ଲାଗିଲା ସର୍ତ୍ତ ? ଏହି ଫଟୋରେ ଲୁଚିଥିବା ଝିଅକୁ ଖୋଜି ପାରିବେ ନାହିଁ ଆପଣ, 100 ରୁ 99 ହେଲେ ଫେଲ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ସହ ଜଡିତ ହୋଇ ରହିଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିପାରିବା ସହ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହା ସହିତ ଏହି ଫଟୋଟି ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି । ବନ୍ଧୁଗଣ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଏପରି କିଛି ଚ୍ୟାଲେଞ୍ଜ ଆସିଥାଏ ଯାହା ଆପଣଙ୍କ ବୁଦ୍ଧିର ପରୀକ୍ଷା ନେଇଥାଏ । ଏଣିକି ତାହା ଫଟୋ ହେଉ ବା କୌଣସି ଭିଡିଓ । ସେଥିରେ କିଛି ଚ୍ୟାଲେଞ୍ଜ ଦିଆଯାଏ ଯେମିତି କି, ଫଟୋରେ ଥିବା କୌଣସି ଜିନିଷକୁ ଚିହ୍ନଟ କରିବା ।

ଗତ କିଛି ସମୟ ହେବ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋଟି ଏକ ସାଧାରଣ ଫଟୋ ଭଳି ଦେଖା ଯାଉଛି ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଫଟୋରେ ଏକ ଝିଅ ଅଛି । ଏବେ ଆପଣଙ୍କ ମାନଙ୍କ ପାଇଁ ଚ୍ୟାଲେଞ୍ଜ ଏହା ଅଛି ଯେ, ଆପଣ ମାନେ କଣ ଏହି ଫଟୋ ଭିତରେ ଲୁଚି ରହିଥିବା ଝିଅକୁ ଚିହ୍ନଟ କରିପାରୁଛନ୍ତି ।

ବନ୍ଧୁଗଣ ୧୦୦ ରୁ ୯୯ ପ୍ରତିଶତ ଲୋକ ଏହି ଚ୍ୟାଲେଞ୍ଜରେ ଫେଲ ହୋଇଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆ ୱେବସାଇଡ ରେଡିଟରେ ଜଣେ ୟୁଜର ଏହି ଫଟୋକୁ ଅପଲୋଡ କରିଛି । ଫଟୋ ଅପଲୋଡ କରିବା ସହ ୟୁଜର୍ସ ଜଣକ କ୍ୟାପ୍ସନରେ ଫଟୋ ଭିତରେ ଲୁଚି ଥିବା ଝିଅକୁ ଖୋଜିବା ପାଇଁ ମଧ୍ୟ ଚ୍ୟାଲେଞ୍ଜ ଦେଇଛି । ବନ୍ଧୁଗଣ ଏହି ଫଟୋରେ ଲୁଚି ଥିବା ଝିଅକୁ ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ଗୋଟିଏ ଲୋକ ଦେଖି ପାରୁଛି ।

ବନ୍ଧୁଗଣ ଏହି ଫଟୋକୁ ଟିକେ ଭଲ ଭାବରେ ଦେଖନ୍ତୁ । ଫଟୋରେ ଏକ ଗଛ ଅଛି ଓ ସେହି ଗଛ ମୂଳେ ଝିଅଟି ବସିଛି । ଝିଅଟି ପରିବେଶ ଅନୁସାରେ ନିଜ ଦେହରେ ରଙ୍ଗ ଲଗାଇ ଥିବାରୁ ତାକୁ ସହଜରେ ଦେଖିବା କଷ୍ଟକର ହେଉଛି । ତା ହେଲେ ଏହି ଚ୍ୟାଲେଞ୍ଜଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *