ଦେଶ ଛାଡିବା ପୂର୍ବରୁ 1 ହେଲିକ୍ୟାପ୍ଟର, 4 ଟି କାର ରେ ଟଙ୍କା ଭରି ନେଇଗଲେ ଆଫଗାନିସ୍ଥାନ ରାଷ୍ଟ୍ରପତି Ashraf Ghani

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନ ଉପରେ କବଜା କରିବା ପରେ ସମସ୍ତଙ୍କ ନଜର ସେହି ଦୁଇଟି ଦେଶ ଉପରେ ରହିଛି । ତେବେ ଏହି ଭିତରେ ଆଫଗାନିସ୍ତାନ ର ରାଷ୍ଟ୍ରପତି ଅସରଫ ଗାନି ତାଲିବାନ ର ଅ-ତ୍ୟା-ଚା-ର ଭିତରେ ଆଫଗାନିସ୍ତାନ କୁ ଛାଡି ଦେଇ ନିଜେ ଦେଶ ଛାଡି ଫେ-ରା-ର ହୋଇ ଯାଇଥିଲେ ତେବେ ସେତିକି ନୁହେଁ ବରଂ ନିଜ ସହ ଟଙ୍କା ପଇସା ମଧ୍ୟ ନେଇ ପଳେଇ ଥିଲେ । ତେବେ ଆସନ୍ତୁ ବିସ୍ତାର ପୁର୍ବକ ଆଲୋଚନା କରିବା ।

ତେବେ ତାଲିବାନ ର ଆଫଗାନିସ୍ତାନ ଉପରେ ଆ-କ୍ର-ମ-ଣ ଏବଂ ଗୋଟିଏ ପରେ ଗୋଟିଏ ସ୍ଥାନ ଏବଂ ରାଜ୍ୟ କୁ ନିକ କ-ବ-ଜା ରେ କରିବାରେ ଲାଗିଛି ଅଗଣିତ ଲୋକଙ୍କ ମୃ-ତ୍ୟୁ ମଧ୍ୟ ହୋଇ ସାରିଲାଣି । ତେବେ ଏହା ଭିତରେ ଯେତେବେଳେ ତାଲିବାନ ଆଫଗାନିସ୍ତାନ ର ରାଜଧାନୀ କାବୁଲ କୁ କ-ବ-ଜା ରେ ନେଲା ଏବଂ ରାଷ୍ଟ୍ର ଭବନ ଉପରେ ଆ-କ୍ର-ମ-ଣ କରିବା ପାଇଁ ଚାହିଁଲା ତେବେ ସେତେବେଳେ ସେ ରାଷ୍ଟ୍ର ଭଵନ କୁ ଛାଡି ଏବଂ ଦେଶ ଛାଡି ଫେ-ରା-ର ହୋଇ ଯାଇଥିଲେ ।

ତେବେ କାବୁଲ ରେ ସ୍ଥିତ ୠଷି ଦୂତାବାସ ର ପ୍ରବକ୍ତା ନିକିତା ଙ୍କ ଅନୁସାରେ ଅସରଫ ଯେତେବେଳେ ଦେଶ ଛାଡି ପଳାଉ ଥିଲେ ସେତେବେଳେ ସେ ନିଜ ସଙ୍ଗରେ ଏରୋପ୍ଲେନ ଏବଂ ଚାରଟି କାର ଭିତରେ ଭର୍ତ୍ତି କରି ଟଙ୍କା ପଇସା କୁ ନେଇ ଚାଲି ଯାଇଛନ୍ତି । ତେବେ ଅସରଫ ନିଜ ବଚାଵ ରେ ଫେ-ସ-ବୁ-କ- ର ନିଜର ଏକ ପୋ-ଷ୍ଟ ରେ ସେ କହିଛନ୍ତି କି ଯଦି ମୁଁ ଦେଶ ଛାଡ଼ି ନଥାନ୍ତି ତେବେ ତାଲିବାନ ମାନେ ବହୁତ ହ-ଇ-ରା-ଣ କରିଥାନ୍ତି ଏବଂ ର-କ୍ତ ର ନଦୀ ବହି ଥାନ୍ତା ।

ତେଣୁ ସେ ଆଫଗାନିସ୍ତାନ ଛାଡି ପଳାଇ ଆସିଛି । ଏହା ସହ ଏହି ୬୦ ଲକ୍ଷ ଲୋକଙ୍କ ଜୀଵନ ଉପରେ ବହୁତ ବଡ଼ ବିପଦ ମଧ୍ୟ ଆସି ଥାନ୍ତା ତେଣୁ ର-କ୍ତ ର ନଦୀ ବହିବା ଅପେକ୍ଷା ମୁଁ ଦେଶ ଛାଡି ପଳାଇବା ଭଲ । ତେବେ ସୂଚନା ଅନୁସାରେ ସେ ଆଫଗାନିସ୍ତାନ ଛାଡି ତାଜକିସ୍ଥାନ ର ଶରଣ ନେଇଥାନ୍ତେ କିନ୍ତୁ ତାଜକିସ୍ଥାନ ତାଙ୍କ ବିମାନ କୁ ତଳକୁ ଓଲ୍ହାଇ ଦେଲା ନାହିଁ ତେବେ ସେ ଓମାନ ରେ ଅଛନ୍ତି ଏବଂ ବହୁତ ଶୀଘ୍ର ଏରିକା ପଳାଇବେ ।

ଏହା ସହ ଅସରଫ ତାଲିବାନ କୁ ଏହା କହିଛନ୍ତି କି ନିଜ କବ୍ଜା ରେ ନେଉଛ ସେତେବେଳେ ତାକୁ ସମ୍ମାନ, ପିଲା ଏବଂ ମହିଳା ଙ୍କୁ ସ୍ୱାଧୀନତା ତଥା ଅଧିକାର ପ୍ରାପ୍ତ କରନ୍ତୁ ଏବଂ ର-କ୍ତ ର ଧା-ରା କୁ ନ ବୋହାଇ ଶାନ୍ତି ପୂର୍ଣ୍ଣ ସହ ନିବାସ କରିବାକୁ ଅନୁରୋଧ କରିଛନ୍ତି । ତେବେ ଆମେ ମଧ୍ୟ ଆଫଗାନିସ୍ତାନ ପାଇଁ ପାର୍ଥନା କରୁଛୁ ।

Leave a Reply

Your email address will not be published. Required fields are marked *