‘ନମ୍ବର ପ୍ଳେଟକୁ ଏମିତି କଣ ଲଗେଇଛୁ ! ଗାଡି ତ ଚିକ ଚିକ ଅଛି ହେଲେ ନମ୍ବର ପ୍ଲେଟ କାହିଁକି…’ ହେଲମେଟ ଚେକିଙ୍ଗ ବେଳେ Cuttack ରେ କଣ ହେଲା ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନମ୍ବର ପ୍ଳେଟଟିକୁ ଏମିତି କଣ ଲଗେଇଛୁ ? ତେବେ ସୂଚନା ମୁତାବିକ ଗତ କିଛି ଦିନ ଧରି ଲଗାତାର ଭାବରେ ରାଜ୍ୟର ବହୁ ଗୁଡିଏ ସ୍ଥାନରେ ଗାଡି ଚେକିଙ୍ଗ ସଂପୂର୍ଣ୍ଣ କଡାକଡି ଭାବରେ କରାଯାଉଛି । ଯେଉଁ କାରଣରୁ ଯେଉଁ ମାନେ ଟ୍ରାଫିକ ନିୟମର ବାହାରେ ଗାଡି ଚଳାଇ ଯାତାୟାତ କରୁଛନ୍ତି । ସେହି ଗାଡି ଚାଳକ ଯଦି ପୋଲିସ ସମ୍ମୁଖରେ ପଡିଯାଉଛନ୍ତି । ତେବେ ତାଙ୍କର ଅବସ୍ଥା ସଂପୂର୍ଣ୍ଣ ରୂପେ ଖରାପ ହୋଇଯାଉଛି ।

ଯେପରି କଟକ ଠାରେ ହେଲମେଟ ଚେକିଙ୍ଗ ସମୟରେ ଜଣେ ଗାଡି ଚାଳକ ବାଇକ ଧରି ଯାଉଥିଲେ । ତେବେ ସେହି ବାଇକ ଚାଳକ ଜଣଙ୍କ ଗାଡି ଚେକିଙ୍ଗରେ ଥିବା ପୋଲିସଙ୍କ ନଜରରେ ପଡିଯାଇଥିଲେ । ତାପରେ ଗାଡି ଚାଳକଙ୍କର ଗାଡିର ନମ୍ବର ପ୍ଳେଟଟି ଦେଖି ପୋଲିସ ବାବୁ ଗାଡି ଚାଳକଙ୍କୁ ଟ୍ୟୁସନ କରିବା ଆରମ୍ଭ କରିଦେଇଥିଲେ । କାରଣ ତାଙ୍କ ନମ୍ବର ପ୍ଳେଟଟି ସଠିକ ଢଙ୍ଗରେ ନଲଗାଯିବା ସହ ତାଙ୍କ ନମ୍ବର ପ୍ଳେଟଟି କାଦୁଅ ଲାଗିଯାଇଥିଲା ।

ତେବେ ଗାଡିରେ ନମ୍ବର ପ୍ଳେଟଟି ରହିବା ଯେତେ ମାତ୍ରାରେ ଆବଶ୍ୟକ ହୋଇଥାଏ । ସେହିପରି ଗାଡିରେ ଲଗାଯାଇଥିବା ନମ୍ବର ପ୍ଳେଟଟି ସଠିକ ଢଙ୍ଗରେ ଲଗାଇବା ମଧ୍ୟ ନିହାତି ଭାବରେ ଆବଶ୍ୟକ ହୋଇଥାଏ । ଯଦି ନମ୍ବର ପ୍ଳେଟଟି ସଠିକ ଢଙ୍ଗରେ ଲଗାଯାଇନଥିବ । କିମ୍ବା ଲଗାଯାଇଥିବା ନମ୍ବର ପ୍ଳେଟର ନମ୍ବର ଗୁଡିକ ଡିଜାଇନରେ ଲେଖା ହୋଇଥିବ । ତେବେ ତା’ ଉପରେ ମଧ୍ୟ ପୋଲିସ ଗାଡି ଚାଳକଙ୍କ ଉପରେ ଚାର୍ଜ କରିଦେବେ ।

ତେବେ ଯାହାର ଶିକାର ରାସ୍ତାରେ ବାଇକରେ ଯାଉଥିବା ଜଣେ ଲୋକଙ୍କର ହୋଇଛି । ତେବେ ପୋଲିସଙ୍କ କହିବ ଅନୁଯାଇ ଯଦି ସଠିକ ଭାବରେ ନମ୍ବର ପ୍ଳେଟଟି ନଲଗାଜୀବ । ତେବେ ଗାଡିର ସଠିକ ସୂଚନା କେମିତି ପାଇପାରିବେ । ତେବେ ଏପରି ଖରାପ ଢଙ୍ଗରେ ନମ୍ବର ପ୍ଳେଟଟି ଲଗାଇବା ଅପେକ୍ଷା ନମ୍ବର ପ୍ଳେଟଟି ବିଲକୁଲ ମଧ୍ୟ ଗାଡିରେ ଲଗାନ୍ତୁ ନାହିଁ ।

ତେବେ ଏପରି କିଛି ଚେକିଙ୍ଗରେ ଥିବା ପୋଲିସ ବାବୁ ସମ୍ପୃକ୍ତ ଲୋକ ଜଣଙ୍କୁ କହି ତାଗିଦ କରୁଥିଲେ । ତେବେ ପ୍ରତ୍ଯେକ ବ୍ୟକ୍ତିଙ୍କୁ ଗାଡିର ସଠିକ ନିୟମ ମାନି ଗାଡି ଚଳାଇବା ଆବଶ୍ୟକ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ  ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ଅଧିକ ଲାଟେଷ୍ଟ ଇନଫରମେସନ ପାଇବା ପାଇଁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *