ଗ୍ରହଦୋଷ କାଟିବାକୁ ଦାନ କରିଥିଲେ 1 କିଲୋ ସୁନାର କଳସ, ହେଲେ ଖଣ୍ଡନ ହେଲାନି ରିଷ୍ଟ, କେଉଁଠି ରହିଗଲା ଦୋଷ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦାନ କରିଥିଲେ ସୁନା ହେଲା ନାହିଁ ରିଷ୍ଠ ଖଣ୍ଡନ । ହଁ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏପରି କିଛି କଥା ଚର୍ଚାର ପରିସରକୁ ଆସିଯାଇଛି । ତେବେ ମହରାଷ୍ଟ୍ରର ସିଙ୍ଗଣାପୁର ଶନି ମନ୍ଦିରରେ ଭଗବାନ ଶନିଙ୍କର ପୂଜା ଅର୍ଚନା ସ୍ଵାସ୍ଥ ମନ୍ତ୍ରୀ ନବ ଦାସ କରିଥିଲେ । ଖାଲି ପୂଜା କାହିଁକି ସୁନା ମଧ୍ୟ ଦାନ କରିଥିଲେ । ତେବେ ଗତ ତ୍ରିବେଣୀ ଅମାବାସ୍ୟାରେ ୧ କିଲୋ ସୁନା ଓ ୫ କିଲୋ ରୂପାରେ ନିର୍ମିତ କଳସ ମଧ୍ୟ ଦାନ କରିଥିଲେ ।

ତେବେ ସୁନା କଳସର ଦାମ ୧୦ ଲକ୍ଷ ଟଙ୍କା ବୋଲି ଗଣ ମାଧ୍ୟମ ଆଗରେ ମନ୍ତ୍ରୀ ନବ ଦାସ କହିଥିଲେ । ହେଲେ ସୂଚନା ଅନୁସାରେ ପାଖାପାଖି ୧ କୋଟି ଦାମ ବିଶିଷ୍ଠ ସୁନାର କଳସ ବୋଲି ଚର୍ଚାର ପରିଶରକୁ ଖବରଟି ଆସି ଯାଇଥିଲା । ତେବେ ମନ୍ତ୍ରୀ ନବ ଦାସ ନିଜର ପରିବାର ସମେତ ମହରାଷ୍ଟ୍ରର ସିଙ୍ଗଣାପୁଅର ଶନି ମନ୍ଦିରରେ ନିଜର ତଥା ନିଜ ପରିବାରର ମଙ୍ଗଳ କାମନାର୍ଥେ ପୂଜା ଅର୍ଚନା କରିଥିଲେ ।

ଏହା ସହିତ ଝାରସୁଗୁଡା ବାସୀଙ୍କର ଉନ୍ନତି ପାଇଁ ଏହି ଶନି ପୂଜା କରିଥିଲେ ବୋଲି ମନ୍ତ୍ରୀ ନବ ଦାସଙ୍କ ଗଣ ମାଧ୍ୟମ ଆଗରେ ନିଜସ୍ୱ ପ୍ରତିକ୍ରିୟା ରଖିଥିଲେ । ହେଲେ ଏତେ ପୂଜା ପାଠ କରି ମଧ୍ୟ ମନ୍ତ୍ରୀଙ୍କର ରିଷ୍ଟ ଖଣ୍ଡନ ହୋଇପାରିନଥିଲା । ଯେଉଁ କାରଣରୁ ନିକଟ ଅତୀତରେ ଜଣେ ପୋଲିସ ASI କର୍ମଚାରୀ ଗୋପାଳ ଦାସଙ୍କ guli madaରେ ମନ୍ତ୍ରୀ ନବ ଦାସଙ୍କ ସ୍ଵାସ୍ଥ ଅବସ୍ତା ସଙ୍କଟାପର୍ଣ୍ଣ ହୋଇଯାଇଥିଲା ।

ତାପରେ ଆପୋଲୋ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ମନ୍ତ୍ରୀ ନବ ଦାସଙ୍କର ପରଲୋକ ମଧ୍ୟ ଘଟିଥିଲା । ତେବେ ମନ୍ତ୍ରୀ ନିଜର ଶନିଦଶା କାଟିବା ପାଇଁ ନିଜ ବାସ ଭବନରେ ଶମୀ ଗଛ ମଧ୍ୟ ଲଗାଇଥିଲେ । ହେଲେ ମନ୍ତ୍ରୀଙ୍କର ଭଗବାନ ଶନିଙ୍କର ପୂଜା ଅର୍ଚନା କେଉଁଠି ଦୋଷ ତ୍ରୁଟି ରହିଥିଲା । ଯାହା ଫଳରେ ମନ୍ତ୍ରୀଙ୍କର ବିୟୋଗ ଘଟିଥିଲା ।

ତେବେ ଏତେ ଟଙ୍କାର ସୁନା କଳସ ଦାନ କରି ମଧ୍ୟ ମନ୍ତ୍ରୀ ନବ ଦାସଙ୍କର ରିଷ୍ଟ ଖଣ୍ଡନ ହୋଇପାରିଲା ନାହିଁ କଥା ଏବେ ବହୁ ଚର୍ଚା ହେବାରେ ଲାଗିଛି । ତେବେ ମନ୍ତ୍ରୀ ନବ ଦାସଙ୍କର ଆତ୍ମାର ସଦ ଗତି ହେଉ ବୋଲି କାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *