ଶନିଦେବଙ୍କୁ ସନ୍ଧ୍ୟାରେ ସୁନା କଳସୀ ଦାନ ଦେଇଥିଲେ ବଞ୍ଚି ଯାଇଥାନ୍ତେ, ହେଲେ ସେ ଭୁଲ କରିଦେଲେ, ଦିନରେ ଦେଇ କି ଶନିଦେବଙ୍କୁ…’: ପଣ୍ଡିତ ତାପସ ଶତପଥି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ସୁନା କଳସ ଦାନ କରିଥିଲେ ହୁଏତ ମନ୍ତ୍ରୀ ନବ ଦାସଙ୍କ ରିଷ୍ଟ ଖଣ୍ଡନ ହୋଇଥାନ୍ତା । ତେବେ ବର୍ତ୍ତମାନର ଚର୍ଚିତ ଖବର ଅନୁସାରେ ଏପରି କିଛି ମନ୍ତବ୍ୟ ପଣ୍ଡିତ ତାପସ କୁମାର ସତପଥିଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ମନ୍ତ୍ରୀ ନବ ଦାସଙ୍କ କୌଣସି ରିଷ୍ଟ ଖଣ୍ଡନ କରିବା ପାଇଁ କିଛି ଦିନ ତଳେ ସୁନା ଦାନ କରିଥିଲେ ବୋଲି ଚର୍ଚା ଉଠିଥିଲା ।

ତେବେ ମହରାଷ୍ଟ୍ରର ସିଙ୍ଗଣାପୁର ଶନି ମନ୍ଦିରରେ ମନ୍ତ୍ରୀ ନବ ଦାସ ନିଜର ପରିବାରକୁ ନେଇ ଭଗବାନ ଶନିଙ୍କର ପୂଜା ଆରାଧନା କରିଥିଲେ । ତେବେ ସେଠାରେ ସୁନା ମଧ୍ୟ ଦାନ କରି ନିଜର ରିଷ୍ଟ ଖଣ୍ଡନ କରିବା ପାଇଁ ପ୍ରାଥନା କରିଥିଲେ । ତେବେ ପଣ୍ଡିତଙ୍କ ତାପସ କୁମାର ସତପଥିଙ୍କର ର କହିବା ଅନୁଯାଇ ପ୍ରଭୁ ଶନିଙ୍କୁ ବହୁ ଲୋକ ରାଗୀ ମଧ୍ୟ କହିଥାନ୍ତି ।

କାରଣ କଥାରେ ଅଛି ଶନି ଦଶା ଥରେ ଯାହା ଉପରେ ପଡିଯାଇଥାଏ । ସେହି ବ୍ୟକ୍ତି ଜୀବନରେ ବହୁତ  ଦୁଃଖ ଯନ୍ତ୍ରଣାର ସାମ୍ନା କରିବାକୁ ପଡିଥାଏ । ହେଲେ ପଣ୍ଡିତଙ୍କ କହିବା ଅନୁଯାଇ ସେଭଳି କିଛି କଥା ମଧ୍ୟ ନଥାଏ । ପ୍ରଭୁ ଶନି ହେଉଛନ୍ତି ନ୍ୟାୟର ଦେବତା । ଶନି  ଭଗବାନଙ୍କ ପ୍ରାୟ ସମୟରେ ସନ୍ଧ୍ୟା ସମୟରେ ପୂଜା ଅର୍ଚନା କରାଯାଇଥାଏ । ଭଗବାନ ଶନିଙ୍କୁ ଯିଏ ନିଷ୍ଠାର ସହ ପୂଜା ଅର୍ଚନା କରିବା ସହିତ ଉଚିତ କର୍ମ କରିଥାଏ ।

ଭଗବାନ ସବୁବେଳେ ତାଙ୍କ ଉପରେ ସହାୟ କରିଥାନ୍ତି । ତେବେ ପଣ୍ଡିତଙ୍କର ମନ୍ତ୍ରୀ ନବ ଦାସଙ୍କ ବିୟୋଗକୁ ନେଇ କିଛି ନିଜସ୍ୱ ମନ୍ତବ୍ୟ ରହୁଛି । ତେବେ ଯଦି ମନ୍ତ୍ରୀ ନବ ଦାସଙ୍କର କିଛି ଶନି ଦଶା ରହିଥିଲା । ଯାହାର ଖଣ୍ଡନ ପାଇଁ ସେ ଭଗବାନ ଶନି ମନ୍ଦିରରେ ସୁନା ଦାନ କରିଥିଲେ । ତାହା ତ ବହୁତ ଭଲ କଥା ଅଟେ । ହେଲେ ସୁନା ଦାନ କରିବାର ଏକ ସମୟ ମଧ୍ୟ ରହିଥାଏ ।

ତାହା ବୋଧ ହୁଏ ମନ୍ତ୍ରୀ ନବ ଦାସ ଜାଣିନଥିଲେ । ଯଦି ସୁନା କଳସ ମନ୍ତ୍ରୀ ସକାଳ ସମୟରେ ଦାନ ନ କରି ସନ୍ଧ୍ୟା ସମୟରେ ଦାନ କରିଥାନ୍ତେ । ତେବେ ତାଙ୍କ ଉପରେ ଥିବା ସମସ୍ତ ରୀଷ୍ଟ ଖଣ୍ଡନ ହୋଇଯାଇଥାନ୍ତା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *