କନଫର୍ମ ଟିକେଟ କ୍ୟାନସଲକୁ ନୂଆ ନିୟମ ଜାରି କଲା ରେଳ ବିଭାଗ, କିଭଳି ଫେରିପାଇବେ ଟଙ୍କା

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଟିକେଟ କ୍ୟାନସଲକୁ ନେଇ ରେଳ ବିଭାଗ ଜାରି କଲା ନୂଆ ନିୟମ । ଟିକେଟ କ୍ୟାନସଲ କଲେ କିଭଳି ଫେରିପାଇବେ ଟଙ୍କା । କନଫର୍ମ ଟିକେଟ କ୍ୟାନସଲକୁ ନେଇ କଣ ରହିଛି ନିୟମ ? ତେବେ ଏଠାରେ ପ୍ରଶ୍ନ ରହିଛି ଟଙ୍କା ଫେରସ୍ତ ପାଇପାରିବା କି ନାହିଁ । ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବାକୁ ହେଲେ ଆମେ ରେଳ ବିଭାଗରେ ଟିକେଟ ବୁକିଂ କରିଥାଉ ।

ରେଳର ନିର୍ମାଣ ବହୁ ପୁରାତନ କାଳରୁ କରାଯାଇଆସୁଅଛି । ଏହା ଏକ ସହଜ ଧାରଣ ଯାତ୍ରା ଓ ସୁଲଭ ମୂଲ୍ୟ ସମ୍ଭବ ହୋଇଥିବା କାରଣରୁ ପ୍ରାୟତହ ଲୋକେ ଯାତ୍ରା କରିବାକୁ ଇଛା କରନ୍ତି । ମାତ୍ର ଟିକେଟ କୁ ନେଇ ରେଳ ବିଭାଗ ନୂଆ ନିୟମମାନ କରିଛି ଯାହା ସମ୍ବନ୍ଧରେ ଆପଣମାନେ ଜାଣିବା ନିହାତି ଜରୁରୀ ହୋଇଥାଏ ।

ଆମେ କୋଣସି ସ୍ଥାନକୁ ଯିବା ପାଇଁ ଅନଲାଇନ ବା ଅଫଲାଇନରେ ଟିକେଟ ବୁକିଂ କରିଥାଉ ମାତ୍ର ଯିବାର ଗୋଟାଏ ଦିନ ପୂର୍ବରୁ ବା ଗୋଟିଏ ଘଣ୍ଟା ପୂର୍ବରୁ ଆପଣଙ୍କର ଯିବାର ଯୋଜନା ପରିବର୍ତ୍ତନ ହୋଇଥାଏ । ଏହିପରି ସ୍ଥଳରେ ଆପଣ କରୁଥିବା ଟିକେଟ ବାତିଲ କରିବାକୁ ପଡିଥାଏ ଏବଂ ଏହା ବଦଳରେ ଆପଣଙ୍କୁ ଟଙ୍କା ଫେରସ୍ତ ହୋଇନଥାଏ ।

ଯଦି କନଫର୍ମ ଟିକେଟ କରିଥାନ୍ତି ମାତ୍ର ଆପଣ କୋଣସି କାରଣ ବଶତ ଯାଇପାରୁନାହାଁନ୍ତି ତେବେ ଏହିପରି ସ୍ଥଳରେ ଆପଣ ଟିକେଟ ଟଙ୍କା ଫେରି ପାଇପାରିବେ ନାହିଁ । କେତେକ ଲୋକେ ଅନଲାଇନ ରେ ବୁକିଂ କରୁଥିବା ସମୟରେ ପଞ୍ଜିକରଣରେ ନାମ ଭୁଲ କରିଥାନ୍ତି ଯାହା ଫଳରେ ମଧ୍ୟ ରେଳରେ ଯାତ୍ରା କରିପାରନ୍ତି ନାହିଁ ।

ମାତ୍ର ରେଳ ବିଭାଗର ନୂତନ ନିୟମ ଅନୁଯାୟୀ ଆପଣ ଟିକେଟକୁ ଆପଣଙ୍କ ମା ,ବାପା, ଭାଇ, ଭଉଣୀଙ୍କ ନାଁ ରେ ସ୍ଥାନାନ୍ତରିତ କରିପାରିବେ । ଏହା ପାଇଁ ଆପଣଙ୍କୁ ଷ୍ଟେସାନ କାଉଣ୍ଟର ନିକଟକୁ ନିଜ ଟିକେଟ ଜେରକ୍ସ identiy କାର୍ଡ ଓ ସ୍ଥାନାନ୍ତରିତ କରୁଥିବା ବ୍ୟକ୍ତିଙ୍କ ଫୋଟ ନେଇ 24 ଘଣ୍ଟା ଭିତରେ ପହଞ୍ଚି ବଦଳାଇ ପାରିବେ ।

ତେଣୁ ରେଳ ବିଭାଗ ବିୟନ ଅନୁସାରେ ଟିକେଟ ଟଙ୍କା ଫେରିପାଇପାରିବେ ନାହିଁ ବରଂ ଅନ୍ୟ ଜଣକ ନାଁ ରେ ଟିକେଟ ଟିକୁ ସ୍ଥାନାନ୍ତରିତ କରିବାର ନିୟମ ରହିଛି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *