‘ପ୍ରିୟଙ୍କା ମୋ ଠୁ 4 ଲକ୍ଷ ଟଙ୍କା ନେଇଥିଲା ,ଏବେ କହୁଛି ଆଉ ପଇସା ମାଗନ୍ତୁନି, ମୋ ସହ ଶାରୀରିକ ସମ୍ପର୍କ ରଖନ୍ତୁ ନହେଲେ ମୁଁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ସହ ଶା-ରଇରିକ ସ-ଅମ୍ପର୍କ ରଖନ୍ତୁ ପଛେ ହେଲେ ଆଉ ପଇସା ମାଗନ୍ତୁନି । ତେବେ ବର୍ତ୍ତମାନର ଖବର ଅନୁଯାଇ ଏପରି କିଛି ଖବର ଆସି ପହଞ୍ଚିଛି । ଯେଉଁଠାରେ ଜଣେ ବ୍ୟକ୍ତି ନିଜସ୍ୱ କିଛି ସମସ୍ଯା ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ତେବେ ବ୍ୟକ୍ତିଙ୍କର କହିବା ଅନୁଯାଇ ୨୦୨୦ ମସିହାରେ ବ୍ୟକ୍ତି ଜଣଙ୍କ ଠାରୁ ଜଣେ ପ୍ରିୟଙ୍କା ଦାସ ନାମକ ଯୁବତୀ 4 ଲକ୍ଷ ଟଙ୍କା ନେଇଥିଲେ ।

ତେବେ ପ୍ରିୟଙ୍କା ନିଜର ସେଲୁନ ଖୋଲିବା ପ୍ରୋଜେକ୍ଟ ପାଇଁ ମୋତେ ଆସି ଟଙ୍କା ମାଗିଥିଲେ । ଆଉ ଯୁବକ ଜଣଙ୍କ ଟଙ୍କା ମଧ୍ୟ ଦେଇଥିଲେ । ତେବେ ବର୍ତ୍ତମାନ ସମୟରେ ଯେତେବେଳେ ସେହି ବ୍ୟକ୍ତି ପ୍ରିୟଙ୍କାଙ୍କୁ ପଇସା ମାଗୁଛନ୍ତି । ସେତେବେଳେ ପ୍ରିୟଙ୍କା ଟଙ୍କା ନଦେଇ ତାଙ୍କୁ ଭଣ୍ଡାଇବାରେ ଲାଗିଛନ୍ତି । ଯେତେବେଳେ ପ୍ରିୟଙ୍କା ଖୋଲିଥିବା ସେଲୁନକୁ ମଧ୍ୟ ଯୁବକ ଜଣଙ୍କ ଯାଇଥାନ୍ତି ।

ସେତେବେଳେ ପ୍ରିୟଙ୍କା ଯୁବକଙ୍କୁ ଦୁଃବ୍ୟବହାର କରିଥାନ୍ତି ଓ ଟଙ୍କା ମଧ୍ୟ ଦେବାର ନାମ ଉଠାଇନଥାନ୍ତି । ଆଜି କାଲି କହି ପ୍ରିୟଙ୍କା ସମୟ ଗଡାଊଛନ୍ତି । ତେବେ ଏହା ସହିତ ବ୍ୟକ୍ତିଙ୍କ ଗଣ ମାଧ୍ୟମ ଆଗରେ କହିବା ଅନୁଯାଇ ମୋତେ ପ୍ରିୟଙ୍କା କହୁଛି । ତୁମେ ସହ ଶା-ରଇରିକ ସ-ଅମ୍ପର୍କ ରଖ ହେଲେ ମୋ ଠାରୁ ଆଉ ପଇସା ମାଗନ୍ତୁନି ।

ତେବେ ଯୁବକ ଜଣଙ୍କ କହିବା ଅନୁଯାଇ ଟଙ୍କା ମାଗି ମାଗି ନଦେବାରୁ ମୁଁ ତାଙ୍କ ଘରକୁ ଟଙ୍କା ମାଗିବା ପାଇଁ ମଧ୍ୟ ଯାଇଥିଲି । ତେବେ ସେଠାରେ ପ୍ରିୟଙ୍କାଙ୍କ ଘର ସାମ୍ନାରେ ଜଣେ ସିକ୍ଯୁରୀଟି ଗାର୍ଡ ମଧ୍ୟ ଥିଲେ । ତେବେ ସିକ୍ଯୁରୀଟି ଗାର୍ଡଙ୍କର ପରାମର୍ଶ ନେଇ ପ୍ରିୟଙ୍କା ଘରକୁ ଯାଇଥିଲି । ହେଲେ ସେଠାରେ ପ୍ରିୟଙ୍କା ମୋତେ ଟଙ୍କା ଦେଇନଥିଲେ ।

ଓଲଟା ଉପରେ ନିଜ ଟଙ୍କା ଯୁବକ ମାଗିବାକୁ ଯାଇଥିବା ଯୁବକ ଜଣଙ୍କୁ ପ୍ରିୟଙ୍କାଙ୍କ ଘର ସମ୍ପର୍କୀୟ ବ୍ୟକ୍ତିଙ୍କୁ ଛୋଟ ଲୋକ କହି ନିଚା ଦେଖିଥିଲେ । ଏହା ପରେ ତାଙ୍କ ଚାକିରିକୁ ବିପଦରେ ପକାଇବାର ଧମକ ମଧ୍ୟ ଦେଇଥିଲେ । ଏହା ସହିତ ଯୁବକ ଜଣଙ୍କର ଫୋନକୁ ଛଡାଇ ତାଙ୍କୁ ଘରେ ଭିତରେ ଲକ କରି ରଖି ଅପବ୍ୟବହାର ମଧ୍ୟ କରିଥିଲେ ।

ଏହା ସହିତ ପୋଲିସଙ୍କୁ ଡାକି ଦେବାର ଧମକ ମଧ୍ୟ ଦେଖାଇରଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଡିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *