ସରକାର ମାନିଲେନି ହେଲେ ଏବେ ସ୍ଥିତି ହେଉଛି ଅସମ୍ଭାଳ ! ଚିନ୍ତାରେ ସରକାର…

ଆନ୍ଦୋଳନ ମୁହାଁ ଓଡିଶା ଡ୍ରାଇଭର ମହାସଂଘ ! ମାନିଲେନି ସରକାର ଏବେ ହେବ ଆନ୍ଦୋଳନ ! ତେବେ ଆସନ୍ତା କାଲି ଭୁବନେଶ୍ବର ତଥା ଓଡିଶାବ୍ୟାପୀ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏପରିକି ହଳଦିଆ ନମ୍ବର ପ୍ଳେଟ ଥିବା ଚଳାଚଳକୁ ବନ୍ଦ କରାଯିବ । କାରଣ ୧୦ ଦଫା ଦାବୀକୁ ନେଇ ଓଡିଶା ଡ୍ରାଇଭର ମହାସଂଘ ଆନ୍ଦୋଳନରେ ଡକରା ଦେଇଛନ୍ତି ।

ତେବେ ଡ୍ରାଇଭର ମହାସଂଘର ଦାବୀ କେତେ ଗୁଡିଏ ରହିଛି । ଯାହାକୁ ପୂରଣ କରିବା ପାଇଁ ଡ୍ରାଇଭର ମାନେ ସରକାରଙ୍କ ନିକଟରେ ଦାବୀ କରି ଆନ୍ଦୋଳନ କରିବେ । ତେବେ ସେହି ସମସ୍ତ ଦାବୀ ଗୁଡିକ ହେଉଛି । ଡ୍ରାଇଭର ପାଣ୍ଠି ଗଠନ । ସାମାଜିକ ନିରାପତ୍ତା । ଡ୍ରାଇଭରଙ୍କ ପାଇଁ ବୀମା ଓ ପେନସନ । ସଡକ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ସୌଚାଲୟ ବ୍ୟବସ୍ଥା । ତେବେ ଏପରି କିଛି ୧୦ ଦଫା ଦାବୀକୁ ଆଖି ଆଗରେ ରଖୀ ଆନ୍ଦୋଳନର ଡକରା ଦେଇଛି ଓଡିଶା ଡ୍ରାଇଭର ମହାସଂଘ ।

ଯାହାକି ଭୁବନେଶ୍ବର ସମେତ ରାଜ୍ୟବ୍ୟାପୀ ଏହାର ପ୍ରଭାବ ଦେଖିବାକୁ ମିଳିବ । ଯାହାକୁ କି ଡ୍ରାଇଭର ଭାଇ ମାନେ ଷ୍ଟିଅରିଂ ଛାଡ ଆନ୍ଦୋଳନ ନାମରେ ଦାବୀ କରିଛନ୍ତି ।    ତେବେ ପୂର୍ବରୁ ମଧ୍ୟ ଏହି ସବୁ ଦାବୀ ସମ୍ପର୍କରେ ସରକାରଙ୍କ ନିକଟରେ ବହୁ ବାର କୁହାଯାଇଛି । ହେଲେ ସରକାର ସବୁ ଜାଣି ମଧ୍ୟ ଏହାକୁ ଅଣଦେଖା କରନ୍ତି । ତେବେ ସରକାରଙ୍କ ତରଫରୁ କିଛି ଦାବୀର ଫଳାଫଳ ଦେଖିବାକୁ ମିଳିନାହିଁ ।

ଯେଉଁ କାରଣରୁ ବାଧ୍ୟ ହୋଇ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଷ୍ଟିୟରିଂ ଛାଡ ଆନ୍ଦୋନନ କରାଯିବ । ତେବେ ଆସନ୍ତା କାଲି ଠାରୁ ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନ ଲାଗୁ କରାଯିବ । ତେବେ ଏହି ଆନ୍ଦୋଳନ ସମୟରେ ଜରୁରୀ କାଳୀନ ସେବାରେ ନିଯୋଜିତ ଯାନବାହାନ ମଧ୍ୟ ବାଦ । ତେବେ ଏହି ଡ୍ରାଇଭର ଆନ୍ଦୋଳନରେ ସମସ୍ତ ଡ୍ରାଇଭର ଏହି ଦାବୀ ଗୁଡିକୁ ପୂରଣ ନକରି ସରକାର ଏତେ ଦିନ ଝୁଲେଇ ରଖିଛନ୍ତି ।

ତାହାକୁ ଯଥାଶୀଘ୍ର ପୂରଣ କରନ୍ତୁ । ଏହା ସରକାରଙ୍କ ନିକଟରେ ଦାବୀ ରହିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *