ସର୍ତ୍ତ ଲାଗିଲା, ଆପଣଙ୍କ ମଧ୍ୟରୁ ୯୦ % ଲୋକ ଏହି ଫଟୋରେ ଲୁଚିଥିବା ସାପକୁ ବାହାର କରି ପାରିବେ ନାହିଁ…ଦମ ଅଛି ତ ବାହାର କରି ଦେଖାନ୍ତୁ

ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋସିଆଲ ମିଡିଆରେ ଏପରି ସବୁ ଫଟୋ ଓ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତ ସ୍ଥାନରେ ଚର୍ଚାରେ ରହୁଛି । ଏହି କିଛି ଦିନ ହେବ ଫଟୋରେ ଥିବା କୌଣସି ଏକ ଜିନିଷକୁ ଖୋଜିବାର ଟ୍ରେଣ୍ଡ ବହୁତ ଚାଲିଛି । ବନ୍ଧୁଗଣ ଆଜିମଧ୍ୟ ଆମେ ଆପଣ ମାନଙ୍କ ପାଇଁ ଏକ ଖେଳ ନେଇ ଆସିଛୁ ଯେଉଁଠି ଆପଣଙ୍କ ବୁଦ୍ଧି ଓ ଆଖିର ପରୀକ୍ଷା ହେବ । ଆଜିଆମେ ଆପଣ ମାନଙ୍କ ପାଇଁ ଏକ ଫଟୋ ନେଇ ଆସିଛୁ ।

ଆପଣ ମାନଙ୍କୁ ସେହି ଫଟୋ ମଧ୍ୟରେ ଥିବା ସାପକୁ ଖୋଜିବାର ଅଛି । ଏହି ପରୀକ୍ଷାରେ ୯୦ ପ୍ରତିଶତ ଲୋକ ଫେଲ ହୋଇଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଖେଳ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସାମସ୍ତେ ନିଶ୍ଚୟ ସାପକୁ ଦେଖିଥିବେ । ସାପ ହେଉଛି ଏକ ବିଷଧର ଜୀବ ଯିଏ ଲୁଚି ରହି ଅନ୍ୟ ପ୍ରାଣୀ ମାନଙ୍କୁ ଆଘାତ କରିଥାଏ । ବନ୍ଧୁଗଣ ସାପ ହେଉଛି ଏକ ଏପରି ଜୀବ ଯିଏ ସମସ୍ତ ପ୍ରକାରର ବାତାବରଣରେ ମିଶି ରହିଯାଇଥାଏ । ଖାସ କରି ସାପ ମାନେ ଜଙ୍ଗଲରେ ଲୁଚି ରହିଯାଇଥାନ୍ତି ଓ ନଜର ମଧ୍ୟ ଆସିନଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କ ସାମ୍ନାରେ ଜଙ୍ଗଲର ଏକ ଫଟୋ ଅଛି ଯେଉଁଠି ଏକ ସାପ ଶୋଇଛି । ବର୍ତ୍ତମାନ ଆପଣ ଏହି ଫଟୋ ଦେଖି କୁହନ୍ତୁ କେଉଁ ସ୍ଥାନରେ ସାପ ଶୋଇଛି । ବନ୍ଧୁଗଣ ଆପଣ ନିଜ ଆଖି ଓ ବୁଦ୍ଧି ଉପରେ ବିଶ୍ଵାସ ରଖି ସାପକୁ ଖୋଜନ୍ତୁ, ଦେଖିବେ ଆପଣଙ୍କୁ ନିଶ୍ଚୟ ଏକ ସାପ ନଜର ଆସିବ । ଯଦି ଆପଣଙ୍କ ଦ୍ଵାରା ହେଉ ନାହିଁ, ତା ହେଲେ ଆପଣ ହାର ମାନନ୍ତୁ ନାହିଁ । ପୁନର୍ବାର ଚେଷ୍ଟା କରନ୍ତୁ ଦେଖିବେ ଆପଣ ନିଶ୍ଚୟ ସେହି ଲୁଚି ଥିବା ସାପକୁ ପାଇବେ ।

ଯଦି ବନ୍ଧୁଗଣ ଆପଣ ମାନେ ଏହି ଫଟୋରେ ଥିବା ସାପକୁ ଖୋଜି ବାହାର କରିଦେବେ ତା ହେଲେ ଯେତେବେଳେ ଆପଣ ଜଙ୍ଗଲକୁ ଯିବେ ସେତେବେଳେ ଆପଣ ବହୁତ ସହଜରେ ସାପକୁ ଚିହ୍ନଟ କରିପାରିବେ । ଏହି ଫଟୋ ଆପଣଙ୍କୁ ବହୁତ ଫାଇଦା ମଧ୍ୟ ଦେବ । ତା ହେଲେ ବନ୍ଧୁଗଣ ଯେଉଁ ମାନେ ସାପକୁ ଖୋଜି ଦେଇଛନ୍ତି ସେମାଙ୍କ ଆଖି ଓ ସ୍ମରଣ ଶକ୍ତି ବହୁତ ପ୍ରଖର ରହିଛି । ଯେଉଁ ମାନେ ଏହି ଫଟୋରେ ଥିବା ସାପକୁ ଖୋଜି ପାରି ନାହାନ୍ତି ସେମାନଙ୍କର ଆଖି ଓ ବୁଦ୍ଧିର ବାୟାମ ହେଇଗଲା ।

ବର୍ତ୍ତମାନ ଆସନ୍ତୁ ଜାଣିବା ସାପ କେଉଁଠି ଅଛି । ବନ୍ଧୁଗଣ ଆପଣ ଫଟୋକୁ ଭଲ ଭାବରେ ଦେଖନ୍ତୁ ଯେଉଁଠି ନାଲି ରଙ୍ଗର ଗୋଲେଇ ହୋଇଛି ସେହି ସ୍ଥାନରେ ସାପ ଅଛି । ଆମେ ଆଶା କରୁଛୁ ଆପଣ ମାନଙ୍କୁ ଏହି ମାଇଣ୍ଡ ଗେମ୍ ଭଲ ଲାଗିଥିବ । ଯଦି ଆପଣ ମାନଙ୍କୁ ଏହି ମାଇଣ୍ଡ ଗେମ୍ ଭଲ ଲାଗିଛି ତା ହେଲେ ଏହାକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *