‘ମୋତେ ବହୁତ କଷ୍ଟ ହଉଛି ହ୍ୟୁମାନ, ମୁଁ ଆଉ ସହି ପାରୁନି, ପ୍ଲିଜ ମତେ ନ୍ୟାୟ ଦିଅନ୍ତୁ….’ ପତ୍ନୀ ଶ୍ରୀୟାଙ୍କ ଅଭିଯୋଗ ପରେ ଏବେ କଣ ହେବ Humane ଙ୍କର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋତେ ବହୁତ କଷ୍ଟ ହେଉଛି । ମୋତେ ଛାଡି ଦିଅ ମୋତେ ଆଉ ମ-ଆରନାହିଁ । ତେବେ ମୁଁ ତୁମକୁ ଭଲ ପାଇ ବାହା ହୋଇଥିଲେ । ଜୀବନ ସାରା ତୁମ ସହିତ ହସଖୁସିରେ ସମ୍ପର୍କ ବିତାଇବି ବୋଲି ଇଛା ରଖିଥିଲି । ହେଲେ ତୁମେ ମୋ ସହିତ ଏବେ ପ୍ରେମର ଏହି ପ୍ରତିଦାନ ଦେଉଛ । ହଁ ବନ୍ଧୁଗଣ ଏପରି କିଛି ହ୍ୟୁମାନ୍ ଙ୍କ ଧର୍ମପତ୍ନୀଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ତେବେ ଓଡିଶାର ବହୁ ସୁପରିଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାମରେ ଏପରି କିଛି ବିବାଦ ଆସିଛି । ତେବେ ଘରେ ଘରେ ପରିଚିତ କଣ୍ଠରେ ପ୍ରସିଦ୍ଧି ଲାଭ କରିଥିବା ହ୍ୟୁମାନ୍ ତାଙ୍କ ସ୍ଵର ପାଇଁ ଓଡିଶାରେ ବହୁ ସୁନାମ ଅର୍ଜନ କରିଛନ୍ତି । ହେଲେ ବର୍ତ୍ତମାନର ଚର୍ଚିତ ଖବର ଅନୁଯାଇ ହ୍ୟୁମାନ୍ ଙ୍କର ସ୍ତ୍ରୀ ହ୍ୟୁମାନ୍ ସାଗରଙ୍କ ବିରୁଦ୍ଧରେ ଶାରୀରିକ ଓ ମା-ନସିକ ଚ-ଆପ ଦେଉଥିବା କାରଣରୁ ଥାନାରେ ଏତଲା ଦେଇଛନ୍ତି ।

ତେବେ ବାହାର ଦୁନିଆ ପାଇଁ ସୁରିଲା କଣ୍ଠରେ ସୁନ୍ଦର ସୁନ୍ଦର ଗୀତ ପଦର୍ଶନ କରୁଥିବା ଲୋକଟିର ହୃଦୟ ଏତେ କଠୋର ହେଲା କିପରି ? ତେବେ ହ୍ୟୁମାନଙ୍କର ଧର୍ମପତ୍ନୀଙ୍କର କହିବା ଅନୁଯାଇ ମୁଁ ତୁମକୁ ମୋର ହୃଦୟ ଦେଇ ଭଲ ପାଇଥିଲି । ତାପରେ ତୁମ ହାତ ଧରି ତୁମ ସହ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଥିଲି । ତେବେ ସବୁ କିଛି ଠିକ ଠାକ ଚାଲିଥିଲା ।

ତେବେ ଏବେ ପିଲା ଜନ୍ମ ହେବା ପରେ ଧୀରେ ଧୀରେ କରି ମୋ ପାଇଁ ଥିବା ପ୍ରେମ ତୁମର କମିଗଲା କାହିଁକି ? ତେବେ ମୋ ପ୍ରେମରେ ତୁମ ପାଇଁ କଣ କମି ରହିଯାଇଥିଲା । ଯେଉଁଥି ପାଇଁ ମୋତେ ଏତେ କଷ୍ଟ ଯନ୍ତ୍ରଣା ଦେଉଛ । ତେବେ ଅଭିଯୋଗ ପରେ ମହିଳା ଥାନାରେ ଉଭୟ ହ୍ୟୁମାନ ଓ ତାଙ୍କ ଧର୍ମପତ୍ନୀ ଶ୍ରୀୟା ହାଜର ହେବେ । ତେବେ ଯଦି ଉଭୟଙ୍କ ମଧ୍ୟରେ କାଉନସିଲିଙ୍ଗ ହୋଇ ସବୁ ଠିକ ହୋଇଯାଇଥାଏ ।

ତେବେ ତାହା ଦାମ୍ପତ୍ୟ ଜୀବନ ପାଇଁ ବହୁତ ହିଁ ଭଲ ହେବ । ଯଦି ଆପୋସ ବୁଝାବଣାରେ ସବୁ କିଛି ଠିକ ହୋଇପାରିବ ନାହିଁ । ତେବେ ହ୍ୟୁମାନ ସାଗରଙ୍କର ବିରୁଦ୍ଧରେ ପୋଲିସ କାର୍ଜ୍ଯାନୁଷ୍ଟାନ ମଧ୍ୟ ନେଇପାରେ । ତେବେ ହ୍ୟୁମାନ ସାଗର ଓ ତାଙ୍କ ଧର୍ମପତ୍ନୀ ଶ୍ରୀୟାଙ୍କର ଦାମ୍ପତ୍ୟ ଜୀବନ ପୂର୍ବ ଭଳି ଠିକ ହୋଇଯାଉ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *