Weather Alert: ଆସୁଛି ପଶ୍ଚିମା ଝଡ ! ଆଜିଠୁ 5 ଦିନ ଘଡଘଡି ସହ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ Yellow Warning ଜାରି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପଶ୍ଚିମାଝଡର ପ୍ରଭାବ ଅନୁସାରେ ୫ ଦିନ ବର୍ଷାର ପ୍ରଭାବ ! ଭୁବନେଶ୍ବର ଆଞ୍ଚଳିକ ପାଣିପାଗର ସୂଚନା ମୁତାବିକ ଆସନ୍ତା ୫ ଦିନ ଧରି ଲଗାତାର ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଜାରୀ କରାଯାଇଛି । ତେବେ ବର୍ଷା ସହିତ ଘଡଘଡି ଓ ବିଜୁଳି ମଧ୍ୟ ମାରିବ । ଏହା ସହିତ ବର୍ଷ ହେଉଥିବା ସମୟରେ ୪୦ ରୁ ୫୦ କିମି ବେଗରେ ପବନ ମଧ୍ୟ ବହିପାରେ ।

ଯାହାକି ସୂଚନା ରହିଅଛି । ତେବେ ଗତ କିଛି ଦିନ ଧରି ମଧ୍ୟ ପାଗ କୋହଲା ରହିଥିଲା । ଯାହାକୁ ନେଇ ପାଣିପାଗର ପାଗ ଉପରେ ଅନୁଧ୍ୟାନ ଚାଲିଥିଲା । ତେବେ ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରିଲା ପରେ ଜଣାପଡିଥିଲା । ଏହା କି ଯେ ବର୍ଷା ହେବାର ସମ୍ଭାବନା ରହୁଅଛି । କିଛି କିଛି ରାଜ୍ୟରେ ହାଲୁକା ଓ ଅନ୍ୟ କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ଦେଖାଯାଇପାରେ ।

ତେବେ ବର୍ଷା ହେବାର ଆଶଙ୍କାକୁ ନେଇ ରବି ଫସଲ ନଷ୍ଟ ହେବା ନେଇ ଚାଷୀ ଭାଇଙ୍କୁ ସତର୍କତା ଜାରୀ କରାଯାଇଛି । ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ରାଜ୍ୟରେ ରହୁଛି ବର୍ଷ ହେବାର ସମ୍ଭାବନା ! ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଅନୁଗୁଳ ପରି କେତେ ଗୁଡିଏ ଜିଲ୍ଲାରେ ହାଲୁକାରୁ ନେଇ ମଧ୍ୟମ ଧରଣର ବର୍ଷ ହୋଇବ । ଉତ୍ତର ଓ ଆଭ୍ଯନ୍ତରୀଣ ଜିଲ୍ଲାକୁ ଯେଳ୍ଳୋ ବରନିଙ୍ଗ ଆଲର୍ଟ କରାଯାଇଛି ।

ତେବେ ବର୍ଷା ହେବାର ପ୍ରଭାବରେ କମିବ ଜଙ୍ଗଲର ନିଆଁ ବୋଲି କୁହାଯାଉଛି । ତେବେ ରାଜ୍ୟରେ ୫ ଦିନ ଯଦି ଲାଗାତର ବର୍ଷା ଲାଗି ରହିବ । ତେବେ ନିହାତି ଭାବରେ ହେଉଥିବା ଗରମ ତାତିରୁ ମଧ୍ୟ ତ୍ରାହୀ ମିଳିବ । ଯାହାକୁ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସବିଶେଷ ଖବର ଜାରୀ କରାଯାଇଛି ।

ଏହା ସହ ଚାଷୀ ଭାଇ ମାନଙ୍କୁ ମଧ୍ୟ ବର୍ଷା ସମ୍ପର୍କରେ ଆଗୁଆ ସୂଚନା ଜାରୀ କରଯାଇଛି । ଯାହା ଦ୍ଵାରା ସେମାନେ ପୂର୍ବ ସୂଚନା ପାଇଁ ସଚେତନ ହୋଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଦୁଇ ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *