‘ଗୋଟିଏ ଦିନରେ ଭଉଣୀରୁ ସେ ମୋର ସ୍ତ୍ରୀ ହେଇଗଲା…ଏତେ ଭଲ ଦେଲା କି…’: ଅଭିନେତା Bikash

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋଟିଏ ଦିନ ପରେ ସେ ମୋ ବଡ ଭଉଣୀରୁ ପୂରାପୁରି ସ୍ତ୍ରୀ ପାଲଟିଗଲେ । ହଁ ବନ୍ଧୁଗଣ ଏପରି କିଛି ସିରିଏଲ ଆଟିଷ୍ଟ ବିକାଶ ନାୟକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଓଡିଆ ତରଂଗ ଚାନେଲର ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଟେଲିକାଷ୍ଟ ହେଉଥିବା ପ୍ରତ୍ଯେକଟି ଓଡିଆ ସିରିଏଲକୁ ଓଡିଆ ସିରିଏଲ ପ୍ରେମୀଙ୍କର ବହୁତ ଭଲ ପାଇବା ମିଳିଥାଏ । ଖାସ୍ କରି ରାତି ୮ ଟା ୩୦ ମିନିଟରେ ପ୍ରସାରଣ ହେଉଥିବା  ସିନ୍ଦୁରର ଅଧିକାର ସିରିଏଲକୁ ଅନେକ ସିରିଏଲ ପ୍ରେମୀ ଭଲ ପାଇବା ଦେଇ ଆସିଛନ୍ତି ।

ତେବେ ସେହି ସିନ୍ଦୁରର ଅଧିକାର ସିରିଏଲର କମେଡି ଚରିତ୍ରରେ ଅଭିନୟ କରୁଥିବା ଛତୁଆ ଓ ଲାଲୀ ଦିଦିଙ୍କର ସିରିଏଲକୁ ନେଇ କିଛି ଅନୁଭୂତି ଆଲୋଚନା କରିବା । ତେବେ ସିନ୍ଦୁରର ଅଧିକାର ସିରିଏଲର ବିକାଶ ନାୟକ ମାନେ ସମସ୍ତଙ୍କର ପ୍ରିୟ ଛତୁଆଙ୍କ କହିବା ଅନୁସାରେ ସେ ପ୍ରଥମ କରି ଏହି ସିନ୍ଦୁରର ଅଧିକାର ସିରିଏଲରେ ନିଜର କଳା ପଦର୍ଶନ କରିବାର ସୁଯୋଗ ପାଇଥିଲେ ।

ତେବେ ତାଙ୍କୁ ଓଡିଆ ଚାନେଲ ତରଂଗର ଏହି ସିରିଏଲରେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ଅଛନ୍ତି । ସେ ଯେତେବେଳେ କୁନି ଅପା ଅର୍ଥାତ ଆପଣ ସମସ୍ତଙ୍କର ଅତି ପ୍ରିୟ ଲାଲୀ ଦିଦିଙ୍କ ସହିତ ସ୍ଵାମୀ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସେ ପ୍ରଥମେ କୁନି ଅପା ବଡ ଭଉଣୀ ହେବେ । ତାଙ୍କ ସହିତ ସ୍ଵାମୀ ଭୂମିକା କରିବାକୁ ମନା କରିଦେଇଥିଲେ ।

ତାପରେ ଯେତେବେଳେ ସେ ନିଜର ମନକୁ ବୁଝେଇ ଲାଲୀ ଦିଦିଙ୍କ ସହିତ ସିନ୍ଦୁରର ଅଧିକାର ସିରିଏଲରେ ସ୍ଵାମୀ ହୋଇ ଅଭିନୟ କରିଥିଲେ । ତାପରେ ଉଭୟଙ୍କର ଯୋଡି ସିରିଏଲ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଯାଇଥିଲା । ତେବେ ଛତୁଆ ଓ ଲାଲୀ ଦିଦିଙ୍କର ଯୋଡିକୁ ଓଡିଶାବାସୀ ବହୁତ ଭଲ ପାଇବା ଦେଇଛନ୍ତି ।

ତାପରେ ଛତୁଆ ଅର୍ଥାତ ବିକାଶ ଭାଇ ଥଟ୍ଟା ଥଟ୍ଟାରେ କହିଦେଇଥିଲେ । ଗୋଟିଏ ଦିନ ଅଭିନୟ କରିବା ପରେ ଲାଲୀ ଦିଦି ପୂରା ମୋ ସ୍ତ୍ରୀ ହୋଇଗଲେ । ତାପରେ ମୋ ନିଜ ସ୍ତ୍ରୀ  ଠାରୁ ମଧ୍ୟ ସେ ମୋତେ ଅଧିକ ଭଲ ପାଇବା ଦେଲେ । ତେବେ ଲାଲୀ ଦିଦି ମଧ୍ୟ କହିଥିଲେ । ସେ କମେଡି ଅଭିନୟ କରିବା ସମୟରେ ବହୁତ ହସ ଲାଗିଥାଏ । ସତ ।

 

କିନ୍ତୁ ସେ ନିଜର ହସକୁ ରୋକୀ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ହସେଇବା ପାଇଁ ସବୁବେଳେ ପ୍ରୟାସ କରିଥାନ୍ତି । ତେବେ ଓଡିଆ ସିରିଏଲ ସିନ୍ଦୁରର ଅଧିକାରକୁ ଲୋକ ମାନଙ୍କର ଏହିପରି ଭଲ ପାଇବା ମିଳିବା ସହିତ ଲୋକପ୍ରିୟତା ମିଳିବ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ।  ଧନ୍ୟବାଦ

Leave a Reply

Your email address will not be published. Required fields are marked *