କେଉଁ ନଦୀର ପାଣି ସବୁବେଳେ ଗରମ ରହିଥାଏ ? 15+ Interesting Gk question with answer

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।

1- ବର୍ତ୍ତମାନ ଭାରତର ସବୁଠାରୁ ଧନୀ ବ୍ୟକ୍ତି କିଏ ଅଛନ୍ତି ?

ଉତ୍ତର;- ବର୍ତ୍ତମାନ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ।

2- ନାଳନ୍ଦା ବିଶ୍ଵବିଦ୍ୟାଳୟ କିଏ ନିର୍ମାଣ କରିଥିଲେ ?

ଉତ୍ତର;- ନାଳନ୍ଦା ବିଶ୍ଵବିଦ୍ୟାଳୟ କୁମାରଗୁପ୍ତ ନିର୍ମାଣ କରିଥିଲେ ।

3- ରାଷ୍ଟ୍ରୀୟ ବିଜ୍ଞାନ ଦିବସ କେବେ ପାଳନ କରାଯାଏ ?

ଉତ୍ତର;- ରାଷ୍ଟ୍ରୀୟ ବିଜ୍ଞାନ ଦିବସ ଫେବୃଆରି 28 ତାରିଖରେ ପାଳନ କରାଯାଇଥାଏ ।

4- ଶୂନ ର ଉଦ୍ଭାବନ କିଏ କରିଥିଲେ ?

ଉତ୍ତର;- ଶୂନ ର ଉଦ୍ଭାବନ ଆର୍ଯ୍ୟଭଟ୍ଟ କରିଥିଲେ ।

5- ଭାରତର ପ୍ରଥମ ରଙ୍ଗୀନ ଚଳଚିତ୍ରର ନାମ କଣ ଥିଲା ?

ଉତ୍ତର;- ଭାରତର ପ୍ରଥମ ରଙ୍ଗୀନ ଚଳଚିତ୍ରର ନାମ ହେଉଛି କିସାନ କନ୍ୟା ।

6- ଭାରତର ସର୍ବୋଚ୍ଚ ନାଗରିକ ପୁରଷ୍କାର କଣ ଅଟେ ?

ଉତ୍ତର;- ଭାରତର ସର୍ବୋଚ୍ଚ ନାଗରିକ ପୁରଷ୍କାର ଭାରତ ରତ୍ନ ।

7- ବିଶ୍ଵର କେଉଁ ନଦୀର ପାଣି ଗରମ ରହିଥାଏ ?

ଉତ୍ତର;- ବିଶ୍ଵର ନୀଳ ନଦୀର ପାଣି ଗରମ ରହିଥାଏ ।

8- Statue of unity ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର;- ଏହା ଭାରତର ଗୁଜୁରାଟ ରାଜ୍ୟରେ ଅବସ୍ଥିତ ।

9- ଭାରତର କେଉଁ ରାଜ୍ୟରେ ପାକିସ୍ତାନ ନାମ ଥିବା ଗ୍ରାମ ରହିଛି ?

ଉତ୍ତର;- ଭାରତର ବିହାରରେ ପାକିସ୍ତାନ ନାମ ଥିବା ଗ୍ରାମ ରହିଛି ।

10- ମୁମ୍ବାଇ କେଉଁ ରାଜ୍ୟର ରାଜଧାନୀ ଅଟେ ?

ଉତ୍ତର;- ମୁମ୍ବାଇ ମହାରାଷ୍ଟ୍ରର ରାଜଧାନୀ ଅଟେ ।

11- ଚିଲିକା ହ୍ରଦ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର;- ଚିଲିକା ହ୍ରଦ ଭାରତର ଓଡିଶାରେ ଅବସ୍ଥିତ ।

12- ହୀରାକୁଦ ନଦୀବନ୍ଧ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର;- ହୀରାକୁଦ ନଦୀବନ୍ଧ ଭାରତର ଓଡିଶା ରାଜ୍ୟରେ ଅବସ୍ଥିତ ।

13- ହୀରାକୁଦ ନଦୀବନ୍ଧ ଓଡିଶାର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର;- ହୀରାକୁଦ ନଦୀବନ୍ଧ ଓଡିଶାର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ।

14- ଭାରତରେ ପ୍ରଥମେ ଯାତ୍ରୀବାହୀ ଟ୍ରେନ କେବେ ଚାଲିଥିଲା ?

ଉତ୍ତର;- ଭାରତରେ ପ୍ରଥମେ ଯାତ୍ରୀ ବାହୀ ଟ୍ରେନ 1853 ମସିହାରେ ଚାଲିଥିଲା ।

15- କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା ?

ଉତ୍ତର;- କଳିଙ୍ଗ ଯୁଦ୍ଧ 261 ପୂର୍ବଖ୍ରୀଷ୍ଟରେ ହୋଇଥିଲା ।

ତେବେ ଆପଣ ମାନଙ୍କୁ ପୋଷ୍ଟଟି କିପରି ଲାଗିଲା ? ଆମକୁ କମେଣ୍ଟ କରିକି ଜଣାନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *