ରାତି ସମୟରେ ଏହି ପ୍ରକାରରେ ଶୋଇବା ଦ୍ଵାରା ମିଳିଥାଏ ଅନେକ ଚମତ୍କାରୀ ଫାଇଦା, ଆପଣ ବି ଜାଣନ୍ତୁ 

ବହୁତଥର କିଛି ଲୋକ ରାତିରେ ବିନା କପଡ଼ାରେ ହିଁ ଶୋଇବାକୁ ପସନ୍ଦ କରିଥାନ୍ତି ଓ ଆପଣଙ୍କୁ କହିଦେଉଛୁ କି ଆପଣ ରାତିରେ ଶୋଇବା ସମୟରେ ଯେତେ ବି ଆରାମ ଦାୟକ କପଡା ପିନ୍ଧନ୍ତୁ ନା କାହିଁକି କିନ୍ତୁ ଆପଣଙ୍କ ଶରୀରକୁ ସେମିତି ହିଁ କମ୍ଫଣ୍ଟ ମିଳିବ ନାହିଁ ଯେମିତି ଆପଣ ଚାହାନ୍ତି । ଗଭୀର ନିଦ୍ରାରେ ଶୋଇବା ପାଇଁ ଥଣ୍ଡାଲାଗିବା ନିହାତି ଦରକାର । ଗୋଟେ ତ କପଡା ଓ ପୁଣି ଘୋଡି ହେଉଥିବା କମ୍ବଳ ବା ଚାଦର ଦ୍ଵାରା ଆମ ଶରୀରର ତାପମାନ ବଢ଼ିଥାଏ । ଯାହାଦ୍ଵାରା ଆମକୁ ପ୍ରପର ଶ୍ଳିପ ବାଲା ମାହୋଲ ମିଳି ପାରି ନଥାଏ ।

୧. ଆମେ ଗାଧୋଇବା ବ୍ୟତୀତ ଅନ୍ୟ କୌଣସି ବି ସମୟରେ ଶରୀରରୁ କପଡା ଅଲଗା କରୁନା କିନ୍ତୁ ଆମ ତ୍ଵଚା ବି ନିଶ୍ୱାସ ନେଇଥାଏ । ମହିଳା ମାମଲାରେ ତ ସିଚୁଏସନ ଆହୁରି ମଧ୍ୟ ଖରାପ ହୋଇଥାଏ । ଅଣ୍ଡର ଗାର୍ମେଣ୍ଟସ ଦ୍ଵାରା ସ୍କିନ୍ ଇନଫେକ୍ସନର ଡର ରହିଥାଏ କିନ୍ତୁ ନ୍ୟୁଡ ଶୋଇଲେ ଏହି ଡର ଶେଷ ହୋଇ ଯାଇଥାଏ ଓ ଭଲ ମଧ୍ୟ ଫିଲ କରିଥାଆନ୍ତି ।

୨. ପାର୍ଟନରଙ୍କ କୋଳରେ ଶୋଇଲେ ଆରାମ ମିଳିଥାଏ କିନ୍ତୁ ନ୍ୟୁଡ ଶୋଇବା ଦ୍ଵାରା ଆପଣଙ୍କ ସ୍ବାସ୍ଥ୍ୟ ବି ଭଲ ରହିଥାଏ । ସାରା ଦିନ କାମ ଓ ବାଧା ମଧ୍ୟ ଛୁ ମନ୍ତର ହୋଇଯାଏ । ତା ସହିତ ବ୍ଲଡ଼ ପ୍ରେସର ନର୍ମାଲ ରହିଥାଏ ।

୩. ପାର୍ଟନରଙ୍କ ସହିତ ଶେଯରେ ନ୍ୟୁଡ ହୋଇ ଶୋଇଲେ ପରସ୍ପରଙ୍କ ମଧ୍ୟରେ ପାଖାପାଖି ଓ ବୁଝାବଣା ମଜବୁତ ହୋଇଥାଏ । ପୂର୍ବ ବର୍ଷ ବ୍ରିଟେନରେ ଏକ ହଜାର ଯୋଡିଙ୍କ ଉପରେ କରା ଯାଇଥିବା ଅଧ୍ୟୟନରୁ ଜଣା ପଡ଼ିଛି କି ଯେଉଁ ସବୁ କପଲ ନ୍ୟୁଡ ହୋଇ କି ଶୋଇଥାନ୍ତି , ସେ ତାଙ୍କର ରିଲେସନଶିପରେ ବେଶି ଖୁସି ଓ ସନ୍ତୁଷ୍ଟ ଥାଆନ୍ତି ।

୪. ଯଦି ଆପଣ ଠିକ ନିଦ ନନେବେ , ତେବେ ସକାଳ ସମୟରେ ଚିନ୍ତାରେ ରହିବେ । ଯେତେବେଳେ ଆପଣ ଭଲ ନିଦ ନେଇଥାନ୍ତି ତେବେ ଆପଣଙ୍କ ଗ୍ରୋଥ ଲେବେଲ ବଢ଼ିଥାଏ ଓ ଷ୍ଟ୍ରେଶ ଲେବେଲ କମି ଯାଇଥାଏ । ସକାଳେ ଆପଣଙ୍କ କାର୍ଟସୋଲ ଲେବେଲ ବଢ଼ିଥାଏ । କାହିଁକି ନା ଆପଣଙ୍କ ଦିନ ଆରମ୍ଭ କରିବା ପାଇଁ ଜରୁରି ଉର୍ଜା ମିଳିପାରେ କିନ୍ତୁ ଯଦି ଆପଣ ରାତିରେ ଷ୍ଟ୍ରେସ ଲେବଲ କମ ହେବାକୁ ଦେବେନି ,ତେବେ ସକାଳେ ଉଠି କି ଆପଣ ଏମିତି ଖାଦ୍ୟର ସାହାରା ନେବେ ଯାହା ଆପଣଙ୍କ ମୋଟା ହେବାର କାରଣ ହୋଇ ପାରେ । ଆପଣଙ୍କୁ ଏହା ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଏମିତି ହିଁ କିଛି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *