ସ୍ତ୍ରୀଙ୍କର ଦିବାନା ହୋଇଥାନ୍ତି ଏହି ୪ ଟି ନାମର ପୁରୁଷ, କଣ ଆପଣଙ୍କ ପାର୍ଟନରଙ୍କ ନାହିଁ ତ ଏଥିରେ …

ଦୁନିଆରେ ପୁଅ ହେଉ ବା ଝିଅ ସମସ୍ତଙ୍କ ଜୀବନରେ ଏମିତି ସମୟ ନିଶ୍ଚୟ ଆସିଥାଏ ଯେତେବେଳେ ସେ କାହାକୁ ପସନ୍ଦ କରିଥାଏ ଓ ତାହାକୁ ନିଜର ଜୀବନ ସାଥି ବନାଇବାକୁ ଚାହିଁଥାଏ । ଗୋଟିଏ ଝିଅର ଯେତେବେଳେ ବିବାହ ହୋଇଥାଏ ତେବେ ତାକୁ ଏକ ନୂଆ ଘର ମିଳିଥାଏ ଓ ତାହାର ପୁରା ଜୀବନ ବଦଳି ଯାଇଥାଏ । ସବୁ ଝିଅମାନେ ଏହା ହିଁ ଚାହିଁଥାନ୍ତି କି ତାଙ୍କ ସ୍ଵାମୀ ତାଙ୍କୁ ବହୁତ ଭଲ ପାଆନ୍ତୁ ଓ ତାଙ୍କର ସବୁ କଥା ମାନନ୍ତୁ ଓ ତାଙ୍କ ସବୁ କଥାର ବିଶେଷ ରୂପରେ ଧ୍ୟାନ ରଖନ୍ତୁ ।

ବହୁତ ଝିଅଙ୍କୁ ଏମିତି ହିଁ ଜୀବନ ସାଥି ମିଳି ଯାଇଥାନ୍ତି ଯାହାଙ୍କର ସ୍ଵପ୍ନ ସେ ଦେଖିଥାନ୍ତି । କିନ୍ତୁ ଆଉ କିଛି ଝିଅଙ୍କୁ ଏମିତି ସ୍ଵାମୀ ମିଳିଥାନ୍ତି ଯିଏ ତାଙ୍କର କୌଣସି କଥା ଶୁଣି ନଥାନ୍ତି । ଆମର ଧର୍ମ ଶାସ୍ତ୍ର ଅନୁସାରେ ଆମ ନାମର ପ୍ରଥମ ଅକ୍ଷର ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ନାମର ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ସ୍ତ୍ରୀଙ୍କ ପାଇଁ ଏମିତି ଦିବାନା ହୋଇଥାନ୍ତି କି ତାଙ୍କୁ ତାଙ୍କ ବ୍ୟତୀତ ଆଉ କେହି ନଜର ଆସି ନଥାଏ ଓ ଏମାନେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି । ଚାଲନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

K ନାମର ପୁରୁଷ

K ନାମର ପୁରୁଷ ସ୍ଵଭାବରେ ବହୁତ ଜିଦ୍ଦି ଅବଶ୍ୟ ହୋଇଥାନ୍ତି କିନ୍ତୁ ଏହା ସତ୍ଵେ ସେମାନେ ନିଜ ସ୍ତ୍ରୀଙ୍କୁ ବା ଜୀବନ ସାଥିଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ନାମର ପୁରୁଷ ବିବାହ ପରେ ନିଜ ସ୍ତ୍ରୀଙ୍କର ସବୁ କଥା ମାନିଥାନ୍ତି । ଏମାନେ ନିଜ ପାର୍ଟନର ଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି । ଯଦି ଏହି ନାମର ପୁରୁଷ ଆପଣଙ୍କ ଜୀବନରେ ଆସନ୍ତି ତେବେ ଭାବି ନିଅନ୍ତୁ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ।

A ନାମର ପୁରୁଷ

ଏହି ନାମର ପୁରୁଷ ନିଜ ସ୍ତ୍ରୀଙ୍କର ଧ୍ୟାନ ବହୁତ ଭଲ ଭାବରେ ରଖିବା ଜାଣନ୍ତି । ଏହି ନାମର ପୁରୁଷ ନିଜ ସ୍ତ୍ରୀଙ୍କର ବହୁତ ଧ୍ୟାନ ରଖିଥାନ୍ତି ଓ ତାଙ୍କୁ କୌଣସି ପ୍ରକାରର ସାହାର୍ଯ୍ୟ କରିବାକୁ ପଛକୁ ହଟନ୍ତି ନାହିଁ । ସେମାନେ ସାରା ଦିନ ନିଜ ସ୍ତ୍ରୀ ଙ୍କର ଦିବାନା ହେଇ ବୁଲନ୍ତି । ଓ ନିଜ ସ୍ତ୍ରୀଙ୍କ ବ୍ୟତିତ ତାଙ୍କୁ ଆଉ କେହି ନଜର ଆସନ୍ତି ନାହିଁ ।

R ନାମର ପୁରୁଷ

ଏହି ନାମର ପୁରୁଷ ନିଜ ସ୍ତ୍ରୀ ଙ୍କର ଛୋଟ ଛୋଟ କଥାର ଧ୍ୟାନ ରଖିବାରେ ବହୁତ ଆଗରେ ରହିଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କ ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି । ଯଦି ଆପଣଙ୍କ ଜୀବନସାଥିଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

P ନାମର ପୁରୁଷ

ଏହି ନାମର ପୁରୁଷ ହୃଦୟରୁ ବହୁତ ଭଲ ହୋଇଥାନ୍ତି ଓ ନିଜ ଜୀବନ ସାଥିଙ୍କ ପ୍ରତି ବହୁତ ବିଶ୍ଵାସୀ ରହିଥାନ୍ତି ଓ ନିଜ ସ୍ତ୍ରୀଙ୍କ ପ୍ରେମରେ ସବୁବେଳେ ପାଗଳ ରହିଥାନ୍ତି । ଏମାନଙ୍କ ସେନ୍ସ ଅଫ ହ୍ୟୁମର ବହୁତ ଭଲ ହୋଇଥାଏ । ଏମାନେ ନିଜ ସ୍ତ୍ରୀଙ୍କର ସବୁ କଥାକୁ ଭଲ ଭାବେ ବୁଝି ଯାଆନ୍ତି କି ତାଙ୍କ ସ୍ତ୍ରୀ ତାଙ୍କ ଠାରୁ କଣ ଚାହାଁନ୍ତି ଓ ଏହା ଦ୍ଵାରା ସମ୍ପର୍କରେ ମଧୁରତା ଆସିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *