ସାବଧାନ ! ମହିଳାମାନେ ପିରିୟଡ଼ ସମୟରେ ଏହି ୫ଟି କାମ କେବେ ବି କରନ୍ତୁ ନାହିଁ ନ ହେଲେ…

ନମସ୍କାର ବନ୍ଧୁଗଣ ମହିଳା ମାନଙ୍କ ର ପିରିୟଡ଼ ଅର୍ଥାତ ଋତୁସ୍ରାବ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ଯେଉଁଥିରେ ମହିଳା ମାନଙ୍କ ର ଅପରିଷ୍କାର ରକ୍ତ ନିଷ୍କାସିତ ହୋଇଥାଏ । ଏହା ଦ୍ୱାରା ସେମାନଙ୍କ ଶରୀର ସୁସ୍ଥ ରହିବା ସହ ସେମାନଙ୍କ ଗର୍ଭାଶୟ ସୁରକ୍ଷିତ ରହିଥାଏ । ଋତୁସ୍ରାବ ସମୟରେ ମହିଳା ମାନଙ୍କ ଦେହରୁ ଅଧିକ ରକ୍ତ ନିଷ୍କାସିତ ହେବା ଫଳରେ ସେମାନଙ୍କ ଶରୀର ଦୁର୍ବଳ ଲାଗିବା ସହ ଭିନ୍ନ ଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ ।

ସେଥିପାଇଁ ଏହି ସମୟରେ ମହିଳା ମାନଂକୁ ବିଶ୍ରାମ କରିବା ପାଇଁ କୁହାଯାଏ ଏବଂ କିଛି କାମ ପାଇଁ ବାରଣ ମଧ୍ୟ କରାଯାଏ । ନଚେତ ଏହା ଦ୍ୱାରା ସେମାନଙ୍କ ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ । ତେବେ ଆଜି ଆମେ ପିରିୟଡ଼ ସମୟରେ ମହିଳା ମାନେ କେଉଁ କେଉଁ କାର୍ଯ୍ୟ ସବୁ ଭୁଲ ରେ ବି କରିବା ଉଚିତ ନୁହେଁ ସେ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

ପ୍ରତ୍ୟେକ ମାସ ରେ ମହିଳା ମାନଙ୍କ ପାଇଁ ଏକ ଏଭଳି ସମୟ ଆସିଥାଏ ଯାହା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ସେହି ସମୟରେ ସେମାନଙ୍କ ହରମୋନ ରେ ଅନେକ ପରିବର୍ତ୍ତନ ଆସିଥାଏ । ଯାହା ସେମାନଙ୍କ ଶରୀର ପାଇଁ ଅନେକ ହାନି କାରକ ହୋଇଥାଏ । ଯାହା ଫଳରେ ଶରୀର ରେ ଅନେକ ଛୋଟ ବଡ଼ ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ସେମାନଂକୁ କିଛି କାର୍ଯ୍ୟ କରିବା ପାଇଁ ବରଣ କରାଯାଏ ସେ କାର୍ଯ୍ୟ ସବୁ ହେଉଛି ।

୧- ପ୍ରଥମ ରେ ହେଉଛି ଶା-ରୀ-ରି-କ ସ-ମ୍ପ-ର୍କ । ମହିଳା ମାନେ ଭାବିଥାନ୍ତି କି ପିରିୟଡ଼ ସମୟରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିଲେ ପିଲା ହୁଏ ନାହିଁ କିନ୍ତୁ ଏହା ଭୁଲ ଏହି ସମୟରେ ଶା-ରୀ-ରି-କ ସଂପର୍କ ରଖିଲେ ପିଲା ହୁଏ ଏହା ବିଜ୍ଞାନ ପ୍ରମାଣ କରିଛି କିନ୍ତୁ ଏହି ସମୟରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଦ୍ୱାରା ଆମକୁ ଅନେକ ସଂକ୍ରମଣ ହେବାର ସମ୍ଭାବନା ଥାଏ ତେଣୁ ଏହା କରିବା ଅନୁଚିତ ।

୨- ଦ୍ବିତୀୟ ରେ ହେଉଛି ଖାଦ୍ୟ ନ ଖାଇବା । ପିରିୟଡ଼ ସମୟରେ ଆମ ଶରୀର ରେ ଅନେକ ଯନ୍ତ୍ରଣା ହୋଇ ଥାଏ ଯାହା ଫଳରେ ଆମେ ଖାଦ୍ୟ ଖାଇ ନଥାଉ । କିନ୍ତୁ ବିଜ୍ଞାନ ମତରେ ଏହା କରିବା ଭୁଲ ପିରିୟଡ଼ ସମୟରେ ଅଧିକ ରକ୍ତ ଶରୀର ରୁ ବାହାରି ଯାଏ ଏବଂ ଦୁର୍ବଳ ହୋଇ ଯାଏ ତେଣୁ ଅଧିକ ଖାଦ୍ୟ ଖାଇବା ଉଚିତ ଏହା ଦ୍ୱାରା ଆମକୁ ବଳ ମିଳି ଥାଏ । କିନ୍ତୁ ଖାଦ୍ୟ ପ୍ରୋଟିନ ଯୁକ୍ତ ହେବା ଆବଶ୍ୟକ ।

୩- ତୃତୀୟ ରେ ହେଉଛି ଅଧିକ ପରିଶ୍ରମ କରିବା । ବିଜ୍ଞାନ ମତରେ ପିରିୟଡ଼ ସମୟରେ ମହିଳା ମାନେ କେବେବି ଅଧିକ ପରିଶ୍ରମ କରିବା ଉଚିତ ନୁହେଁ । କାରଣ ଏହି ସମୟରେ ସେମାନେ ବହୁତ ଦୁର୍ବଳ ହୋଇ ଯାଆନ୍ତି ଏବଂ ଯ-ନ୍ତ୍ର-ଣା ମଧ୍ୟ ହୋଇଥାଏ ତେଣୁ ଏହି ପରିସ୍ଥିତି ରେ ଅଧିକ ପରିଶ୍ରମ ଶରୀର ପାଇଁ ହାନି କାରକ ହୋଇଥାଏ ।

୪- ଚତୁର୍ଥ ରେ ହେଉଛି ନିଜର ପ୍ୟା-ଡ଼ କୁ ବଦଳାନ୍ତୁ । ବିଜ୍ଞାନ ମତରେ ପ୍ରତ୍ୟେକ ତିନି ଘଂଟା କୁ ଥରେ ପ୍ୟା-ଡ଼ ବଦଳେଇବା ଉଚିତ । ଏହା ଦ୍ୱାରା ଆମକୁ ସଂକ୍ରମଣ ହୋଇ ନଥାଏ ଏବଂ ସୁରକ୍ଷିତ ମଧ୍ୟ ରହିଥାଉ ।

୫- ପଞ୍ଚମରେ ହେଉଛି ପିରିୟଡ଼ ସମୟରେ ଅଧିକ ଟାଇଟ ପୋଷାକ ପିନ୍ଧିବା ଅନୁଚିତ ଏହା ଦ୍ୱାରା ଆମ ଶରୀର ରେ ଅଧିକ ଯ-ନ୍ତ୍ର-ଣା ହୋଇଥାଏ ଏବଂ କଷ୍ଟ ହୋଇଥାଏ ସର୍ଵଦା ଆରାମ ଦାୟକ ପୋଷାକ ପିନ୍ଧିବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *