ସାମ୍ନାକୁ ଆସିଛି ବଡ ସତ, ପାଣି ଭିରେ ବୁଡ଼ି ମରିନାହାନ୍ତି ପାଞ୍ଚ ଜଣ କୋଟିପତି, ତାଙ୍କ ସହ ଏମିତି କିଛି ଘଟିଛି, ଆସନ୍ତୁ ଜାଣିବା କଣ ଘଟିଛି

ନମସ୍କାର ବନ୍ଧୁଗଣ ।  ସୂଚନା ମୁତାବକ ସାମ୍ନାକୁ ଆସିଲା ବଡ ସତ ,ପାଣି ଭିତରେ ବୁଡି ମରିନାହାନ୍ତି 5 କୋଟିପତି  । ତାଙ୍କ ସହ ଘଟିଛି ଏମିତି କିଛି ଅଘଟଣ । ଟାଇଟନ ଜାହାଜ ପାଣିରେ ବୁଡ଼ିନ ଥିଲା । ଜାହାଜ ସହ ଘଟିଛି ଏମିତି କିଛି ଘଟଣା ଯାହାକୁ ଶୁଣିଲେ ଆପଣମାନେ ବିଶ୍ଵାସ କରିପାରିବେ ନାହିଁ । ମାତ୍ର ଦର୍ଶକବନ୍ଧୁ ଏହା ହିଁ ସତ୍ୟ ଅଟେ ଏଭଳି କିଛି ଘଟିଥିଲା ସେହିଦିନ ବୁଡ଼ାଜାହାଜରେ ।

ଟାଇଟାନିକ ଭଗ୍ନବଶେଷକୁ ଦେଖିବା ପାଇଁ ପାଞ୍ଚ ଜଣ କୋଟିପଟି ଓସେନ ବୁଡାଜାହାଜରେ 1200 ଫୁଟ୍  ସମୁଦ୍ର ଗଭୀରକୁ  ତାଙ୍କ ଯାତ୍ରା ଆରମ୍ଭ କରିଥିଲେ । ସୂଚନା ଅନୁସାରେ ଟାଇଟାନିକର ଭଗ୍ନବଶେଷକୁ ଦେଖିବା ପାଇଁ ଆଠ ଘଣ୍ଟା ସମୟ ଲାଗିଥାଏ । ଯଥା ଯାତ୍ରା କରିବାକୁ ଦୁଇ ଘଣ୍ଟା ଓ ସେଠାରେ ପହଞ୍ଚି ଦେଖିବା ପାଇଁ ଚାରି ଘଣ୍ଟା ଓ ପୁନର୍ବାର ଫେରିବାକୁ ଦୁଇ ଘଣ୍ଟା ସମୟ ଲାଗିଥାଏ ।

ମାତ୍ର ଏହି ପାଞ୍ଚ ଜଣ କୋଟିପତିମାନେ ଯିବାର ଦୁଇ ଘଣ୍ଟାପରେ ତାଙ୍କ ସହ ଯୋଗାଯୋଗ କରୁଥିବା ମାଇକ୍ରୋଫୋନ ଟି ବିଚ୍ଛିନ ହୋଇଯାଇଥିଲା । କମ୍ପାନୀ ସେମାନଙ୍କ ସହ ଯୋଗାଯୋଗ କରିପାରିନଥିଲେ ପ୍ରାୟ ଆଠ ଦିନରୁ ସେମାନେ ନିଖୋଜ ରହିବା ଥିବା ଖବର ଶୁଣିବାକୁ ମିଳିଥିଲା । ମାତ୍ର ଆଠ ଦିନ ପରେ  ଆମେରିକାର ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ଟାଇଟାନିକ ଭଗ୍ନବଶେଷର 1600 ଶହ ଫୁଟ୍ ଦୂରତାରେ ଉଦ୍ଧାର କରିଥିଲା ।

ତେବେ ସୂଚନା ଅନୁସାରେ ସେମାନଙ୍କ ମୃତ୍ୟୁ ଅମ୍ଳଜାନ ଅଭାବରୁ ହୋଇନଥିଲା ମାତ୍ର କୋଣସି ଦୁଇଟି ଜିନିଷ ଯୋଗୁଁ ହୋଇଥିଲା । ଚାପସହ କରୁଥିବା ବୁଡ଼ାଜାହାଜ ଭିତରେ କୋଣସି ଏକ ଅଂଶ ଖରାପ ହୋଇଥାଏ ତେବେ ବୁଡ଼ାଜାହାଜ ଭିତରକୁ ପାଣି ପଶିଥାଏ ଯାହା ଫଳରେ ବିସ୍ପରଣ ହୋଇଥାଏ । ଠିକ୍ ଏହିପରି ଘଟିଥିବ ବୋଲି ଅନୁମାନ କରାଯାଉଛି ।

ଟାଇଟନ ଚାପକୁ ସହିନପାରି ବିସ୍ପରଣ ହୋଇଛି । ତେବେ ଏତେ ଗଭୀର ଭିତରକୁ ଯାଇ ମୃତଦେହକୁ ଉଦ୍ଧାର କରିବା ସମ୍ଭବ ହୋଇନଥାଏ  କିମ୍ବା କୋଣସି ଶ୍ରଚ୍ ଅପରେସନ ମଧ୍ୟ ଯାଇପାରିବ ନାହିଁ । ତେବେ ଏଭଳି କିଛି ଘଟିଥିବା ବୋଲି ଖବର ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *