ସାଧାରଣତଃ ଆମେମାନେ ଜେନେରାଲ ନଲେଜ ପଢିଥାଉ । କାରଣ ଏହି ଜେନେରାଲ ନଲେଜ ଆମ ଜୀବନରେ କେବେବି ଦରକାରୀ ହୋଇପାରେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏହିପରି କିଛି ଜେନେରାଲ ନଲେଜ ପ୍ରଶ୍ନ ଓ ଉତ୍ତର ଆଣିଛୁ । ଏହା ବିଷୟରେ ଆପଣ ଜାଣି ଆପଣଙ୍କ ସାଙ୍ଗ ଓ ପରିବାର ଲୋକଙ୍କ ସହ ମଧ୍ୟ ସେୟାର କରନ୍ତୁ । ଏହା ଆମ ଦୈନନ୍ଦିନ ଜୀବନ ପାଇଁ ବହୁତ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।
ପ୍ରଶ୍ନ-୧
କେଉଁ ଜୀବ ଜୀବନରେ କେବେ ଶୁଏ ନାହିଁ ?
ଉତ୍ତର- ପିମ୍ପୁଡି
ପ୍ରଶ୍ନ-୨
ଏମିତି କେଉଁ ଭଣ୍ଡାର ଅଛି ଯାହାକୁ ଯେତେ ଲୁଟିଲେ ବି ସେ ସେତେ ବଢିଥାଏ ?
ଉତ୍ତର – ଜ୍ଞାନର ଭଣ୍ଡାର
ପ୍ରଶ୍ନ-୩
ଜାତୀୟ ପତାକା ର ଲମ୍ବ ଓ ଚଉଡାର ଅନୁପାତ କେତେ ଅଟେ ?
ଉତ୍ତର – 3:2
ପ୍ରଶ୍ନ-୪
ଭାରତ ରତ୍ନ ପାଇଥିବା ପ୍ରଥମ ବ୍ୟକ୍ତି କିଏ ଅଟନ୍ତି ?
ଉତ୍ତର – ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ
ପ୍ରଶ୍ନ-୫
ଏମିତି କେଉଁ ମସାଲା ଅଛି ଯେଉଁଥିରେ ଗୋଟିଏ ସହରର ନାମ ଆସିଥାଏ ?
ଉତ୍ତର- କାଶ୍ମୀର ଚିଲି
ପ୍ରଶ୍ନ-୬
ସରଗରୁ ଆସିଲା ଟୋକାଟିଏ ତା ମୁଣ୍ଡରେ ଟୋପିଟିଏ ?
ଉତ୍ତର- ତାଳ
ପ୍ରଶ୍ନ-୭
ଇଂରେଜ ଭାରତକୁ ପ୍ରଥମ ଥର କେଉଁ ତାରିଖରେ ଆସିଥିଲେ ?
ଉତ୍ତର – 20 ମେ 1498 ରେ
ପ୍ରଶ୍ନ-୮
ଡିସେମ୍ବର ମାସରେ ଉତ୍ତର ମେରୁରେ କେଉଁ ଋତୁ ହୋଇଥାଏ ?
ଉତ୍ତର- ଶୀତଋତୁ
ପ୍ରଶ୍ନ-୯
ସଂସାରର ସବୁଠୁ ଲମ୍ବା ନଦୀ କିଏ ଅଟେ ?
ଉତ୍ତର – ନୀଳ ନଦୀ
ପ୍ରଶ୍ନ-୧୦
କେଉଁ ଲାଇଟ ଜଳେ ନାହିଁ ?
ପ୍ରଶ୍ନ-୧୧
ଉତ୍ତର- ସନ ଲାଇଟ
ପ୍ରଶ୍ନ-୧୨
ଗାନ୍ଧୀ ଜି ଙ୍କର ରାଜନୈତିକ ଗୁରୁ କିଏ ଥିଲେ ?
ଉତ୍ତର – ଗୋପାଳକୃଷ୍ଣ ଗୋଖଲେ
ପ୍ରଶ୍ନ-୧୩
ଭାରତରେ ସବୁଠୁ ଅଧିକ ବିଦ୍ୟାଳୟ କେଉଁ ରାଜ୍ୟରେ ଅଛି ?
ଉତ୍ତର – ବିହାରରେ
ପ୍ରଶ୍ନ-୧୪
ଜନ୍ମ ହେବାର କେତେ ଦିନ ପରେ ଗୋଟେ ଶିଶୁ ହସିଥାଏ ?
ଉତ୍ତର- ୧ ମାସ ପରେ
ପ୍ରଶ୍ନ-୧୫
ନାସିକ ରେ କେଉଁ ନଦୀ କୂଳରେ କୁମ୍ଭ ମେଳା ଲାଗିଥାଏ ?
ଉତ୍ତର – ଗୋଦାବରୀ
ପ୍ରଶ୍ନ-୧୬
ଭାରତର ପ୍ରଥମ ମହିଳା ଆଇପିଏସ ଅଫିସର କିଏ ଥିଲେ ?
ଉତ୍ତର – କିରଣ ବେଦୀ
ପ୍ରଶ୍ନ-୧୭
କେଉଁ ଜିନିଷ ଶୁଖିଗଲେ ୨kg, ଓଦାରେ ୧kg ଏବଂ ଜଳିଗଲେ ୩kg ହୋଇଥାଏ ?
ଉତ୍ତର- ସଲଫର
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ