ଓଡିଶାର ଲୋକପ୍ରିୟ ସିରିଏଲ ‘Jhilli’ ର Actor ମାନଙ୍କ ଏମାନେ ହେଉଛନ୍ତି ରିଅଲ ଲାଇଫ ପାର୍ଟନର, ଆଗରୁ କେବେ ବି ଦେଖି ନଥିବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ZEE ସାର୍ଥକରେ ପ୍ରସାରିତ ହେଉଥିବା ଝିଲି ସିରିଏଲଟି ନିଶ୍ଚୟ ଦେଖୁଥିବେ । ଏହି ସିରିଏଲଟି ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲର କାହାଣୀ ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ଜବରଦସ୍ତ ଅଭିନୟ ପଦର୍ଶନ କରିଛନ୍ତି । ତେବେ ବନ୍ଧୁଗଣ ଏହି କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ତମସା ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ତମସା ମିଶ୍ର । ତମସା ଏହି ସିରିଏଲରେ ପ୍ରଭାତୀ ଭୂମିକାରେ ନଜର ଆସୁଛନ୍ତି । ତେବେ ଏ ହେଉଛନ୍ତି ତମସାଙ୍କ ସ୍ଵାମୀ ଯାହାଙ୍କ ନାମ ହେଉଛି ବିଜୟ ଜେନା । ତମସା ଓ ବିଜୟଙ୍କ ବିବାହ ୨୦୧୨ ମସିହାରେ ହୋଇଥିଲା ।

ପ୍ରଭାତୀ ସାହୁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରଭାତୀ ସାହୁ । ଏହି ସିରିଏଲରେ ପ୍ରଭାତୀ ସୁଷମା ଭୂମିକାରେ ଅତି ସୁନ୍ଦର ଅଭିନୟ ପଦର୍ଶନ କରୁଛନ୍ତି । ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଏ ହେଉଛନ୍ତି ପ୍ରଭାତୀଙ୍କ ସ୍ଵାମୀ ଯାହାଙ୍କ ନାମ ହେଉଛି ଦାମୋଦର ସାହୁ । ପ୍ରଭାତୀ ଓ ଦାମୋଦର ୨୦୦୩ ମସିହାରେ ବିବାହ କରିଥିଲେ ।

ଅମର ଚିଞ୍ଚାନୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଆମର ଚିଞ୍ଚାନୀ । ଏହି ସିରିଏଲରେ ଆମର ସିଦ୍ଧାର୍ଥ ଭୂମିକାରେ ଖୁବ ଜବରଦସ୍ତ ଅଭିନୟ କରୁଥିବାର ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଏ ହେଉଛନ୍ତି ଅମରଙ୍କ ଗାର୍ଲଫ୍ରେଣ୍ଡ ଯାହାଙ୍କ ନାମ ହେଉଛି ଜେସୀ ସାମଲ । ବନ୍ଧୁଗଣ ଜେସୀ ଜଣେ ଅଭିନେତ୍ରୀ ଅଟନ୍ତି ।

ଅନ୍ତର୍ଯାମୀ ପଣ୍ଡା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅନ୍ତର୍ଯାମୀ ପଣ୍ଡା । ଅନ୍ତର୍ଯାମୀ ଏହି ସିରିଏଲରେ ସିଦ୍ଧେଶ୍ଵର ଭୂମିକାରେ ନଜର ଆସୁଛନ୍ତି । ଅନ୍ତର୍ଯାମୀଙ୍କ ଜବରଦସ୍ତ ଅଭିନୟ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ଅନ୍ତର୍ଯାମୀଙ୍କ ସ୍ତ୍ରୀ ।

ନୁପୁର ମହାପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନୁପୁର ମାହାପାତ୍ର । ନୁପୁର ଏହି ସିରିଏଲରେ ଟିନାଙ୍କ ମା ଭୂମିକାରେ ନଜର ଆସୁଛନ୍ତି । ତେବେ ଏ ହେଉଛନ୍ତି ଟିନାଙ୍କ ସ୍ଵାମୀ ଯାହାଙ୍କର ନାମ ହେଉଛି ରାଜୁ ମହାପାତ୍ର । ଏହି ଦୁଇଜଣଙ୍କର ଗୋଟେ ଛୋଟ ପୁଅ ମଧ୍ୟ ଅଛି ।

ନିକିତା ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ନିକିତା ମିଶ୍ର । ନିକିତା ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ନିକିତା ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ।

Leave a Reply

Your email address will not be published. Required fields are marked *