ମୃତ ACF ସୌମ୍ୟ ବାପାଙ୍କ ବିସ୍ଫୋରକ ଅଭିଯୋଗ, ପାରଳାଖେମୁଣ୍ଡି ହସ୍ପିଟାଲରେ ହୋଇଥିଲା ଜଘନ୍ୟକାଣ୍ଡ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି ଶୁଣି ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୩ ଘଣ୍ଟା କାଳ ହସ୍ପିଟାଲରେ ରଖି କା-ଟି ଦେଇଛନ୍ତି ସୌମ୍ୟ ଙ୍କ ଜିଭ । ମୃ-ତ ଏସସିଏଫ ସୌମ୍ୟ ବାପାଙ୍କ ବି-ସ୍ଫୋ-ର-କ ଅ-ଭି-ଯୋ-ଗ । ପାରଳାଖେମୁଣ୍ଡି ହସ୍ପିଟାଲରେ ହୋଇଥିଲା ଏଭଳି ଜ-ଘ-ନ୍ୟ କା-ଣ୍ଡ । ଡିଏଫଓ ଙ୍କ ଇସାରା ରେ ସାଂଘାତିକ ଷ-ଡ଼-ଯ-ନ୍ତ୍ର । ଏସ୍ସିଏଫ ସୌମ୍ୟ ରଞ୍ଜନ ଙ୍କ ମୃ-ତ୍ୟୁ ସସପେନ୍ସ ରୁ ପରଦା ହଟାଇ ପାରିବ କି କ୍ରା-ଇ-ମ-ବ୍ରାଞ୍ଚ  ?   ଏହି ପ୍ରଶ୍ନ ଭିତରେ ସୌମ୍ୟ ଙ୍କ ବାପା ଙ୍କ ଅଭିଯୋଗ ପୁଣି ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ତାଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି କାହିଁକି ସଙ୍କଟାପନ୍ନ ସୌମ୍ୟ ଙ୍କୁ ତିନି ଘଣ୍ଟା କାଳ ପାରଳାଖେମୁଣ୍ଡି ହସ୍ପିଟାଲରେ ରଖା ଯାଇଥିଲା । ସେଠାରେ ଜିଲ୍ଲାପାଳ, ଏସ୍ପି, ଡିଏଫଓ, ବିଦ୍ୟା ଭାରତୀ ଓ ଓଆଇସି ମମତା ପଣ୍ଡା ଥିଲେ । ସୌମ୍ୟ ଙ୍କ ଜିଭ କୁ ସେଠାରେ କା-ଟି-ଦି-ଆ ଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ସୌମ୍ୟ ଙ୍କ ବାପା । ଏହା ସହିତ ସମସ୍ତଙ୍କୁ କୋର୍ଟ କୁ ଟାଣିବେ ବୋଲି ମଧ୍ୟ କହିଛନ୍ତି ।

ସନ୍ଦେହ ଘେର ରେ ଗଜପତି ପୋଲିସ ର ତ-ଦ-ନ୍ତ । ଡିଏଫଓ ସଂଗ୍ରାମ ବେହେରା, ବିଦ୍ୟା ଭାରତୀ ଓ ଓଆଇସି ମମତା ପଣ୍ଡା ଙ୍କ ଭୂମିକା ସ-ନ୍ଦେ-ହ ଜନକ । ବର୍ତ୍ତମାନ ବି ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି ହୋଇଛି । ଘଟଣା ର ପ୍ରାୟ ମାସେ ପରେ ଆଉ ପ୍ରମାଣ ଥିବ କି ? କାହିଁକି ବଦଳି କରାଗଲା ନାହିଁ ଡିଏଫଓ ଙ୍କୁ ? ଡିଏଫଓ ତଦନ୍ତ କୁ ପ୍ରଭାବିତ କରି ନଥିବେ କି ? କେଉଁ ଆଧାରରେ ଗଜପତି ପୋଲିସ ଡିଏଫଓ ଙ୍କୁ ଦେଇଦେଲା କ୍ଲିନ ଚିଟ୍ ?

ଘଟଣା ଦିନ ନଥିଲା ପରେ କିଭଳି ବିଦ୍ୟା ଭାରତୀ ଙ୍କ ହାତରେ ହେଲା ପୋ-ଡ଼ା ଦାଗ ? ହସ୍ପିଟାଲ ରୁମ୍ ରେ କଣ କରୁଥିଲେ ଡିଏଫଓ ? କାହିଁକି ଆମ୍ବୁଲାନ୍ସ କୁ ଏତେ ସମୟ ପର୍ଯ୍ୟନ୍ତ ଅଟକାଇ ଥିଲେ ମମତା ପଣ୍ଡା ? ସେପଟେ ହାଇକୋର୍ଟ ଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିଛନ୍ତି ସୌମ୍ୟ ଙ୍କ ପରିବାର । କ୍ରା-ଇ-ମବ୍ରାଞ୍ଚ ସୌମ୍ୟ ଙ୍କ ମୃ-ତ୍ୟୁ ସସପେନ୍ସ ରୁ ପରଦା ହଟାଇ ପାରିବ ତ ? ନା ସୌମ୍ୟ ଙ୍କ ଏହି ମୃ-ତ୍ୟୁ ଘଟଣା କୁ ମିଳିମିଶି ଚାପିଦେବେ ସମ୍ପୂର୍ଣ୍ଣ ଟିମ୍ ? ସୌମ୍ୟ ଙ୍କ ମୃ-ତ୍ୟୁ ର ସସପେନ୍ସ ବର୍ତ୍ତମାନ ଏଭଳି କିଛି ପ୍ରଶ୍ନ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *