Sunny Deol ଙ୍କୁ ଏହି କାରଣରୁ ବହୁତ ଡରୁଥିଲେ Bollywood ର 2 ଫେମସ ହିରୋଇନ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ସନି ଦେଓଲ ।

ଆପଣ ମାନେ ସମସ୍ତେ ସନିଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ସନି ନିଜ ଦମଦାର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଗୋଟେ ସମୟରେ ସନିଙ୍କର ସମସ୍ତ ଫିଲ୍ମ ସୁପର ହିଟ ହେଉଥିଲା ଓ ତାଙ୍କ ସହ ଅଭିନୟ କରିବା ପାଇଁ ଅଭିନେତ୍ରୀ ମାନେ ଇଛା କରୁଥିଲେ । ହେଲେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଦୁଇଟି ଅଭିନେତ୍ରୀ ଥିଲେ ଯେଉଁ ମାନେ ସନିଙ୍କୁ ବହୁତ ଭୟ କରୁଥିଲେ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଦୁଇଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଶ୍ରୀଦେବୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଶ୍ରୀଦେବୀ । ଶ୍ରୀଦେବୀ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଶ୍ରୀଦେବୀଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଗୋଟେ ସମୟ ଏପରି ଥିଲା ଯେବେ ଶ୍ରୀଦେବୀ ଅଭିନେତା ସନି ଦେଓଲଙ୍କୁ ବହୁତ ଭୟ କରୁଥିଲେ । ଫିଲ୍ମ ‘ଘାୟଲ’ ପାଇଁ ପ୍ରଥମେ ଶ୍ରୀଦେବୀଙ୍କୁ ବଛା ହୋଇଥିଲା ।

ଏମିତିକି ଏହି ଫିଲ୍ମ ପାଇଁ ସନି ନିଜେ ଶ୍ରୀଦେବୀଙ୍କ ସହ ସମ୍ପର୍କ କରିଥିଲେ ହେଲେ ଶ୍ରୀଦେବୀ ଏହି ଫିଲ୍ମରେ କାମ କରିବା ପାଇଁ ମନା କରିଦେଇଥିଲେ । କିନ୍ତୁ ବନ୍ଧୁଗଣ ଏହି ଫିଲ୍ମ ପୂର୍ବରୁ ସନି ଓ ଶ୍ରୀଦେବୀ ‘ସଲ୍ତାନତ, ଯୋସିଲେ ଓ ନିଘାଏ’ ଆଦି ଫିଲ୍ମରେ କାମ କରିଥିଲେ । ହେଲେ ବନ୍ଧୁଗଣ ଫିଲ୍ମ ‘ଘାୟଲ’ ପାଇଁ ଶ୍ରୀଦେବୀ ମନା କରିଦେଇଥିଲେ ଓ ତାଙ୍କ ଭୟର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ ।


ଐଶ୍ଵର୍ଯ୍ୟ ରାୟ – ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ । ଐଶ୍ଵର୍ଯ୍ୟ ରାୟ ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ଐଶ୍ଵର୍ଯ୍ୟ ବଲିଉଡର ସମସ୍ତ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି ହେଲେ ସେ ସନି ଦେଓଲଙ୍କ ସହ କାମ କରିନହାନ୍ତି । ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ସନି କହିଥିଲେ, ଗୋଟେ ଫିଲ୍ମରେ କାମ କରିବା ପାଇଁ ସନି ଐଶ୍ଵର୍ଯ୍ୟଙ୍କୁ ପ୍ରପୋସଲ ଦେଇଥିଲେ ହେଲେ ଐଶ୍ଵର୍ଯ୍ୟ ସେହି ଫିଲ୍ମରେ କାମ କରିବା ପାଇଁ ମନା କରିଦେଇଥିଲେ ।

ସନିଙ୍କ ମତରେ, ‘ବୋଧେ ତାଙ୍କ ଫିଲ୍ମରେ ଅଧିକ ଅଭିନେତା ଉପରେ ଧ୍ୟାନ ଦିଆଯାଇଥାଏ, ଯାହାଫଳରେ ଅଭିନେତ୍ରୀଙ୍କ ଭୂମିକା କମ ହୋଇଯାଇଥାଏ ଓ ଏହି କାରଣ ହେତୁ ବୋଧେ ଐଶ୍ଵର୍ଯ୍ୟ କାମ କରିବାକୁ ମନା କରିଦେଇଥିଲେ । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ବଲିଉଡ ଅଭିନେତା ସନି ଦେଓଲଙ୍କ ଅଭିନୟ ଭଲ ଲାଗେ ତା ହେଲେ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *