ଛୁଆ ପିଲା ହେଉନି କି ? ଜାଣନ୍ତୁ ଏମିତି କ’ଣ କଲେ ଆପଣ ହୋଇପାରିବେ ଗର୍ଭବତୀ, ୧୦୦% ଗ୍ୟାରେଣ୍ଟି- Dr. Chinmayee Kar

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ଦମ୍ପତ୍ତି ମାନଙ୍କର ଇଛା ଥାଏ ସନ୍ତାନ ପ୍ରାପ୍ତି କରିବା ପାଇଁ । ସାଧାରଣତଃ ସମସ୍ତ ନାରୀ ମାନେ ନିଜ ଜୀବନରେ ବିବାହ ପରେ ସନ୍ତାନ ପ୍ରାପ୍ତି କରିବା ପାଇଁ ଇଛା ରଖିଥାନ୍ତି ।

ହେଲେ ବନ୍ଧୁଗଣ କିଛି ମହିଳା ମାନେ ନିଜ ଜୀବନରେ ମା ହୋଇପାରନ୍ତି ନାହିଁ । ମେଡିକାଲ ସାଇନ୍ସ ଅନୁସାରେ କିଛି ଦୈନଦିନ ଜୀବନର ବିଶେଷ ଭୁଲ ପାଇଁ ମହିଳା ମାନେ ଏହି ଶୋଭାଗ୍ୟ ପାଇପାରନ୍ତି ନାହିଁ । ହେଲେ ବନ୍ଧୁଗଣ ମେଡିକାଲ ସାଇନ୍ସ ଅନୁସାରେ କଣ କରିଲେ ମହିଳା ମାନେ ମା ହେବାର ଶୋଭାଗ୍ୟ ପାଇପାରିବେ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ମେଡିକାଲ ସାଇନ୍ସ ଅନୁସାରେ ଯଦି କୌଣସି ମହିଳାଙ୍କ ଥାଇରଏଡ ପରି ସମସ୍ୟା ରହିଥାଏ ତା ହେଲେ ସେ ଗର୍ଭ ଧାରଣ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଆପଣଙ୍କୁ ନିଜ ଥାଇରଡ ଟେଷ୍ଟ କରେଇବା ନିହାତି ଆବଶ୍ୟକ ।

୨. କିଛି ମହିଳା ମାନଙ୍କର ଓଭାରି ସମସ୍ୟା ତଥା POCS ରହିଥାଏ । ଏହି ରୋଗ ବିଷୟରେ ଅଧିକାଂଶ ମହିଳା ଜାଣି ନଥାନ୍ତି । ଏହି ରୋଗରେ ମହିଳାଙ୍କ ଓଭାରି ବଡ ହୋଇଯାଇଥାଏ ଯାହା ଫଳରେ ମହିଳା ଗର୍ଭ ଧାରଣ କରିପାରନ୍ତି ନାହିଁ । ତେଣୁ ଏଥିପାଇଁ ଆପଣ ଚିକିତ୍ସା କରନ୍ତୁ ।

୩. ଯଦି କୌଣସି ମହିଳା ଅଧିକ ଦିନ ପର୍ଯ୍ୟନ୍ତ ଗ-ର୍ଭ-ବ-ତୀ ହୋଇ ପାରୁ ନାହାନ୍ତି ତା ହେଲେ ସେ ନିଜ ସ୍ଵାମୀଙ୍କ ସହ ନିଜ ଡାଇବେଟିସ ଟେଷ୍ଟ କରାନ୍ତୁ । ଡାଇବେଟିସ ଗର୍ଭ ଧାରଣ କରିବା ପାଇଁ ବାଧକ ହୋଇପାରେ ।

୪. ଯଦି କୌଣସି ମହିଳା ଅଧିକ ଦିନ ଧରି ଗ-ର୍ଭ-ବ-ତୀ ହୋଇପାରୁ ନାହାନ୍ତି ତା ହେଲେ ସେମାନେ ନିଜର ଋ-ତୁ-ସ୍ରା-ବର ତାରିଖକୁ ମନେ ରଖନ୍ତୁ ଏବଂ ଋ-ତୁ-ସ୍ରା-ବ-ର ୧୧ ଦିନ ପରେ ୫ ଦିନ ପର୍ଯ୍ୟନ୍ତ ନିଜ ସ୍ଵାମୀଙ୍କ ସହ ସମ୍ପର୍କ ରଖନ୍ତୁ । ଏହା କରିବା ଦ୍ଵାରା ଆପଣ ଗ-ର୍ଭ-ବ-ତୀ ହୋଇପାରିବେ ।

୫. ଗ-ର୍ଭ-ବ-ତୀ ନ ହେବାର ଅନ୍ୟ ଏକ ବଡ କାରଣ ହେଉଛି ସ୍ପର୍ମ ମୋଟାଲିଟି ରେଟ ହୋଇଥାଏ । ଯାହା ଅନିଦ୍ରା ଓ ଅଧିକ ତାପମାତ୍ରାରେ ଦୁର୍ବଳ ହୋଇ ଯାଇଥାଏ । ତେଣୁ ଗ-ର୍ଭ ଧା-ର-ଣ କରିବାରେ ବାଧା ଆସିଥାଏ ।

୬. ଗ-ର୍ଭ-ବ-ତୀ ନହେବାର ଅନ୍ୟ ଏକ କାରଣ ମୋଟାପଣ ମଧ୍ୟ ହୋଇଥାଏ । ତେଣୁ ଆପଣ ମାନେ ଏଥିପ୍ରତି ଧ୍ୟାନ ଦିଅନ୍ତୁ ଓ ନିୟମିତ ବାୟମ ଆଦି କରନ୍ତୁ ।


୭. ଗର୍ଭ ଧାରଣ କରିବା ପାଇଁ ସ-ହ-ବା-ସ ଠିକ ସମୟରେ କରିବା ଅତ୍ୟନ୍ତ ଜରୁରୀ ଅଟେ ତେଣୁ ଆପଣ ମନେ ଏଥିପାଇଁ ଧ୍ୟାନ ଦିଅନ୍ତୁ ।

୮. କିଛି ମହିଳା ଗ-ର୍ଭ ନି-ରୋ-ଧ ବ-ଟି-କା ସେବନ କରନ୍ତି । ଯଦି ଆପଣ ଗ-ର୍ଭ-ବ-ତୀ ହେବା ପାଇଁ ଚାହୁଁଛନ୍ତି ତା ହେଲେ ତିନି ମାସ ପର୍ଯ୍ୟନ୍ତ ଏହି ବ-ଟି-କା ବନ୍ଦ କରି ଚେଷ୍ଟା କରନ୍ତୁ । ତା ହେଲେ ବନ୍ଧୁଗଣ ଏହି ସବୁ କଥାକୁ ନିଶ୍ଚୟ ଧ୍ୟାନ ରଖନ୍ତୁ ଦେଖିବେ ଆପଣ ଗ-ର୍ଭ ଧା-ର-ଣ କରିପାରିବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *