ଆଙ୍କର Rohit Sardana ଙ୍କ ସମ୍ପତ୍ତିକୁ ନେଇ ଉଠିଲା ବିବାଦ ତ ପତ୍ନୀ ଟ୍ବିଟ କରି କହିଲେ ନିଜର ମୋଟ ସମ୍ପତ୍ତି, କହିଲେ- ଆମକୁ ଦୟାଭାବ ଦରକାର ନାହିଁ କିନ୍ତୁ…

ସାମ୍ବାଦିକ ରୋହିତ ସର୍ଦାନାଙ୍କର ନି-ଧ-ନ ପରେ ଅନେକ ପ୍ରକାରର ଖବର ସାମ୍ନାକୁ ଆସୁଛି । ଏଥିରେ ତାଙ୍କର ଲାଇଫ ଷ୍ଟାଇଲ ଓ ସମ୍ପତିକୁ ନେଇ ଅନେକ ଚର୍ଚ୍ଚା ହେଉଛି ।

ୟୁଟ୍ୟୁବରେ ବିଡିଓ ଜରିଆରେ ତାଙ୍କ ପରିବାର ଲୋକ ମାନେ କିଛି ପ୍ରତିକ୍ରିୟା କରୁଥିବାର ନଜର ଆସୁଛନ୍ତି । ତାଙ୍କ ପରିବାର ଲୋକେ ରୋହିତଙ୍କ ସମ୍ପତିକୁ ନେଇ ଦିଆ ଯାଇଥିବା ଖବରକୁ ମିଥ୍ୟା ବୋଲି କହିଛନ୍ତି । ରୋହିତ ସର୍ଦାନାଙ୍କର ମୃ-ତ୍ୟୁ ପରେ ତାଙ୍କ ସମ୍ପତିକୁ ନେଇ ବହୁତ ପ୍ରକାରର ଚର୍ଚ୍ଚା ଚାଲିଛି । ଏହି ସବୁ ଖବରକୁ ଦେଖିବା ପରେ ତାଙ୍କ ପରିବାର ଲୋକେ ଏହା ଉପରେ ସତ୍ୟ ଘଟଣା କଣ ରହିଛି ତାହାର ଖୁଲାସା କରିଛନ୍ତି ।

ରୋହିତ ସର୍ଦାନାଙ୍କର ଟ୍ବିଟ ଆକାଉଣ୍ଟରେ ତାଙ୍କ ପରିବାର ଲୋକେ ମତାମତ ଦେଇଛନ୍ତି ଯେ କ୍ରାସିଙ୍ଗ ରିପବ୍ଲିକରେ ୧୪୫୦ ସ୍କୋୟାର ଫୁଟର ଏକ EMI ଫ୍ଲାଟ ରହିଛି । ରୋହିତ ସର୍ଦାନାଙ୍କର ପରିବାରକୁ କାହାରି ଦୟାଭାବ ଆବଶ୍ୟକ ନାହି ଓ ଯେଉଁ ବ୍ୟକ୍ତି ଦୁନିଆରେ ଆଉ ନାହି ତାଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର ନ କରିବାକୁ ତାଙ୍କ ପରିବାର ଲୋକେ ମତାମତ ଦେଇଛନ୍ତି ।

ରୋହିତ ସର୍ଦାନାଙ୍କ ନି-ଧ-ନ ପରେ ସେଲିବ୍ରିଟି ୱାର୍ଲ୍ଡ ନାମର ଭେରିଫାଏଡ ୟୁଟୁବ ଚ୍ଯାନେଲରେ Anjana Om kashyap vs Rohit Sardana – ଦୁହିଙ୍କ ମଧ୍ୟରୁ କିଏ ଧନୀ ଅଟେ ଏହି ଶୀର୍ଷକରେ ଏକ ଭିଡିଓ ଅପଲୋଡ କରା ଯାଇଛି ।

ଏହି ଭିଡିଓରେ କୁହା ଯାଇଛି ଯେ ରୋହିତ ସର୍ଦାନାଙ୍କୁ ଲକଜରି ଆଇଟମ ଉପରେ କୌଣସି ସଉକ ନ ଥିଲା । ସେ ବହୁତ ଟଙ୍କା ରୋଜଗାର କରିଥିଲେ । ଏହି ବିଡିଓରେ ରୋହିତ ସର୍ଦାନାଙ୍କର ସମ୍ପତିର ମୂଲ୍ୟ ୧୪.୫୪ କୋଟି ଟଙ୍କା କୁହା ଯାଇଛି । ଏହା ବ୍ଯତୀତ ଏହି ଭିଡିଓରେ ରୋହିତ ସର୍ଦାନାଙ୍କ ପାଖରେ ଅନେକ ଦାମୀ କର ରହିଛି ବୋଲି କୁହା ଯାଇଛି ।

ଯେଉଁଥିରେ ମାରୁତି ସୁଜୁକି ଏସ- କ୍ରାସ ଓ BMW X3 ଭଳି କାର ସାମିଲ ଅଛି । “କୁଛ ପାଲ ସୁକୁନ କେ” ନାମରେ ଥିବା ୟୁଟୁବ ଚ୍ଯାନେଲରେ ମଧ୍ୟ ରୋହିତ ସର୍ଦାନାଙ୍କ ସମ୍ପତିକୁ ନେଇ ଭୁଲ ଖବର ପ୍ରକାଶ କରା ଯାଇଛି । ଏହି ଚ୍ୟାନେଲରେ ପ୍ରସାରିତ ହେଉଥିବା ଭିଡିଓରେ ଦାବି କରା ଯାଇଛି ଯେ ରୋହିତ ସର୍ଦାନାଙ୍କର ସମୁଦାୟ ସମ୍ପତିର ମୂଲ୍ୟ ହେଉଛି ୭୨.୭ କୋଟି ଟଙ୍କା ।

ତାଙ୍କ ପାଖରେ ଅନେକ ଘର, କାର ଓ ବାଇକ ମଧ୍ୟ ରହିଛି । ଏହି ସବୁ ମିଥ୍ୟା ଖବର ପ୍ରଚାର ହେଉଥିବାରୁ ରୋହିତ ସର୍ଦାନାଙ୍କର ପରିବାର ଲୋକ ମାନେ ବିରକ୍ତ ହୋଇ ନିଜ ଟ୍ବିଟ ଆକାଉଣ୍ଟରେ ସତ କଣ ତାହା ଶେୟାର କରିଛନ୍ତି । “ତାଲ ଠୋକ କେ” ଓ “ଦଙ୍ଗଲ” ଆଦି ଲୋକପ୍ରିୟ ସୋରେ ରୋହିତ ସର୍ଦାନାଙ୍କୁ କୋରୋନା ହୋଇଥିବାରୁ ତାଙ୍କର ନି-ଧ-ନ ହୋଇଛି ବୋଲି ଖବର ଆସିଥିଲା ।

ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମନ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *