ବୁଧବାରର ରାଶିଫଳ 20 ମେ 2020, ଗଣେଶଙ୍କ କୃପାରୁ ଏହି 3ଟି ରାଶି ରାତାରାତି ହେଇଯିବେ ଧନୀ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 20 ମେ 2020 ବୁଧବାରର ରାଶିଫଳ ।

ମେଷ

ଆଜି ଆପଣଙ୍କୁ ହଠାତ ଧାନ ପ୍ରାପ୍ତି ହୋଇ ପାରେ ଏବଂ ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । ଆଜି ଆପଣଙ୍କୁ ଆପଣଙ୍କ ଭାଗ୍ୟ ସାଥ ଦେବ । ସମ୍ପତ୍ତି ମାମଲାରେ ସୁଧାର ଆସିବ । ମାଆ ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇ ପାରନ୍ତି । ଆୟ ସହିତ ଖର୍ଚ ମଧ୍ୟ ବୃଦ୍ଧି ହେବ । ବ୍ୟାୟାମ କରିବା ଆରମ୍ଭ କରି ପାରନ୍ତି ।

ବୃଷ

ଆଜି ରୋଜଗାର କରୁନଥିବା ଯୁବକ ମାନଙ୍କୁ ଚାକିରି ମିଳିବାର ସମ୍ଭାବନା ଅଛି । ଚାକିରି କରିଥିବା ଲୋକଙ୍କର ପ୍ରମୋଶନ ହେବା ସହିତ ଦରମା ମଧ୍ୟ ବଢିପାରେ । ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ । ପିତା ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ସାର୍ବଜନିକ ଜୀବନରେ ଅପକୀର୍ତି ଆପଣଙ୍କର ମାନ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇ ପାରେ । ବିବାହିତ ଜୀବନରେ ବାଧା ଆସିପାରେ ।

ମିଥୁନ

ଆଜି ଆପଣଙ୍କର ଘର ପରିବାରରେ ବହୁତ ମାନ ସଂମ୍ମାନ ବଢିବ ଏବଂ ଲୋକ ମାନେ ଆପଣଙ୍କ କାମକୁ ବହୁତ ପ୍ରଶଂସା କରିବେ । କୌଣସି କାମ ପାଇଁ ଆପଣଙ୍କୁ ପାଖ ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ଚାକିରି କରିଥିଲା ଲୋକଙ୍କୁ ସେମାନଙ୍କର ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ । ନକରାତ୍ମକ ବିଚାର ଆପଣଙ୍କ ମନରେ ଭରି ରହିବ । ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ । ଆଗକୁ ଆସୁଥିବା ସମୟରେ ଆପଣଙ୍କୁ ଆପଣଙ୍କର ସବୁ କାମରେ ସଫଳତା ମିଳିବ ।

କର୍କଟ

ଆଜି ପିଲା ମାନଙ୍କ ପାଇଁ ଦିନଟି ଭଲ ଅଛି । ସେମାନଙ୍କର ବିଦ୍ଧିରେ ସୁଧାର ଆସିବ । ଆପଣ ବନ୍ଧୁଙ୍କ ସହିତ ସମୟ କାଟି ପାରନ୍ତି । ଆପଣ କୌଣସି ନୂଆ କାମକୁ ଆଗକୁ ବଢାଇବା ପାଇଁ ଚେଷ୍ଟା କରିବେ । ଲାଭ ପାଇଁ ନିବେଶର ବିକଳ୍ପ ବି ଖୋଲା ରହିବ । ଆଜି ଆପଣ ଶୀଘ୍ର କିମ୍ବା ଉତ୍ସାହରେ ଏପରି ପ୍ରତିଜ୍ଞା କରିବେ ଯାହାକୁ ପୁରୁଣ କରିବା ବହୁତ କଷ୍ଟ ହେବ । ଅଧୟନରେ ଆଗ୍ରହ ବଢିବ । ଆପଣଙ୍କର ବନ୍ଧୁ ମାନଙ୍କ ସହିତ ନୂଆ ବନ୍ଧୁ ଯୋଗ ଦେବେ ।

ସିଂହ

ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆଜି ଆପଣଙ୍କ ପାଇଁ ଶୁଭ ଦିନ ଅଛି । ଅଧିକ ଉତ୍ସାହ ଦ୍ଵାରା କ୍ଷତି ହୋଇ ପାରେ ସେଥିପାଇଁ ସାବଧାନ ରୁହନ୍ତୁ । ଚାକିରିରେ ସ୍ଥିତି ଭଲ ରହିବ ନାହିଁ । ବନ୍ଧୁଙ୍କ ସହିତ ଭଲ ସମୟ କାଟିବେ । ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ଘର ପରିବାରର ସମସ୍ୟା ରହିବ । ଆୟରେ କମି ଏବଂ ଖର୍ଚ ଅଧିକ ହୋଇ ପାରେ । ପ୍ରେମ ସବନ୍ଧରେ ସଫଳତା ମିଳିବ ।

କନ୍ୟା

ଛାତ୍ର ମାନଙ୍କ ପାଇଁ ଆଜି ଦିନଟି ବହୁତ ଶୁଭ ଅଛି ଏବଂ ସଫଳତା ମଧ୍ୟ ମିଳିପାରେ । ଆପଣଙ୍କର ଦାମ୍ପତ୍ୟ ଏବଂ ବୈବାହିକ ଜୀବନ ବହୁତ ଖୁସିରେ ଭରା ରହିବ । ଗଣେଶଙ୍କ କୃପାରୁ ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ । ବସ୍ତ୍ର କିଣାକିଣି କରି ପାରନ୍ତି । ରୋଜଗାର ବଢାଇବା ପାଇଁ ଆପଣ ଅଧିକ ପରିଶ୍ରମ କରିବେ ଏବଂ କିଛି ପର୍ଯ୍ୟନ୍ତ ଆପଣ ସଫଳ ମଧ୍ୟ ହୋଇ ପାରନ୍ତି । ଆଜି ସମ୍ପର୍କୀୟ ଆମାନଙ୍କ ସହିତ ଉତ୍ତମ ଭୋଜନ ପ୍ରାପ୍ତି ହେବ ।

ତୁଳା

ଆଜି ଆପଣଙ୍କ କାମର ପ୍ରଶଂସା ହୋଇ ପାରେ । ଚାକିରିରେ କାହାକୁ ହେଲେ ବି ଅନ୍ଧ ଭଳି ବିଶ୍ଵାସ କରନ୍ତୁ ନାହିଁ । ପୁରୁଣା କାମର ଭଲ ପରିଣାମ ମିଳିବ । ବେପାର ନିବେଶ ଭଲ ହେବ । ବ୍ୟବସାୟରେ ଆପଣଙ୍କୁ ଅଧିକ ଅଭିବୃଦ୍ଧି ମିଳିବ । ଜୀବନସାଥିଙ୍କ ସହିତ ସମ୍ପର୍କ ଭଲ ରହିବ । ଆପଣଙ୍କର ଯେତେ ବି କାମ ଅଧାରେ ଅଛି ତାହା ଆଜି ଗଣେଶଙ୍କ କୃପାରୁ ପୂରଣ ହେବ । ଆପଣ କିଛି ଦିନ ପୂର୍ବରୁ ଯାହା ଚେଷ୍ଟା କରିଥିବେ ସେଥିରୁ ଆପଣଙ୍କୁ ବର୍ତ୍ତମାନ ବହୁତ ସଫଳତା ମିଳିବ ।

ବିଛା

ଆଜି ଆପଣ କୌଣସି ଜାଗାକୁ ଯାତ୍ରା କରନ୍ତୁ ନାହିଁ । ଆର୍ଥିକ କ୍ଷେତ୍ରରେ ଆପଣଙ୍କର ଲାଭ ହେବ । ଆପଣଙ୍କ ଟଙ୍କା ଉପରେ ନଜର ରଖନ୍ତୁ କାରଣ କିଛି ଅପ୍ରତ୍ୟାଶିତ ଆପଣଙ୍କର ରୋଜଗାର ଏବଂ ଧନ ଉପରେ ପ୍ରଭାବ ପକାଇବେ । ବାଦ ବିବାଦରେ ଜଣକୁ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିବ । ଚାକିରି ବ୍ୟବସାୟ କ୍ଷେତ୍ରରେ ବାଧା ଆସିବାରୁ ନିର୍ଦ୍ଧାରିତ କାମ ପୁରା କରିବାରେ ସମସ୍ୟା ଆସିପାରେ ।

ଧନୁ

ଆଜି ପ୍ରେମ ଜୀବନରେ ଟିକେ ସାମାଧାନ ରହିବାକୁ ପଡିବ ଆପଣଙ୍କର ପ୍ରେମୀ ବା ଜୀବନସାଥୀଙ୍କ ଉପରେ ଚାପ ପକାଇବା ଆପଣଙ୍କ ପାଇଁ ଠିକ ହେବ ନାହିଁ । ପାରିବାରିକ ଜୀବନ ବହୁତ ଭଲରେ କଟିବ । ରାଜନୀତି, ଧର୍ମ ଉପରେ ଚର୍ଚା କରନ୍ତୁ ନାହିଁ । କୌଣସି ବି କାମକୁ ଶୀଘ୍ରା ବାହାରି କରିବା ପୂର୍ବରୁ ସେ ବିଷୟରେ ଭଲ ଭାବରେ ଭାବିବା ଉଚିତ । ଆପଣ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଉପଲବ୍ଧ ରହିବେ ।

ମକର

ଆଜି ପରିବାରରେ ସଂମ୍ମାନ ବଢିବ । ପରିବାର ଭିତରୁ ବାପା ମାଆ ଙ୍କର ସହଯୋଗ ଆପଣଙ୍କୁ ଅଧିକ ମିଳିବ । ଆପଣଙ୍କର ଭଲ ପାଇବା ଆହୁରି ଆଗକୁ ବଢିବ । ବିଦେଶରୁ ଆପଣଙ୍କୁ କିଛି ଖୁସି ଖବର ମିଳିପାରେ । ମହିଳା ବନ୍ଧୁଙ୍କ ଠାରୁ ଅଧିକ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ମାଧୁର୍ଯ୍ୟ ର ଆନନ୍ଦ ନେବେ ।

କୁମ୍ଭ

ବନ୍ଧୁଙ୍କ ସହିତ ଖୁସିର ସମୟ କାଟିବେ । ମାଆ ଙ୍କ ପାଖରୁ ଲାଭ ମିଳିବ । କୌଣସି ବି ଅପ୍ରିୟତାକୁ ଦୂର କରିବା ପାଇଁ କଥା ସହିତ ନିଜର ଚତୁରତାକୁ ପ୍ରୟୋଗ କରନ୍ତୁ । କାହା ସହିତ ସେତବେଳେ ବନ୍ଧୁତା କରନ୍ତୁ ଯେତବେଳେ ତାଙ୍କ ବିଷୟରେ ଭଲ ଭାବରେ ଜାଣିବେ । ପାର୍ଟନର ଆପଣଙ୍କର ଭାବନାକୁ ବୁଝିବେ । ପାର୍ଟନର ଙ୍କର ମନ ଭଲ ରହିବ । ପାରିବାରିକ ବାତାବରଣରେ ଖୁସି ରହିବ ।

ମୀନ

ଟଙ୍କାର ଅଭାବ ଆପଣଙ୍କୁ ଆଜି ଅସୁବିଧାରେ ରଖିବ । ନୂଆ କାର୍ଯ୍ୟ ଯୋଜନାରୁ ଲାଭ ମିଳିବ । ଆପଣ ବେପାରରେ ପ୍ରଗତି କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ନାହିଁ । ମନୋରଞ୍ଜନ କ୍ଷେତ୍ରରେ ଆଜି ଆପଣଙ୍କର ଦିନ ଆନନ୍ଦପୂର୍ଣ ରହିବ । ମାଆ ନ୍କାଏ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ । ଘର ପରିବାରର ଚିନ୍ତା ସହିତ ଅଧିକ ଖର୍ଚ ପାଇଁ ମଧ୍ୟ ଚିନ୍ତିତ ରହିବେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *