ପାଣ୍ଡ୍ୟାଙ୍କ ଓଭର ଆକଟିଂ ଦେଖି ରାଗିଲେ ରୋହିତ ଓ ଦ୍ରାବିଡ ! ଖେଳ ମଝିରେ ହିଁ Hardik Pandya କରୁଥିଲେ ଏମିତି ହରକତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଦେଖିବାକୁ ବହୁତ ଲୋକ ପସନ୍ଦ କରିଥାନ୍ତି । ଯାହାଙ୍କୁ କି କ୍ରିକେଟ ଫ୍ୟାନ ବା କ୍ରିକେଟ ପ୍ରେମୀ ବୋଲି କୁହାଯାଇଥାଏ । ତେବେ ସେହି କ୍ରିକେଟ ପ୍ରେମୀ ମାନକ ପାଇଁ କ୍ରିକେଟ ବିଷୟରେ ଖବର ଆସିଯାଇଛି । ଚାଲନ୍ତୁ ତାହାକୁ ଆଲୋଚନା କରିବା । ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଲାଯାଇଥିବା ମ୍ଯାଚର ଦିନିକିଆ ମ୍ଯାଚକୁ ଭାରତ ୪ ୱିକେଟରେ ଜିତି ନେଇଥିଲା ।

ତେବେ ଏହି ଶ୍ରୀଲଙ୍କା ବିପକ୍ଷ ମ୍ଯାଚରେ ଭାରତୀୟ ଖେଳାଳୀ ହାର୍ଦ୍ଧିକ ପାଣ୍ଡ୍ୟାଙ୍କର ଖରାପ ଫିଲ୍ଦିଙ୍ଗ ପାଇଁ ସେ ଏବେ ଟ୍ରୋଲ ଘେରର ପରିସରକୁ ଚାଲି ଆସିଛନ୍ତି । ତେବେ ଫିଲ୍ଦିଙ୍ଗ ସମୟରେ କ୍ରିକେଟର ପାଣ୍ଡ୍ୟାଙ୍କର ଓଭର ଆକଟିଂ ଦେଖିବା ପରେ କଅଧିନାୟକ ରୋହିତ ଶର୍ମା ଓ କୋଚ ଦ୍ରାବିଡ ମଧ୍ୟ ରାଗି ଯାଇଥିଲେ । ତେବେ କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା ନିଜର ଖରାପ ଫିଲ୍ଦିଙ୍ଗ ପଦର୍ଶନ ପାଇଁ ସୋସିଆଲ ମିଡିଆରେ କ୍ରିକେଟ ଦର୍ଶକଙ୍କ ଦ୍ଵାରା ଟ୍ରୋଲକୁ ଆସିଯାଇଛନ୍ତି ।

୩୮ ତମ ଓଭରରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଅଫ ସାଇଡରେ ଏକ ସଟ୍ ଖେଳିଥିଲେ । ଯାହାକୁ ଧରିବା ପାଇଁ ହରଧିକ ପାଣ୍ଡ୍ୟା ଦୌଡିବାକୁ ଆରମ୍ଭ କରିଦେଇଥିଲେ । ତେବେ ଯେତେବେଳେ ହାର୍ଦ୍ଧିକ ପାଣ୍ଡ୍ୟା ବଲଟିକୁ ଧରିବା ପାଇଁ ଦୌଡିଥିଲେ । ସେତେବେଳେ ବଲ ଟା ତାଙ୍କ ହାତକୁ ଆସିନଥିଲା । ବଂର ବଲଟି ବାଉଣ୍ଡରୀ ଲାଇନକୁ ଟଚ କରିଥିଲା ।  ତେବେ ତାହା ଛକା ବଦଳରେ ଚଉକା ହୋଇଯାଇଥିଲା ।

ତେବେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ପାଖରେ ଏହି ବଲ୍ ଟିକୁ ଧରିବା ପାଇଁ ଯଥେଷ୍ଟ ସମୟ ମଧ୍ୟ ରହିଥିଲା ।  ଯେଉଁ ସମୟର ହାର୍ଦ୍ଧିକ ପାଣ୍ଡ୍ୟା ସଠିକ ଉପଯୋଗ କରି ବଲ୍ ଟିକୁ ଧରି ପାରିଥାନ୍ତେ । ହେଲେ ହାର୍ଦ୍ଧିକ ପାଣ୍ଡ୍ୟା ବଲ୍ ଟିକୁ ଧରି ପାରିନଥିଲେ । ତେବେ ହାର୍ଦ୍ଧିକଙ୍କର ଏପରି ଖରାପମୂଳକ ଫିଲ୍ଦିଙ୍ଗ ପାଇଁ ପାଣ୍ଡ୍ୟାଙ୍କର ଫିଟନେସ ଉପରେ ମଧ୍ୟ ବର୍ତ୍ତମାନ ସମୟରେ ଆଙ୍ଗୁଠି ଉଠିଛି ।

ତେବେ ମ୍ଯାଚ ମଧ୍ୟରେ ଫିଲ୍ଦିଙ୍ଗ କରିବା ସମୟରେ ପାଣ୍ଡ୍ୟା ଭଲ ପଦର୍ଶନ କରିନଥିଲେ । ତେବେ ଏହାକୁ ଦେଖି ରୋହିତ ଶର୍ମା ଓ କୋଚ ଦ୍ରାବିଡ ରାଗିଥିଲେ । ଏହା ସହିତ ଏପରି ଓଭର ଆକଟିଂ ପରି କରି ଫିଲ୍ଦିଙ୍ଗ ଭଲ ନକରିଥିବାରୁ ସୋସିଆଲ ମିଡିଆରେ ଅନେକ କ୍ରିକେଟ ଦର୍ଶକଙ୍କ ଦ୍ଵାରା ଟ୍ରୋଲର ମଧ୍ୟ ଶିକାର ହୋଇଥିଲେ । ଯଦି ଏହି ପୋଷ୍ଟଟି ଭ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *