ଦେଖନ୍ତୁ ସାଙ୍ଗ ମାନଙ୍କ ସହ ଜବରଦସ୍ତ ଡ୍ୟାନ୍ସ ହିରୋଇନ Jhilik Bhattacharya, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଝିଲିକ ଭଟ୍ଟାଚାର୍ଜ୍ୟ  । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଝିଲିକଙ୍କ ଦମଦାର ଅଭିନୟ ତ ନିଶ୍ଚୟ ଦେଖିଥିବେ । ଝିଲିକ ନିଜ ସୁନ୍ଦରତା ଓ ନିଜ ରିଲ୍ସ ଭିଡିଓ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଝିଲିକ ନିଜର ଦମଦାର ଅଭିନୟ ପଦର୍ଶନ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ଆସିବା ଦିନରୁ ଝିଲିକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଭିଡିଓ ଓ ଫଟୋ ସେୟାର କରନ୍ତି ତାଙ୍କର ସମସ୍ତ ଫଟୋ ଭିଡିଓ ଦେଖୁ ଦେଖୁ ଭାଇରାଲ ହୋଇଯାଏ । ତେବେ ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଝିଲିକ ଗତ କିଛି ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଓଡିଆ ବୋହୁ ସାଜି ଛନ୍ତି ଝିଲିକ ।

ସେ ବିବାହ କରିବା ପରେ ଫିଲ୍ମ ଦୁନିଆରୁ କିଛି ଦିନ ପର୍ଯ୍ୟନ୍ତ ଦୂରେଇ ରହିଥିଲେ ହେଲେ ଏବେ ସେ ନିଜ ଫିଲ୍ମ କାରିୟରକୁ ଜାରି ରଖିଛନ୍ତି । ବନ୍ଧୁଗଣ ଆଗାମୀ ଦିନରେ ତାଙ୍କର ନୂଆ ଫିଲ୍ମ ‘ରୁଦ୍ରାଣୀ’ ଆସିବାକୁ ଯାଉଛି । ନିଜ ନୂଆ ଫିଲ୍ମ ପାଇଁ ମଧ୍ୟ ଝିଲିକ ଏବେ ଚର୍ଚ୍ଚାରେ ରହୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଝିଲିକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଝିଲିକଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଏହି ଭିଡିଓଟିକୁ ଝିଲିକଙ୍କ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓରେ ଝିଲିକ ନିଜ ସାଙ୍ଗ ମାନଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ଝିଲିକଙ୍କ ଲୁକ୍ ମଧ୍ୟ ବହୁତ ଭଲ ଅଛି । ତାଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓକୁ ବେସ ପସନ୍ଦ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ଝିଲିକଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *