ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହିଛନ୍ତି । ସୋସିଆଲ ମିଡିଆରେ ଆପଣ ଦୁନିଆରେ ହେଉଥିବା ସମସ୍ତ ଘଟଣା ବିଷୟରେ ଜାଣିବାକୁ ପାଇବେ । ବର୍ତ୍ତମାନର ଦୁନିଆରେ ଏପରୁ ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।
ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ତେବେ ସେହି ଭିଡିଓ ରେ କଣ ଅଛି ଆସନ୍ତୁ ବିସ୍ତାର ରେ ସେହି ଭାଇରାଲ ଭିଡିଓ ସମ୍ପର୍କରେ ଆଲୋଚନା କରିବା । ଘଟଣା ଟି କିଛି ଏପରି ଅଛି ଭିଡିଓ ରେ କି ରାସ୍ତା ରେ ଏକ ବାଇକ ରେ ଜଣେ ପୁରୁଷ ଲୋକ ଏବଂ ଜଣେ ସ୍ତ୍ରୀ ଲୋକ ଯାଉଥିଲେ ଠିକ ସେହି ସମୟରେ ଆଉ ଏକ ବାଇକ ଯେଉଁଥିରେ କେବଳ ଜଣେ ଯୁବକ ଥିଲା ସେ ସେହି ଗାଡି ପାଖକୁ ଆସିଲା ।
ସେପଟ ଗାଡି ରେ ଯାଉଥିବା ସେହି ସ୍ତ୍ରୀ ଲୋକଙ୍କ ଗାଲକୁ ଛୁଇଁ ଚୁମ୍ବନ ଦେଲା ତେବେ ସେହି ସ୍ତ୍ରୀ ଲୋକ ଜଣକ ମଧ୍ୟ କୌଣସି ପ୍ରକାରର ରିଆକ୍ସନ କିମ୍ବା କିଛି କହିଲେ ନାହିଁ । ତେବେ ଏହି ଭିଡିଓ ଟି ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି ଏବଂ ମିଲିୟନ ଉପରେ ଭିୟୁ ମଧ୍ୟ ମିଳୁଛି ।
ଏହା ଛଡା ଅନେକ ଲୋକ ଅନେକ କଥା ମଧ୍ୟ କହୁଛନ୍ତି । କିଏ କହୁଛି କି ଆଜିକାଲି ଯୁବକ ଯୁବତୀ ଙ୍କ ର ଏହି ଭଳି ଘଟଣା ଦେଖିବାକୁ ମିଳିଥିଲା କିନ୍ତୁ ବର୍ତ୍ତମାନ ସ୍ୱାମୀ ସହ ଯାଇ ଆଉ ଏକ ଯୁବକ ସହ ପ୍ରେମ ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି ।
ମିଡିଆ ରିପୋର୍ଟ ଅନୁସାରେ ଏହା ଖବର ମିଳିଛି ଯେ ଯୁବକ ଜଣକ ସେହି ବିବାହିତ ମହିଳାଙ୍କ ବୟଫ୍ରେଣ୍ଡ ଥିଲେ । ତେବେ ଏହି ଘଟଣାକୁ କେହି ଜଣେ ସୋସିଆଲ ମିଡିଆରେ ସେୟାର କରିଛି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କ ର ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ । ଧନ୍ୟବାଦ