ଓ ଟିନା ମୁନିମ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭାରତର ସବୁଠାରୁ ବଡ ବିଜନେସ ମ୍ୟାନ ମୁକେଶ ଅମବାନୀ ଓ ଅନିଲ ଅମବାନୀଙ୍କ ପତ୍ନୀ । ବନ୍ଧୁଗଣ ଗୀତା ଅମବାନୀ ଓ ଟିନା ମୁନିମ ପରସ୍ପର ସହ ବହୁତ ଭଲ ସମ୍ପର୍କ ରଖିଛନ୍ତି । ଏହି ଦୁଇଜଣ ବହୁତ ଭଲ ସାଙ୍ଗ ହେବା ସହିତ ପରସ୍ପରକୁ ବହୁତ ଭଲ ପାନ୍ତି ।


ନିତୁ ସିଂହ ଓ ବବିତା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନିତୁ ସିଂହ ଓ ତାଙ୍କ ବଡ ଜା ବବିତା । ଏହି ଦୁଇଜଣଙ୍କ ସମ୍ପର୍କ ବହୁତ ଭଲ ଅଛି । ଏମାନେ ପରସ୍ପର ସହ ସମସ୍ତ କଥା ସେୟାର କରନ୍ତି । ଏହି ଦୁଇଜଣ ଏକା ସହ ବହୁତ ସ୍ଥାନରେ ନଜର ଆସିଛନ୍ତି । ଏମାନେ ଭଲ ସାଙ୍ଗ ହେବା ସହିତ ପରସ୍ପରକୁ ବହୁତ ବୁଝିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *