ହାତରେ ଥିବା ପାପୁଲିର ରେଖାରୁ ଜାଣନ୍ତୁ ନିଜର ଧନଯୋଗ ! ଏହି ରେଖା ଆପଣଙ୍କ ହାତରେ ଅଛି କି ! Palm astrology

ହାତର ଧନରେଖାରୁ ଜାଣନ୍ତୁ ଆପଣ କେତେ ଧନୀ ! ବନ୍ଧୁଗଣ ହାତର ପାପୁଲିରେ ଥିବା ରେଖା ଗୁଡିକର ମହତ୍ଵ ଆମ ଜୀବନରେ ବହୁତ ଅଧିକ ମହତ୍ଵ ରହିଥାଏ । ସେହି ରେଖା ଗୁଡିକ ଦେଖି ଆମେ ନିଜର ଭାଗ୍ୟ ଭବିଷ୍ୟତ ସମ୍ପର୍କରେ ମଧ୍ୟ କିଛି ସୂଚନା ପାଇପାରିବା । ବାହାଘର, ପିଲାଛୁଆ ଓ ଆପଣଙ୍କର ଧନଯୋଗ ଏହିଭଳି ଅନେକ କିଛି ତଥ୍ୟ ଆପଣଙ୍କ ହାତର ପାପୁଲିରେ ହିଁ ଲୁଚି ରହିଥାଏ । ଯାହା ଆପଣ ନିଜର ହାତର ପାପୁଲିକୁ ଦେଖି ଜାଣିପାରିବେ ।

ତେବେ ସମସ୍ତଙ୍କ ହାତରେ ଅନ୍ୟ ରେଖା ଗୁଡିକ ପରି ଧନରେଖା ମଧ୍ୟ ରହିଥାଏ । ସବୁ ଲୋକଙ୍କ ହାତରେ ଗୋଟିଏ ଜାଗାରେ ଧନ ରେଖା ନଥାଏ । ଅଲଗା ଅଲଗା ଜାଗାରେ ମଧ୍ୟ ହାତରେ ଧନରେଖା ଦେଖିବାକୁ ମିଳିଥାଏ । 1- ହାତର ମଣୀବନ୍ଧ ଠାରୁ ଏକ ରେଖା ବାହାରି ଯଦି ଶନି ପର୍ବତ ପର୍ଯ୍ୟନ୍ତ ପହଞ୍ଚିଥାଏ ।

ପୁଣି ସେହି ରେଖାର ଚନ୍ଦ୍ର ପର୍ବତରୁ ଅନାମିକା ଆଙ୍ଗୁଠି ପର୍ଯ୍ୟନ୍ତ ଆସିଥାଏ । ଏହାକୁ ମହାଲକ୍ଷ୍ମୀ ଯୋଗ କୁହାଯାଇଥାଏ । ଏଭଳି ରେଖା ଯେଉଁ ଲୋକଙ୍କ ହାତରେ ରହିଥାଏ । ସେହି ଲୋକଙ୍କୁ ମହାଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ ।

2- ଯେଉଁ ଲୋକଙ୍କ ହାତରେ ଗୁରୁ, ଚନ୍ଦ୍ରମା, ଶୁକ୍ର ଓ ବୁଦ୍ଧ ପର୍ବତ ଉଠିକି ରହିଥାନ୍ତି । ତାଙ୍କ ଜୀବନରେ ରାଜଲକ୍ଷ୍ମୀ ଯୋଗ ବନିଥାଏ । ଯାହା ବ୍ୟକ୍ତିର ଭାଗ୍ୟକୁ ଚମକାଇ ଦେଇଥାଏ । ଏଭଳି ଲୋକଙ୍କ ଉପରେ ମା’ ଲକ୍ଷ୍ମୀଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିଥାଏ । ଏଭଳି ଲୋକ ନିଜ ଜୀବନ କାଳ ମଧ୍ୟରେ ରାଜା ଭଳି ସୁଖ ଓ ଆନନ୍ଦ ମଧ୍ୟ ପାଇଥାନ୍ତି । ତେଣୁ ଅଭାବ, ଅନାଟନ ଦେଇ ଏମାନଙ୍କୁ ଗତି କରିବାକୁ ପଡିନଥାଏ ।

3- ଯେଉଁ ଲୋକର ହାତର ମଣୀବନ୍ଧ ଠାରୁ ବୁଧ ରେଖା, ଶୁକ୍ର ରେଖା ଓ ଭାଗ୍ୟ ରେଖା ବାହାରିଥାଏ । ଏହାକୁ ନବଲକ୍ଷ୍ମୀ ଯୋଗ ବୋଲି କୁହାଯାଇଥାଏ । ଏହି ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ନିଜର ପରିଶ୍ରମ ଦ୍ଵାରା ନିଜର ବନ୍ଦ ଥିବା ଭାଗ୍ୟକୁ ମଧ୍ୟ ଖୋଲିବାରେ ସମର୍ଥ ହୋଇପାରିଥାନ୍ତି । ତେବେ ବନ୍ଧୁଗଣ ଆମ ହାତର ପାପୁଲିରେ ଥିବା ରେଖା ଗୁଡିକ ଆମକୁ ଅନେକ ସଂକେତ ଦ୍ଵାରା ଅନେକ କିଛି ସୂଚନା ଦେଇପାରିଥାନ୍ତି । ତେବେ ବନ୍ଧୁଗଣ ପୋଷ୍ଟଟି କିପରି ଲାଗିଲା ?

ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ନିହାତି ଭାବେ ଜଣାନ୍ତୁ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *