ବିମାନରେ ବ୍ୟବହୃତ ତେଲର ଦାମ କେତେ ? ଏହା ପେଟ୍ରୋଲ ଠାରୁ କେତେ ଅଲଗା ଓ ଏହାର ମାଇଲେଜ କେତେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିମାନରେ ବ୍ୟବହୃତ ତେଲ ପେଟ୍ରୋଲ ଠାରୁ କେତେ ଅଲଗା ? ତେବେ ସାଧାରଣ ଭାବରେ କହିବାକୁ ଗଲେ । ନୀତିଦିନିଆ ଜୀବନରେ ଯାହା ଘରେ ଯାତାୟାତ କିମ୍ବା ପରିବହନ ପାଇଁ ଗାଡିର ସୁବିଧା ରହିଛି । ସେମାନେ ଗାଡିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇଥାନ୍ତି । ଯାହା ଦ୍ଵାରା ଗାଡିଟି ଆରାମରେ ଚାଲିଥାଏ । ତେବେ ସେହିପରି ବିମାନ କିମ୍ବା ହେଲିକପ୍ଟର ଆଦି ଚଳାଇବା ପାଇଁ ସ୍ଵତନ୍ତ୍ର ଜେଟ ଇନ୍ଧନର ବ୍ୟବହାର କରାଯାଇଥାଏ ।

ଯାହାକି ପେଟ୍ରୋଲ ଓ ଡିଜେଲ ଠାରୁ କିଛି ମାତ୍ରା ଅଲଗା ଧରଣର ହୋଇଥାଏ । ଜେଟ ଇନ୍ଧନକୁ ଆଭିୟସିନ କେରୋସିନ କୁହାଯାଇଥାଏ । ଜେଟ ଇନ୍ଧନର କୌଣସି ମଧ୍ୟ ପୃଥକତା ନଥାଏ । ତେବେ ଜେଟ ଇନ୍ଧନ ଜ୍ଵଳନ୍ତ ଓ ପେଟ୍ରୋଲିୟମରୁ ଉତ୍ପନ ଏକ ଇନ୍ଧନ ଅଟେ । ଯାହାକି କିରୋସିନୀ ଉପରେ ଆଧାର କରି ହୋଇଥାଏ । ବାଣିଜିକ ଭାବରେ ବ୍ୟବହୃତ ବିମାନ ମାନଙ୍କରେ ଏହି ଇନ୍ଧନ ବହୁଳ ଭାବରେ ବ୍ୟବହାର କରାଯାଇଥାଏ ।

ତେବେ ଦିଲ୍ଲୀରେ ଜେଟ ଇନ୍ଧନର ମୂଲ୍ୟ ହୋଇଥାଏ । କିଲୋଲିଟର ପିଛା ୧ ଲକ୍ଷ ୭ ହଜାର ୭୫୦ ଟଙ୍କା । ଅର୍ଥାତ ଗୋଟିଏ ଲିଟରର ମୂଲ୍ୟ ହେଉଛି ୧୦୦ ଟଙ୍କା । ତେବେ ମୁମ୍ବାଇରେ ଏହାର ଦାମ ଅଲଗା ଅଟେ । ତେବେବେ ମୁମ୍ବାଇରେ ୧ ଲକ୍ଷ ୬ ହଜାର ୬୯୫ ଟଙ୍କା । କଲିକତାରେ ଏହା ୧ ଲକ୍ଷ ୧୫ ହଜାର ୯୧ ଟଙ୍କା । ତେବେ ଗତ ୨୦୨୩ ମାର୍ଚ ୧ ତାରିଖ ଅନୁଯାଇ ତେଲ ହାର ଏହା ହିଁ ରହିଥିଲା ।  ତେବେ ବିମାନ ୧ ଘଣ୍ଟାରେ ୨ ହଜାର ୪ ଶହ ଲିଟର ପେଟ୍ରୋଲ ଖର୍ଚ ହୋଇଥାଏ ।

ଏହା ସହ ବିମାନ ୯୦୦ କିଲୋମିଟର ପର୍ଯ୍ୟନ୍ତ ଉଡିପାରେ । ତେବେ ୨ କିମ୍ବା ୪ ଚକିଆ ଗାଡି ଦ୍ଵାରା ଆମେ ଆମେ ଗୋଟିଏ ସ୍ଥାନରୁ ଯାତାୟାତ କରିବା ପାଇଁ ବା ପରିବହନ ପାଇଁ ଯେପରି ଗାଡିରେ ତେଲ ପକାଇଥାଉ । ସେହିପରି ଯେଉଁ ମାନେ କୌଣସି ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଜିନିଷ ପରିବହନ ବା ନିଜର ଯାତାୟାତ ପାଇଁ ବିମାନ ଉପରେ ନିର୍ଭର କରିଥାନ୍ତି ।

ବିମାନ ହେଉ ବା ହେଲିକପ୍ଟର ହେଉ । ସେଥିରେ ମଧ୍ୟ ବିମାନ ଇନ୍ଧନ ପଡିଲେ ହିଁ ତାହା ଚାଲିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ସୂଚନା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *