ଏମିତି ହୋଇଥିଲା ସ୍ତ୍ରୀ ର ରଚନା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଜୀବନରେ ବହୁତ ସମ୍ପର୍କ ଦେଖିବାକୁ ମିଳିଥାଏ ।ସବୁ ସମ୍ପର୍କର ବହୁତ ମହତ୍ତ୍ୱ ରହିଛି ଆମ ଜୀବନରେ ।ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ ବହୁତ ବଡ଼ । ଆପଣ ସମସ୍ତେ ଜାଣିଥିବେ କି ଦୁନିଆ ର ସବୁଠୁ ବଡ ପହେଲି ଯଦି କିଏ ସିଏ ହେଉଛି ସ୍ତ୍ରୀ । ସ୍ତ୍ରୀ କୁ ବୁଝେଇବା ଓ ବୁଝିବା ରେ ପୁରୁଷ କଁଣ ସାକ୍ଷାତ ଭଗବାନ ମଧ୍ୟ ବିଫଳ ଥାନ୍ତି ଏଥିରେ । ଯଦି ସ୍ତ୍ରୀ ଟିକେ ରାଗ ରେ ଆସିଯିବ ତେବେ ପୁରା ଦୁନିଆ ଗୋଟେ ପଟେ ଥିବ ଏବଂ ସ୍ତ୍ରୀ ଗୋଟେ ପଟେ ଥିବ ।

ଏହାକୁ କେବଳ ସେ ପୁରୁଷ ହିଁ ଜାଣିପାରିବ ଯାହାର ସାମ୍ନା ଗୋଟେ ସ୍ତ୍ରୀ ସହ ହୋଇଛି । କୁହାଯାଏ କି ଭଗବାନ ସ୍ତ୍ରୀ ଜାତି କୁ ବିହୁତ ଫୁରସତ ରେ ବନେଇଛନ୍ତି । ପୁରୁଣା ଗ୍ରନ୍ଥ ମାନଙ୍କରେ ବି ଏହାର ବର୍ଣ୍ଣନା ଅଛି କି ଯେତେବେଳେ ବ୍ରହ୍ମ। ପୁରା ଦୁନିଆ କୁ ବନାଉଥିଲେ ତାଙ୍କୁ ମାତ୍ର ଗୋଟେ ଦିନ ସମୟ ଲାଗିଥିଲା । କିନ୍ତୁ ଯେତେବେଳେ ଜଣେ ନାରୀ ର କଥା ରଚନା ହେଲା ତାକୁ ବନେଇବା ପାଇଁ ତାଙ୍କୁ ପୁରା ସାତ ଦିନ ସମୟ ଠୁ ବି ଅଧିକ ସମୟ ଲାଗିଥିଲା । କିନ୍ତୁ ବର୍ତ୍ତମାନ ମଧ୍ୟ ତାଙ୍କ ରଚନା ଅଧୁରା ହିଁ ରହିଯାଇଛି ।

ବ୍ରହ୍ମା ଚିନ୍ତା ରେ ରହିଥିଲେ । ସବୁ ଦେବଗଣଙ୍କ ଅପେକ୍ଷା ର ଅନ୍ତ ଘଟିଲା । ସବୁ ଦେବତାଗଣ ଶେଷ ରେ ପଚାରିଲେ କି ପ୍ରଭୁ ଆପଣଙ୍କୁ ତ ପୁରା ଦୁନିଆ ବନେଇବାକୁ ମାତ୍ର ଗୋଟେ ଦିନ ସମୟ ଲାଗିଲା । କିନ୍ତୁ ଆପଣଙ୍କୁ ଜଣେ ସ୍ତ୍ରୀ ର ରଚନା କରିବାକୁ ଏତେ ସମୟ କେମିତି ଲାଗୁଛି । ଭଗବାନ କହିଲେ ଭକ୍ତ ଇଏ ମୋର ଆଜିଯାଏ ଭିତରେ ସବୁଠୁ ଅନୌଖୀ ରଚନା ଆଉ ଯାହା କି ବହୁତ ଅଦ୍ଭୁତ ମଧ୍ୟ ।

ଇଏ ମୋର ସେହି ରଚନା ଯିଏ ବିକଟ ରୁ ବି ବିକଟ ପରିସ୍ଥିତି ରେ ପୁରା ଶକ୍ତ ହୋଇ ରହିଥିବ । ନା କେବଳ ଖାଲି ବିକଟ ପରିସ୍ଥିତି ରେ ସେ ସବୁ ପରିସ୍ଥିତି ରେ ଚାଲିପରିବ । ଇଏ ସମସ୍ତଙ୍କୁ ପ୍ରେମ ଓ ସ୍ନେହ ଆଦର ଦେଇପାରିବ । ନା କେବଳ ତା ଛୁଆ ମାନଙ୍କୁ ବରଂ ତାର ସମସ୍ତ ପରିବାର କୁ ସେ ଖୁସି ରେ ରଖିପାରିବ । ଏବଂ ଏହା ଭିତରେ ଏମିତି ଶକ୍ତି ଅଛି ଯିଏ ସବୁ ପ୍ରକାର କାମ ମଧ୍ୟ କରିପାରିବ ।

ଆଉ ସେ ତାର ଛୋଟ ଛୋଟ ଖଣ୍ଡିଆ ରୁ ନେଇ ବଡ ବଡ଼ ଘା କୁ ମଧ୍ୟ ଠିକ କରିଦେଇପାରିବ । ଅସୁବିଧା ରେ ରହିକି ମଧ୍ୟ ସେ ତାର ସବୁ ପ୍ରକାର କାମ କୁ କରିପାରିବ । ଅସୁସ୍ଥ ରହିକି ମଧ୍ୟ ସେ ତାର ସବୁ କାମ କରିପାରିବ । ଏହା ଶୁଣି ସାରା ଦେବଜଗତ ଚକିତ ହୋଇଗଲେ । ଏବଂ ପଚାରିଲେ ଭଗବାନ ଏହା କଣ ସମ୍ଭବ ମାତ୍ର ଦୁଇ ହାତ ରେ କରିବା । ଭଗବାନ କହିଲେ ଏମିତି କୁହନି। ବତ୍ସ ଏହା ମୋର ଆଜି ଯାଏ ଭିତରେ ସବୁଠୁ ଉତ୍ତମ ରଚନା ଅଟେ । ଆଉ ଏହା ଦ୍ଵାରା କିଛି ବି ଅସମ୍ଭବ ନୁହେଁ । ଏହା ଶୁଣି ସମସ୍ତେ ଆହୁରି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ।

ତାପରେ ସମସ୍ତେ ଭଗବାନ ଙ୍କର ଏହି ସୃଷ୍ଟି କୁ ହାତ ଲଗେଇ ଦେଖିଲେ । ଏବଂ କହିଲେ ଭଗବାନ ଇଏ ତ ବହୁତ କୋମଳ ଆଉ ନରମ ଅଛି । ଭଗବାନ କହିଲେ ବତ୍ସ ଏହା ଖାଲି ଦେଖିବାକୁ କୋମଳ । କିନ୍ତୁ ମୁଁ ଏହା ଭିତରେ ବହୁତ ଧର୍ଯ୍ୟ , ସାହସ , ଶକ୍ତି ଭରି ରଖିଛି ।

ଏହା କୁ ଦେଖିକି ଭଗବାନ ସ୍ତ୍ରୀ କୁ ବହୁତ ନିରୀକ୍ଷଣ କରି ଦେଖିବାକୁ ଲାଗିଲେ ଏବଂ ତାର ଗଠନ ଦେଖି ସମସ୍ତେ ହଜିଗଲେ । ଭଗବାନମନେ କିନ୍ତୁ ତାଙ୍କ ମୁହଁରେ କିଛି କିଛି ଓଦା ଜିନିଷ ଦେଖିଲେ ଆଉ ପଚାରିଲେ ପ୍ରଭୁ ଏହାର ଆଖିରୁ ତ ଲୁହ ବୋହୁଛି । ଭଗବାନ କହିଲେ ଏହା ହିଁ ତାର ସବୁଠୁ ବଡ ଶକ୍ତି । ବାସ୍ତବ ରେ ମଧ୍ୟ ଲୁହ ନାରୀର ବହୁତ ବଡ଼ ଶକ୍ତି ରୂପେ ପରିଚିତ ହୋଇଛି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *