Odia Jokes- ପପୁ- ମମ୍ମୀ କାଲି ପାପା କାମବାଲି ସହିତ ସୋଫା ଉପରେ….ମମ୍ମୀ- ଏବେ ନୁହଁ ପୁଅ, ଯେତେବେଳେ ରାତିରେ …

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ଲୋକ ନିଜ କାମରେ ବ୍ୟସ୍ତ ରହୁଛନ୍ତି । ତାଙ୍କ ରୋଜଗାର କରିବା ପାଇଁ ଲୋକ ମାନେ ଦିନ ରାତି କଷ୍ଟ କରୁଛନ୍ତି ।

ଯାହାଫଳରେ ସେମାନେ ନିଜ ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଇପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ଖୁସି ଆଣିବା ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ବନ୍ଧୁଗଣ ଏହି ସବୁ ଜୋକ୍ସ ଗୁଡିକୁ ଆପଣ ମାନେ ପଢିଲେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଗୋଟେ ଗାଁର ପୁଅ ସହର ଝିଅକୁ ପଟେଇବା ପାଇଁ ଚେଷ୍ଟା କରୁଥିଲା…

ପୁଅ ସେହି ଝିଅର ସାଙ୍ଗକୁ କହିଲା- ଦେଖ ତମ ସାଙ୍ଗର କେତେ ‘attitude’ ଅଛି ।

ଝିଅର ସାଙ୍ଗ- ‘attitude’ର ସ୍ପେଲିଙ୍ଗ କହିଲୁ ?

ପୁଅ- ନାହିଁ ‘attitude’ ନୁହେଁ ‘ego’ କଥା କହୁଥିଲି ।

୨. ସ୍ଵାମୀ ସ୍ତ୍ରୀ ଝଗଡା ହେବା ପରେ ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ତମେ ଏହି ସାରା ଦୁନିଆରେ ମୋ ପରିକା ସ୍ତ୍ରୀ ପାଇବ ନାହିଁ ।

ସ୍ଵାମୀ- ତମେ ନିଜକୁ କଣ ଭାବୁଛ ?

ମୁ ତମ ପରିକା ଆଉ ଗୋଟେ ଖୋଜିପାରିବି ।

୩. ଶିକ୍ଷକ- ପପୁ ଗୋଟେ କାହାଣୀ କହୁନ…

ପପୁ- ମୁ ଥରେ ମୋ ଗାର୍ଲଫ୍ରେଣ୍ଡକୁ ଫୋନ କରିଲି ହେଲେ ସେ ସେତେବେଳେ ସୋଇପଡିଥିଲା,

ତା ପରେ ମୋ ଗାର୍ଲଫ୍ରେଣ୍ଡ ମତେ ଫୋନ କରିଲା ସେତେବେଳେ ମୁ ସୋଇପଡିଥିଲି ।

ଶିକ୍ଷକ- ଯେମିତି କରିବ ସେମିତି ଭୋଗିବ…

୪. ଥରେ ପପୁ ନିଜ ଘରର କବାଟକୁ ଖୋଲି କାନ୍ଧ ଉପରେ ରଖି ବଜାର ଯାଉଥିଲା…

ଗୋଟେ ଲୋକ ପପୁକୁ କହିଲା- କଣ ଭାଇ କବାଟ ବିକିବାକୁ ଯାଉଛ ?

ପପୁ- ନାହିଁ ତାଲା ଖୋଲିବାକୁ ଯାଉଛି, ମୋ ଚାବି ହଜିଯାଇଛି ।

ଲୋକ- ଯଦି ଘରେ ଚୋର ପଶିଯିବ ତା ହେଲେ ?

ପପୁ- ଆରେ ଭାଇ ତମେ କଣ ମୂର୍ଖ ଅଛ କି ?, ଛୋଟ କେମିତି ଘର ଭିତରକୁ ଯିବ କବାଟ ତ ମୋ ପାଖରେ ଅଛି ।

୫. ଶାଶୁ ରାଗିକି- ମୁ କେତେ ଥର କହିଛି ବୋହୁ ଯେ ମଥାରେ ବିନ୍ଦି ଲଗେଇ ବାହାରକୁ ଯିବ ।

ବୋହୁ- ହେଲେ ମା ଟପ୍ ରେ ବିନ୍ଦି କିଏ ଲଗାଏ ?

ଶାଶୁ ମା ରାଗିକି କହିଲା- ମୁ କେତେବେଳେ କହିଲି ଯେ, ତୁ ଡ୍ରେସ ଉପରେ ବିନ୍ଦି ଲଗା । ମୁ ତ କହିଲି ତୁ ନିଜ ମଥାରେ ବିନ୍ଦି ଲଗା ।

୬- ପଡୋଶୀ- ଆରେ ସାଙ୍ଗ ତୋ ଘରୁ ସବୁବେଳେ ହସିବାର ଆବାଜ ଆସୁଛି । ଏତେ ସୁଖମୟ ଜୀବନର ରହସ୍ୟ କଣ ?

ପପୁ- ସାଙ୍ଗ କଥା କଣ କି, ମୋ ସ୍ତ୍ରୀ ମତେ ସବୁଦିନ ଜୋତାରେ ମା-ରୁ-ଛି ।

7- ପପୁ- ମମ୍ମୀ କାଲି ପାପା କାମବାଲି ସହିତ ସୋଫା ଉପରେ….

ମମ୍ମୀ- ଏବେ ନୁହଁ ପୁଅ,

ଯେତେବେଳେ ରାତିରେ ପାପା ଆସିବେ ସେତେବେଳେ କହିବୁ

ପାପା ଆସିବା ମାତ୍ରେ

ମମ୍ମୀ- ହଁ ପୁଅ, ଏବେ କହ କି କଣ ହେଲା ???

ପପୁ- ପାପା କାଲି କାମବାଲି କୁ ସୋଫା ଉପରେ ଶୁଆଇ

ଶର୍ମା ଅଙ୍କଲ ତୁମ ସହ ଯାହା କରନ୍ତି, ସେଇଆ କରୁଥିଲେ

ଯେତେବେଳେ ମୋ ଦେହରେ ଜୋତା ବାଜି ଯାଉଛି ସେତେବେଳେ ସେ ଜୋର ଜୋର ସେ ହସୁଛି । ଯଦି ଜୋତା ନବାଜେ ତା ହେଲେ ମୁ ହସେ- ଏହିପରି ଭାବରେ ଆମ ଜୀବନ ଅତିବାହିତ ହେଉଛି ଆଉ । ପଡୋଶୀ ବେହୋସ ।

Leave a Reply

Your email address will not be published. Required fields are marked *