Stage ଉପରେ କମାଲ କଲେ Pragyan-Shankar, ଏମିତି Comedy ହସି ହସି ଦର୍ଶକଙ୍କ ପେଟ ଦରଜ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଦମଦାର ଅଭିନୟ ନିଜ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରଜ୍ଞାନ ଖଟୁଆ । ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ପ୍ରଜ୍ଞାନ ହେଉଛନ୍ତି ଜଣେ ହାସ୍ୟ ଅଭିନେତା । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ କାମ କରି ପ୍ରଜ୍ଞାନ ସଫଳତା ପାଇଛନ୍ତି ।

ଆମ ଓଡିଶାରେ ପ୍ରଜ୍ଞାନଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ପ୍ରଜ୍ଞାନ ନିଜ ଜବରଦସ୍ତ କମେଡି ଦ୍ଵାରା ସାରା ଓଡିଶା ବାସୀଙ୍କ ମନ ଜିତିଛନ୍ତି ଓ ପ୍ରଜ୍ଞାନ ନିଜ କମେଡି ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ମାସ ତଳେ ପ୍ରଜ୍ଞାନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ପ୍ରଜ୍ଞାନ ନିଜ ପ୍ରେମିକା ସୁନ୍ଦନ୍ଦାଙ୍କ ସହ ପ୍ରେମ ବିବାହ କରିଛନ୍ତି । ବିବାହ ପରଠାରୁ ପ୍ରଜ୍ଞାନ ବହୁତ ଚର୍ଚ୍ଚାରେ ରହିଥିଲେ । ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ପ୍ରଜ୍ଞାନ ଆଉ କିଛି କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ପ୍ରଜ୍ଞାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ପ୍ରଜ୍ଞାନଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ପ୍ରଜ୍ଞାନଙ୍କ ଏହି ଭିଡିଓ ଦେଖିଲେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଓଡିଶା ପୋଲିସ ଫାଉଣ୍ଡେସନ ଡେରେ ପ୍ରଜ୍ଞାନ ଏକ ସ୍ଟେଜ ସୋ କରିଥିଲେ । ଏହି ସ୍ଟେଜ ସୋରେ ସେ ଜବରଦସ୍ତ କମେଡି କରୁଥିବାର ନଜର ଆସୁଛନ୍ତି । ତା ହେଲେ ଆପଣ ମାନଙ୍କୁ ପ୍ରଜ୍ଞାନଙ୍କ ଏହି କମେଡି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *