ପେଟ ବିନ୍ଧା ପାଇଁ ଚିନ୍ତିତ ଥିଲା ବ୍ୟକ୍ତି, ଅପରେସନ ସମୟରେ ଯାହା ବାହାରିଲା, ଦେଖି ଡାକ୍ତରଙ୍କର ଉଡ଼ିଗଲା ହୋସ

ଏମିତି ତ ଦୁନିଆରେ ଆଜି କାଲି ଅଜବ ଅଜବ ଘଟଣା ଦେଖିବାକୁ ମିଳୁଛି । କିନ୍ତୁ ଆଜି ଯେଉଁ ଘଟଣା ସାମନାକୁ ଆସିଛି ତାକୁ ଦେଖି ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇଗଲା । କାହିଁକି ନା ଏହି ଘଟଣାରେ ବିଜ୍ଞାନ ମଧ୍ୟ ଫେଲ୍ ହୋଇଗଲା । ଆପଣଙ୍କ ସାମନାରେ ଏମିତି ଏମିତି ଘଟଣା ଆସିଥାଏ ଯାହା ଉପରେ ଯାହା ଉପରେ ଆପଣଙ୍କୁ ବିଶ୍ୱାସ ହୋଇ ନଥାଏ କିନ୍ତୁ ଏହି ଘଟଣା ବାସ୍ତବରେ ହୋଇଥାଏ । ଏହି ଘଟଣା ହେଉଛି ଚୀନର । ଯେଉଁଠି ଜଣେ ବ୍ୟକ୍ତି ପେଟ ଦରଜ ସମସ୍ୟାରେ ଚିନ୍ତିତ ଥିଲା ।

ଆପଣଙ୍କୁ କହି ଦେଉଛୁ କି ନିଜର ଏହି ସମସ୍ୟାରେ ହଇରାଣ ହୋଇ ସେ ଡାକ୍ତରଙ୍କ ପାଖକୁ ଗଲା । ସେ ଡାକ୍ତର କୁ କହିଲା କି ଦିନକୁ ଦିନ ତା ପେଟ ଫୁଲିବାରେ ଲାଗିଛି । ଡାକ୍ତର ଦେଖିଲା ପରେ ଅପରେସନ କରିବା ପାଇଁ କହିଲେ । କିନ୍ତୁ ତାଙ୍କ ପେଟର ଅପରେସନ ସମୟରେ ଏମିତି ଭୟଙ୍କର ଜିନିଷ ବାହାରିଲା କି ତାକୁ ଦେଖି ଡାକ୍ତରର ଅବସ୍ଥା ଖରାପ ହୋଇଗଲା । ଆଜି ପର୍ଯ୍ୟନ୍ତ ଏମିତି ତାଙ୍କୁ କିଛି ବି ଦେଖିବାକୁ ମିଳି ନଥିଲା ଯାହା ଆଜି ଦେଖିବାକୁ ମିଳିଲା ।

 

ଡାକ୍ତର କହିିଲେ କି ଏହି ସମସ୍ୟା ଏହି ବ୍ୟକ୍ତିଙ୍କୁ କମ ବୟସରେ ହୋଇ ଥିଲା । କିନ୍ତୁ ଏହାର ଚିକିତ୍ସା କୌଣସି ଡାକ୍ତରଙ୍କ ପାଖରେ ନାହିଁ । 22 ବର୍ଷ ପରେ ତାଙ୍କ ପେଟରୁ ଯାହା ବାହାରିଲା ସେ ବହୁତ ଭୟାନକ ଥିଲା । କହି ଦେଉଛୁ କି ଏହି ବ୍ୟକ୍ତିର ଅପରେସନ କରିବା ପାଇଁ ପାଖା ପାଖି ୧୦ ଜଣିଆ ଡାକ୍ତର ଟିମ୍ ଲାଗିଥିଲେ । ସେଥିପାଇଁ ପୁରା ମେଡିକାଲ୍ ଆଶ୍ଚର୍ଯ୍ୟ ଥିଲା ।

କାହାକୁ ମଧ୍ୟ ବିଶ୍ୱାସ ହେଉ ନଥିଲା କି ପେଟରୁ ଏମିତି ବି ଜିନିଷ ବାହାରି ପାରେ । ବିଜ୍ଞାନ ଦୁନିଆରେ ଆସିଥିବା ଏହି ଦିନ ବହୁତ ବଡ଼ ଅଦ୍ଭୁତ ଘଟଣା ଘଟିଛି କିନ୍ତୁ ମନୁଷ୍ୟ କ୍ଷେତ୍ରରେ ବିଜ୍ଞାନ ପାଇଁଁ ଏହା ଏକ ଅଦ୍ଭୁତ ଘଟଣା ଅଟେ । ଏହି ଅପରେସନ ଇନଚାର୍ଜ ରିପୋର୍ଟ ଦେଖିକି କହିଲେ କି ଯଦି ଏହି ବ୍ୟକ୍ତି ପେଟରୁ ଏହି ଅନ୍ତ କୁ ବାହାର ନ କରାଯାଏ ତାହେଲେ ତାଙ୍କର ମୃତ୍ୟୁ ବି ହୋଇପାରେ ।

ତାଙ୍କର ପେଟର ଆକାର ଏକ ବଡ ଟ୍ୟୁମର ଆଡ଼କୁ ଈଶାରା କରୁଥିଲା କିନ୍ତୁ ଏହା କାହାରିକୁ ବିଶ୍ୱାସ ନଥିଲା କି ଏହା 30 ଇଞ୍ଚ ରୁ ଅଧିକ ବଡ଼ ମଧ୍ୟ ହୋଇପାରେ। ଏହାର ଓଜନ 13 କିଲୋ ଅଟେ ଏବଂ ଏହା ଆଜିକାର ସବୁଠାରୁ ବଡ଼ ଭାରି ଟ୍ୟୁମର ଅଟେ । ଡାକ୍ତର ମାନେ କହିଲେ ଯେ ଏହା ଏକ ଟ୍ୟୁମର ଅଟେ ଆଉ କିଛି ନୁହେଁ । ଏହି ଟ୍ୟୁମର ରୋଗୀର ଅନ୍ତରେ ହୋଇ ଯାଇଥିଲା । ଏ ପର୍ଯ୍ୟନ୍ତର ଇତିହାସରେ ଏହି ଟ୍ୟୁମର ସବୁଠାରୁ ବଡ଼ ଓ ଭାରି ଟ୍ୟୁମର ଅଟେ । ଦେଶରେ ଘଟୁଥିବା ସବୁ ଖବର ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *