କେଡେ ଚତୁର ଏ କୁନି ପିଲା, କେତେ ସହଜରେ ଧରୁଛି 5 କିଳିଆ ରୋହି, ଭାକୁର, ଭିଡିଓ ସେୟାର କରି Anand Mahindra ଲେଖିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ କୁନି ପିଲାଟିଏ । ବ୍ୟାଗ୍‌ ଧରି ଆସିଲା ।

ବ୍ୟାଗ୍‌ ଭିତରୁ ଅରଟ ବାହାର କଲା । ଅରଟର ଅଗରେ ଲାଗିଥିଲା ବନିସି । ବନିସି କଂଣ୍ଟା ବାହାର କରି । ସେଥିରେ ଅଟାଗୁଳା ଖଞ୍ଜି ଦେଲା । ଆଉ ବନିସିକୁ ପାଣି ଭିତରକୁ ଫିଙ୍ଗି ଦେଲା । ଆଣିଥିବା ବ୍ୟାଗ୍‌କୁ ସପ ଭଳି ପକାଇ ବସିପଡ଼ିଲ । ତା ପରେ ଯାହା ହେଲା ଆପଣ ଦେଖିକି ଆଶ୍ଚର୍ଯ୍ୟ ହୋଇଯିବେ ।କିଛି ସମୟ ବସିବା ପରେ ଆସିଲା ପରୀକ୍ଷାର ଫଳ ।

ବଡ ବଡ ଦୁଇଟି ମାଛ ଗୋଟିଏ ରୋହି ଓ ଆଉ ଗୋଟେ ଭାକୁର ବ୍ୟାଗରେ ଧରି ଘରକୁ ବାହାରିଲା । ଏହି ଭିଡିଓଟି ନିଜେ ଆନନ୍ଦ ମହିନ୍ଦ୍ରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓ ସେୟାର କରି ସେ ଲେଖିଛନ୍ତି, ଦୃଢ ସଂକଲ୍ପ ଯୁକ୍ତ ସରଳତା ଯୁକ୍ତ ଧର୍ଯ୍ୟ ହେଉଛି ସମାନ ସଫଳତା । ଦୃଢ ସଂକଲ୍ପ, ସରଳତା ଓ ଧର୍ଯ୍ୟ ରହିଲେ ସଫଳତା ଆପେ ଆପେ ଆସେ ବୋଲି ଲେଖିଛନ୍ତି ଆନନ୍ଦ ମହିନ୍ଦ୍ରା ।

ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଏହି କୁନି ପିଲାର କାମ ଦେଖି ସମସ୍ତ ଲୋକ ପ୍ରଶଂସା କରୁଛନ୍ତି । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି କୁନି ପିଲାର ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *