ପରାଜିତ ପ୍ରାର୍ଥୀଙ୍କୁ ମନେ ପଡିଲା ଖର୍ଚ୍ଚ କଥା,ଫେରସ୍ତ ମାଗୁଛନ୍ତି ଭୋଜି ଟଙ୍କା ! ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଏହି ଭାଇରାଲ ଅଡିଓ, ଶୁଣନ୍ତୁ…

ବନ୍ଧୁଗଣ ଗତ କିଛି ଦିନ ହେବ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ମାହୋଲ ବହୁତ ଗରମ ଥିଲା । ତେବେ ଏହି ପଞ୍ଚାୟତ ନିର୍ବାଚନରେ ଓଡିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ପ୍ରାର୍ଥୀ ମାନଙ୍କୁ ଛିଡା କରାଇ ପ୍ରଚାର ପ୍ରସାର କରୁଥିଲେ । ବନ୍ଧୁଗଣ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଶେଷ ହୋଇସାରିଛି ଓ ରେସଲ୍ଟ ମଧ୍ୟ ବାହାରି ସାରିଛି ତେବେ ଏହାରି ମଧ୍ୟରେ ବିଜେଡି ଏକ ନମ୍ବର ସ୍ଥାନରେ ଅଛି ।

ପ୍ରାର୍ଥୀ ମାନଙ୍କ ମଧ୍ୟରେ ନିର୍ବାଚନରେ ଘମାଘୋଟ ଭୋଟ ଲଢେଇ ହୋଇଥିଲା ତେବେ କେତେକ ପ୍ରାର୍ଥୀ ଜିତିଥିବା ବେଳେ କେତେକ ପ୍ରାର୍ଥୀ ହାରି ଯାଇଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଭୋଟ ପାଇବା ଆଶାରେ ପ୍ରାର୍ଥୀ ମାନେ ଜନସାଧାରଣଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ଭାବନ୍ତୁ ଯଦି ଗୋଟେ ପ୍ରାର୍ଥୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ସେ ହାରିଯାଏ ତା ହେଲେ ସେ କଣ କରିବ ।

କିଏ ଜମି ତ କିଏ ଘର ଓ କିଏ ଲୋନ ନେଇ ନିର୍ବାଚନ ଲଢୁଛି । ତେବେ ଏହାରି ମଧ୍ୟରେ ଏକ ଅଡିଓ କଲ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଅଡିଓ କଲ୍ ଟିକୁ ଶୁଣିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ଏହି ଅଡିଓ କଲ୍ ଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଲୋକମାନେ ଏହି ଅଡିଓ କଲ୍ ଟିକୁ ଶୁଣିବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଡିଓ କଲ୍ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ନିର୍ବାଚନ ପୂର୍ବରୁ ଜଣେ ପ୍ରାର୍ଥୀ ଭୋଟ ପାଇବା ଆଶାରେ ଲୋକ ମାନଙ୍କୁ ଭରପୁର ମାତ୍ରାରେ ମଦ ଓ ଚିକେନ ବାଣ୍ଟି ଥିଲେ । ତେବେ ନିର୍ବାଚନ ହାରିବା ପରେ ସେ ଟଙ୍କା ଫେରସ୍ତ ମାଗୁଛନ୍ତି । ନିର୍ବାଚନରେ ସେ ମଦ ଓ ଭୋଜି ପାଇଁ ଯେତେ ଟଙ୍କା ଖର୍ଚ୍ଚ କରିଥିଲେ ସେହି ସବୁ ଟଙ୍କା ଫେରସ୍ତ ମାଗୁଛନ୍ତି ।

ବନ୍ଧୁଗଣ ଏହି ଅଡିଓ କଲ୍ କୁ ନେଇ ସବୁ ଆଡେ ଚର୍ଚ୍ଚା । ହେଲେ କିଏ ଏହି ମହାନ ଲୋକ ଜଣକ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *