ପୁଣି ବଦନାମ କଟକ ! ମଲ୍ ରେ ଚଢଉ ବେଳେ ଜବତ ହେଲା ବସ୍ତା ବସ୍ତା ନକଲି ମାଲ୍, ଲୋକଙ୍କ ଜୀବନ ସହ ଖେଳୁଥିଲେ ଖେଳ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଟକରେ ଥିବା ମଲ୍ ଉପରେ ପୋଲିସର ଚଢଉ ! ତେବେ ସୂଚନା ମୁତାବିକ କଟକ ସ୍ଥିତ ଥିବା V ବଜାରରେ ନକଲୀ ସାମଗ୍ରୀ ବିକ୍ରି ଅଭିଯୋଗରେ ପୋଲିସ ଚଢଉ କରିଛି । ତେବେ ଖାଲି କଟକ କାହିଁକି ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ଗୁଡିଏ ସପିଙ୍ଗ ମଲ୍ ମାନ ରହିଛି । ଯେଉଁଠାରେ ଲୋକଙ୍କର ଆବଶ୍ୟକ ମୁତାବକ ବିଭିନ୍ନ ପ୍ରକାର ଜିନିଷ ଉପଲବ୍ଧ ହୋଇ ରହିଅଛି ।

ତେବେ ଲୋକଙ୍କର ଯାହା ଦରକାର ସେମାନେ ନିଜ ପସନ୍ଦ ମୁତବକ ମାର୍କେଟରୁ ଯାଇ ସାମଗ୍ରୀ କିଣି ଘରକୁ ନେଇ ଆସିଥାନ୍ତି । ହେଲେ ସେମାନେ କିଣିଥିବା ଜିନିଷର ଶୁଦ୍ଧତା ଉପରେ ସେମାନେ ପ୍ରାୟ ସମୟରେ ଅବଗତ ହିଁ ନଥାନ୍ତି । ତେବେ ସେହିପରି ନକଲି ସାମଗ୍ରୀ କଥା ନେଇ କଟକ ସ୍ଥିତି V ମଲ୍ ରେ ପୋଲିସ ଚଢଉ କରିଛି । ତେବେ ସେଠାରେ ବିସ୍କୁଟ ଠାରୁ ଆରମ୍ଭ କରି ଖାଦ୍ୟ ଉପଯୋଗୀ ବିଭିନ୍ନ ପ୍ରକାର ସାମଗ୍ରୀ, ତେଲ ଓ ମସଲା ଆଦି ବିକ୍ରି କରାଯାଉଥିଲା ।

ତେବେ ସେଥିମଧ୍ୟରୁ ବସ୍ତା ବସ୍ତା ନକଲି ସାମଗ୍ରୀ ପୋଲିସ ସେଠାରୁ ଜବତ କରିଛି । କାରଣ ଅଭିଯୋଗ ମୁତାବକ V ବଜାରର ମାଲିକ ତଥା କର୍ତ୍ତୁପକ୍ଷ ସେହି ସବୁ ଜିନିଷର ଏକ୍ସପାଏରି ପରେ ମଧ୍ୟ ତାଙ୍କୁ ଲୋକଙ୍କ ଠାରୁ ମୂଲ୍ୟ ଏଇ ବିକ୍ରି କରୁଥିଲେ । ତେବେ ସାଧାରଣ  ଭାବରେ ଦେଖିବାକୁ ଗଲେ । ଯେଉଁ ସବୁ ଜିନିଷର ଏକ୍ସପାଏର ହୋଇଯାଇଥାଏ । ସେହି ସମସ୍ତ ଜିନିଷ ଆଉ ବ୍ୟବହାର ଉପଯୋଗୀ ହୋଇନଥାଏ ।

ତେଣୁ ସେହି ସବୁ ଜିନିଷ ଗୁଡିକୁ ସଠିକ ଭାବରେ ଯାଞ୍ଚ କରି ତାହାକୁ ଆଉ ଗ୍ରାହକଙ୍କୁ ବିକିବା ଉଚିତ ହୋଇନଥାଏ । ହେଲେ ସୂଚନା ମୁତାବିକ କଟକ ସ୍ଥିତ V ବଜାରର ମାର୍କେଟରେ ଏପରି ବହୁ ଗୁଡିଏ ସାମଗ୍ରୀ ପଡି ରହିଛି । ଯାହାର ଏକ୍ସପାଏର ଡେଟ ସରିଯାଇଥିଲେ । ମଧ୍ୟ ସେହି ସବୁ ଜିନିଷକୁ ଅଲଗା ନରଖୀ ଲୋକଙ୍କ ଠାରୁ ସେହି ଜିନିଷର ଉପଯୁକ୍ତ ମୂଲ୍ୟ ଗ୍ରାହକ ମାନଙ୍କୁ ତାହା ସବୁ ବିକ୍ରି କରାଯାଉଥିଲା ।

ତେବେ ଗ୍ରାହକ ମାନେ ସାମଗ୍ରୀର ଉପଯୁକ୍ତ ଦାମ ଦେଇ ମଧ୍ୟ ଉତ୍ତମଗୁଣବତ୍ତା ସାମଗ୍ରୀ ଏଠାରୁ ପାଉନଥିଲେ । ବାଦାମବାଦୀ ଥାନା ପୋଲିସ ଓ କଟକ ଜୋନ-୬ ଏସପିଙ୍କ ନେତୃତ୍ଵରେ ମଲ୍ ଉପରେ  ଚଢାଉ କରାଯାଇଥିଲା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *