ହଠାତ ଗାଡି ସହ ପାଣିରେ ଭାସିଗଲେ ଶିକ୍ଷୟତ୍ରୀ, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ଏହି କିଛି ସମୟ ହେବ ଗୋଟିଏ ପରେ ଗୋଟିଏ ଅଘଟଣ ପରେ ଅଘଟଣ ଘଟିବାରେ ଲାଗିଛି । ତେବେ ସମୟ ବହୁତ ଖରାପ ରହିଛି । କେତେବେଳେ କେଉଁଠି ଦୁର୍ଘଟଣା ତ କେତେବେଳେ କେଉଁଠି କାହାର ହତ୍ୟା । ତେବେ କେତେବେଳେ ଖରା ଯୋଗୁଁ ଜୀଵନ ହାନି ତ କେତେବେଳେ ବର୍ଷା ଯୋଗୁଁ ବନ୍ୟା ର ଭୟ । ତେବେ ଏହାକୁ ଦେଖି ସମସ୍ତେ କଳିଯୁଗ ଅନ୍ତ ବୋଲି ମଧ୍ୟ ଅନୁମାନ କରି ସାରିଲେଣି ।

ତେବେ ଗତ କିଛି ସମୟ ହେବ ପାଣି ର ପ୍ରକୋପ ରେ ଅନେକ ଲୋକ ମାନଙ୍କ ର ଜୀଵନ ସଙ୍କଟ ରେ ପଡି ଯାଉଛି ଏବଂ କିଛି ଲୋକ ମୃତ୍ୟୁବରଣ କରି ଦେଉଛନ୍ତି । କାରଣ କିଛି ସମୟ ଧରି ଲଗାତାର ଭାବରେ ଏହି ପାଣି ଯୋଗୁଁ କିଏ ବୁଡି କିମ୍ବା କିଏ ଭାସି ନିଜର ପ୍ରାଣ କୁ ହରାଇ ଦେଇଛନ୍ତି ଯାହାକି ବହୁତ ଦୁଃଖଦ ର କାରଣ । ତେବେ ବର୍ତ୍ତମାନ ଜଣେ ଶିକ୍ଷୟତ୍ରୀ ରାସ୍ତାରେ ଯାଉଥିବା ସମୟରେ ବନ୍ୟା ପାଣିର ସ୍ରୋତରେ ସେ ନିଜ ଗାଡି ସହ ଭାସିଗଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରିବା ।

ତେବେ ଆପଣ ଜାଣିଥିବେ କି ଦୀର୍ଘ ଏକ ସପ୍ତାହ ଧରି ଚେନ୍ନାଇ ସମେତ ତାମିଲନାଡୁରେ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ଚେନ୍ନାଇର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ବର୍ଷା ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆଜିବି ରାଜ୍ୟର ଦକ୍ଷିଣ ଭାଗରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେବଳ ତାମିଲନାଡୁ ନୁହେଁ, ପାଣିପାଗ ବିଭାଗ କହିଛି ଯେ, ତେଲେଙ୍ଗାନାର ଗୋଟିଏ ୨ଟି ଜିଲ୍ଲାରେ ବର୍ଷା ହେବ ।

ତେବେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ତେଲେଙ୍ଗାନାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ହାଇଦ୍ରାବାଦସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ କିଛି ସ୍ଥାନରେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପ୍ରବଳ ବର୍ଷା ଓ ଖରାପ ପାଗ ଲାଗି ଚେନ୍ନାଇ ବିମାନବନ୍ଦର ଗତକାଲି ୫ ଘଣ୍ଟା ବନ୍ଦ ରଖାଯାଇଥିଲା ।


ତେବେ ବର୍ତ୍ତମାନ ତେଲେଙ୍ଗାନା ରେ ଚାରିଆଡେ କେବଳ ପାଣି ଦେଖା ଦେଉଛି । ତେବେ ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ଆସୁଛି ତେବେ ତେଲେଙ୍ଗାନା ର ରାସ୍ତାରେ ରେ ଜଣେ ଶିକ୍ଷୟତ୍ରୀ ନିଜର ସ୍କୁଟି କୁ ନେଇ ଯାଉଥିବା ସମୟରେ ବନ୍ୟା ଜଳର ସ୍ରୋତ ରେ ଶିକ୍ଷୟିତ୍ରୀ ଜଣଙ୍କ ବନ୍ୟା ଜଳରେ ଗାଡି ସହ ଭାସି ଯାଇଥିଲେ । ତେବେ ସେଠାରେ ଥିବା ସ୍ଥାନୀୟ ଲୋକମାନେ ତାଙ୍କୁ ଏବଂ ଗାଡି କୁ ପରେ ଉଦ୍ଧାର କରି ଦେଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *