ମହିଳାଙ୍କ ସାଂଘାତିକ ଅଭିଯୋଗ, କହିଲେ ‘ସ୍ଵାମୀ କହୁଛି ରାତିସାରା କରିବ ହେଲେ ସହିପାରୁନି ଦେହ, ମୁଁ ଗୋଟେ ମଣିଷ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାଲି ପାଣି ନିଶ-ଆରେ ମୋ ସ୍ଵାମୀ କହୁଛନ୍ତି ରାତିସାରା ମୋ ସହ ଶା-ରଇରିକ ସ-ଅମ୍ପର୍କ ରଖିବେ । ହଁ ବନ୍ଧୁଗଣ ଏପରି କିଛି ସଙ୍ଗିନ ଅଭିଯୋଗ ଜଣେ ସ୍ତ୍ରୀ ତାଙ୍କ ସ୍ଵାମୀ ବିରୁଦ୍ଧରେ ଆଣିଛି । ତେବେ ସ୍ତ୍ରୀଙ୍କର କହିବା ଅନୁସାରେ ମୋ ସ୍ଵାମୀ ଜଣଙ୍କ ନିଶ-ଆରେ ବହୁତ ସମୟ ଚୁର ହୋଇ ରହିଥାନ୍ତି । ଖାସ୍ କରି ରାତି ସମୟରେ ମ-ଅଦ ପିଇ ଘରକୁ ଆସିଥାନ୍ତି । ଘରକୁ ଆସିବା ମାତ୍ରେ ମୋ ପଛରେ ପଡିଯାଇଥାନ୍ତି ।

ରାତିସାରା ତାଙ୍କ ସହ ଶା-ରଇରିକ ସ-ଅମ୍ପର୍କ ବନାଇବାକୁ ବାଧ୍ୟ କରାଇଥାନ୍ତି । ଯଦି ମୁଁ ଏହି କଥାକୁ ବାରଣ କରିଥାଏ । ତେବେ ମୋ ସ୍ଵାମୀ ମୋତେ ବ-ଆଡାଇଥାନ୍ତି । ତେବେ ସ୍ତ୍ରୀଙ୍କର କହିବା ମୁତାବକ ଏହା ଛଡା ମୋର ଅନ୍ୟ ପର ପୁରୁଷ ସହିତ ଖରାପ ସ-ମ୍ପ-ର୍କ ରହୁଛି ବୋଲି ସ୍ଵାମୀ ମୋ ଉପରେ ସବୁବେଳେ ସନ୍ଦେହ କରିଥାନ୍ତି । ଏହା ସହିତ ଏହି କଥାରେ ରାଗ କରି ମୋତେ ସବୁବେଳେ ମ-ଆଡ ମ-ଆରିଥାନ୍ତି ।

ତେବେ ସ୍ଵାମୀଙ୍କ ଠାରୁ ଏପରି ପ୍ରତିଦିନ ଶା-ରଇରିକ ଓ ମାନସିକ ନି-ଇର୍ଯା-ତ-ଅନା ପାଇକି ମୁଁ ହତାସ ହୋଇପଡିଯାଇଛି । ଯେଉଁ କାରଣରୁ ଥାନାରେ ମଧ୍ୟ ଏଥିପାଇଁ ବହୁ ଥର ସ୍ଵାମୀଙ୍କ ନାମରେ ଅଭିଯୋଗ ଦେବା ପାଇଁ ଆସିଛି । ତେବେ ଥାନା ବାଲା ମଧ୍ୟ ମୋ ଦୁଃଖ ଶୁଣନ୍ତି ନାହିଁ । ତେବେ ପୀଡ଼ିତା ମହିଳା ଜଣଙ୍କ ଦୁଃଖରେ ଭାଙ୍ଗି ପଡି କଟକର ମଧୁପାଟଣା ବ୍ରିଜ ଉପରୁ ଡେଇଁ ଆତ୍ମ ହତୟଆ କରିବାର ଚେଷ୍ଟା କରିଥିଲେ ।

ତେବେ ସେତିକି ବେଳେ ଜଣେ ଟ୍ରାଫିକ ପୋଲିସ ଦେବଦୁତ୍ତ ସାଜି ଆସି ମହିଳା ଜଣଙ୍କୁ ଏପରି କାର୍ଯ୍ୟ କରିବାରୁ ନିବୃତ୍ତ କରି ତାଙ୍କର ପ୍ରାଣ ବଞ୍ଚାଇ ଦେଇଥିଲେ । ତେବେ ମହିଳା ଜଣଙ୍କ ହେଉଛନ୍ତି ତୀଗିରିଆ ଅଞ୍ଚଳର ପ୍ରଣତୀ ସାହାଣୀ । ପ୍ରତିଦିନ ନିଜ ସ୍ଵାମୀଙ୍କ ଠାରୁ ମାନସିକ ଓ ଶା-ରଇରିକ ବହୁ ନି-ଇର୍ଯା-ତ-ଅନାର ଶିକାର ହୋଇଛନ୍ତି । ତେବେ ବିବାଘରକୁ ୮ ବର୍ଷ ହୋଇଗଲାଣି ।

ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ତେବେ ପ୍ରତିଦିନ ରାତି ସାରା ସ୍ତ୍ରୀଙ୍କୁ ଯ-ଔନ ଶ-ଓଷଣ କରିଥାନ୍ତି । ଏହା ଛଡା ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କୁ ବହୁ ମ-ଆଡ ମଧ୍ୟ ମ-ଆରିଥାନ୍ତି । ତେବେ ଏହି ସବୁ କଥାକୁ ନେଇ ପ୍ରଣତୀ ସ୍ଵାମୀଙ୍କ ଉପରେ କରି ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *