ପଶୁ ମାନଙ୍କର କିଛି ଏମିତି କାରନାମା ଭାଗ୍ୟରେ ଥିଲେ ଦେଖିବାକୁ ମିଳେ, ପଶୁମାନଙ୍କ ଏହି Funny Video ଦେଖିଲେ ହସି ହସି ଗଡିଯିବେ ଆପଣ…

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ପଶୁ ପକ୍ଷୀ ମାନେ ଖୁବ ବିଶ୍ୱାସୀ ଥାଆନ୍ତି ତେବେ ମଣିଷ ଏବଂ ପଶୁପକ୍ଷୀ ଙ୍କ ସମ୍ପର୍କ ଖୁବ ନିବିଡ଼ ମଧ୍ୟ ଥାଏ । ତେବେ ବେଳେ ବେଳେ ଏହି ପଶୁପକ୍ଷୀ ମାନେ ଏଭଳି କିଛି ହରକତ କରନ୍ତି ଯାହା ଦେଖି ଆପଣ ଡରିଯିବେ ଏବଂ ବେଳେବେଳେ ଏଭଳି କିଛି ହରକତ କରିଥାନ୍ତି ଯାହାକୁ ଦେଖିବା ପରେ ଆପଣ ନ ହସି ରହି ପାରିବେ ନାହିଁ । ତେବେ ଆସନ୍ତୁ ଆଜି ଆମେ ଏହି ପଶୁ ପକ୍ଷୀ ମାନଙ୍କ ର କିଛି ଅଦ୍ଭୁତ ଘଟଣା ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ ଭିଡିଓ ରେ ଦୁଇ ଜଣ କୁକୁର ଗୋଟିଏ ଘୋଡା କୁ ଅକାରଣ ରେ ଭୋକିବାକୁ ଲାଗିଲେ ଏବଂ ତା ସହ ଲାଗିବା ମଧ୍ୟ ଆରମ୍ଭ କରିଦେଲେ। ତେବେ ପ୍ରଥମେ ପ୍ରଥମେ ଘୋଡା ଟି କିଛି କହିଲା ନାହିଁ କିନ୍ତୁ ଅଧିକ ସମୟ ଏପରି ହେବାରୁ ସେ ଗୋଟିଏ କୁକୁର କୁ ଗୋଇଠା ଟିଏ ପକାଇଲା ତେବେ ଯେଉଁ କୁକୁର ଏତେ ଜୋରରେ ଭୋକୁ ଥିଲା ସେ ଚୁପ ହୋଇ ସେଇ ଜାଗାରେ ବସି ଗଲା।

୨- ଦ୍ଵିତୀୟ ଭିଡ଼ିଓ ରେ ଆପଣ ମାନେ ଜାଣିଥିବେ କି ମାଙ୍କଡ଼ ମାନେ ଖାଇବା ପାଇଁ କିଛି ବି କରି ପାରନ୍ତି। ତେବେ ସେହି ପରି ଗୋଟିଏ ନଦୀରେ ଗୋଟିଏ କଦଳୀ ଟିଏ ପଡି ଯାଇଥିଲା ଯାହାକୁ ପାଇବା ପାଇଁ ଗୋଟିଏ ମାଙ୍କଡ଼ ଗଛ ଉପରୁ ଡାଳ ସାହାର୍ଯ୍ୟ ରେ ଓହଳେଇ ନେବାକୁ ଚେଷ୍ଟା କରୁଥିଲା କିନ୍ତୁ ସେହି ନଦୀରେ ଅନେକ ବାଘ ମଧ୍ୟ ଥିଲେ ତେଣୁ ସେ ମାଙ୍କଡ଼ ଟି ଡରି ମଧ୍ୟ ଯାଉଥିଲା। ତେବେ କିଛି ସମୟ ଚେଷ୍ଟା ପରେ ସେ ନିଜ କାର୍ଯ୍ୟ ରେ ସଫଳ ହୋଇ ପାରିଥିଲା।

୩- ତୃତୀୟ ଭିଡିଓ ରେ ଗୋଟିଏ କୁକୁର ଓ ଗୋଟିଏ କୁକୁଡ଼ା ପରସ୍ପର ଉପରେ ଆକ୍ରମଣ କରିଥିଲେ ଯେପରି ଏକ ମହା ଯୁଦ୍ଧ ଚାଲିଛି ସେହି ପରି ଲାଗୁଥିଲା। ତେବେ କିଛି ସମୟ ଏହି ପରି ଆକ୍ରମଣ ଓ ଯୁଦ୍ଧ ପରେ କୁକୁର ଟି ହାର ମାନି ପଳାଇଥିଲା କିନ୍ତୁ କୁକୁଡ଼ା ଟି ତାକୁ ଛାଡିବା ଲୋକ ନୁହେଁ ସେ ମଧ୍ୟ ତା ପଛେ ପଛେ ତାକୁ ଗୋଡ଼ାଇବାକୁ ଲାଗିଲା।

୪- ଚତୁର୍ଥ ଭିଡିଓ ରେ ଜଣେ ଲୋକ ଏକ ବଡ଼ ଟିଭି ଧରି ଯାଉଥିଲା ତେବେ ସେହି ରାସ୍ତା ରେ ଗୋଟିଏ କୁକୁର ଆରାମ ରେ ଶୋଇଥିଲା ତେବେ ସେହି ଲୋକ ଟି କୁକୁର କୁ ଦେଖି ପାରି ନଥିଲେ ଏବଂ ତା ସହ ଧକ୍କା ହୋଇ ସେହି କୁକୁର ଉପରେ ପଡି ଯାଇଥିଲେ ତେବେ ଭାଗ୍ୟ ଭଲ କୁକୁର ରାଗିକି ନ କାମୁଡି ଦୌଡ଼ି ପଳାଇ ଥିଲା ନହେଲେ ସେହି ଲୋକ ଟିଭି ସହ ଆହୁରି କିଛି ମଧ୍ୟ ଭାଙ୍ଗି ଯାଇଥାନ୍ତା।

୫- ପଞ୍ଚମ ଭିଡିଓ ରେ ଜଣେ ଯୁବକ ଗାଡି ନେଇ ଯାଉଥିଲା ତେବେ ସେହି ସମୟରେ ଏକ ଗାଈ ରାସ୍ତାର ମଝିରେ ଠିଆ ହୋଇଥିଲା। ତେବେ ଗାଡି ଟି ସିଧା ସେହି ଗାଈ ର ମୁହଁ ପାଖରେ ଅଟକିଲା କିନ୍ତୁ ତଥାପି ସେ ଗାଈ ନ ଡରି ସେମିତି ଛିଡା ହୋଇଥିଲା। ତେବେ ଏହା କେଉଁ ପ୍ରକାରର ଢଂଗ ଲିଫ୍ଟ ମାଗିବା ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ମଧ୍ୟ ହେଉଛି। ତେବେ ଆପଣ ଙ୍କୁ ଏହି ଭିଡିଓ କିପରି ଲାଗୁଛି ନିଜର ମତାମତ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *