ଦୀର୍ଘ ୫୦୦ ବର୍ଷ ରୁ ଏହି ଠାରେ ଜଳୁଛି ଚୁଲି, ସତ୍ୟତା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !!

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବେଳେବେଳେ ପୃଥିବୀ ପୃଷ୍ଠ ରେ ଏପରି କିଛି ଘଟଣା ଘଟି ଥାଏ ଯାହା ଦ୍ୱାରା ସମସ୍ତ ଲୋକ ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏହା ମଧ୍ୟରୁ କେତେକ ଘଟଣା ସମ୍ପୂର୍ଣ୍ଣ ସତ୍ୟ ହୋଇଥାଏ ଓ କେତେକ ଘଟଣା ମିଛ ଅର୍ଥାତ ଯାଦୁ ଭଳି ହୋଇଥାଏ । ଆମେ ଶୁଣି ଆସିଛୁ ଯେ ଏ ଦୁନିଆ ରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର କଳା କୌଶଳ ଜରିଆ ରେ ପ୍ରସିଦ୍ଧ ହୋଇ ପାରିଛନ୍ତି । କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ କିଛି ଆଶ୍ଚର୍ଯ୍ୟ ଚକିତ କାର୍ଯ୍ୟ କରି ମଧ୍ୟ ପ୍ରସିଦ୍ଧ ହୋଇପାରିଛନ୍ତି ।

ବେଳେବେଳେ ଆମେ ଶୁଣିବାକୁ ପାଇଛେ ଯେ ଅନେକ ସ୍ଥାନ ରେ ଅନେକ ପ୍ରକାର ଆଶ୍ଚର୍ଯ୍ୟ ହେଲା ଭଳି ଜିନିଷ ବାହାରୁଛି । କିନ୍ତୁ ଆଜି ଆମେ ଆପଣଂକୁ ଯେଉଁ କଥା ଵିଷୟ ରେ କହିବାକୁ ଯାଉଛୁ ତାହାକୁ ଜାଣିଲେ ଆପଣ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ଏପରି ଘଟଣା ଆପଣ ପୂର୍ବରୁ କେବେ ହେଲେ ମଧ୍ୟ ଶୁଣି ନ ଥିବେ ।

ବନ୍ଧୁଗଣ ଆଜି ଆମେ ଆପଣଂକୁ ଏକ ସାଧାରଣ ଚୁଲି ଵିଷୟ ରେ କହିବାକୁ ଯାଉଛୁ । ଏହି ଚୁଲି ବହୁତ ଆଶ୍ଚର୍ଯ୍ୟକର ଅଟେ । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ ଜାଣିବା । ବନ୍ଧୁଗଣ ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୫୦୦ ବର୍ଷ ଧରି ଏକ ଚୁଲି ଜଳି ଆସୁଥିବାର ଦେଖା ଯାଇଛି ବୃନ୍ଦାବନ ଠାରେ ।

ଆମେ ଆପଣଂକୁ କହୁଛୁ ସେହି ଚୁଲି କଥା ଯେଉଁ ଚୁଲି ଟି ବୃନ୍ଦାବନ ର ରାଧା ରମଣ ମନ୍ଦିର ରେ ସବୁ ବେଳେ ଜଳି ଆସୁଛି । ଏହି ଚୁଲା ରେ ଥିବା ଆଞ୍ଚ ଦୀର୍ଘ ୫୦୦ ବର୍ଷ ହେବ ଲିଭୁ ନାହିଁ । ଏହି ଚୁଲା ରେ ପାଞ୍ଚ ଶହ ବର୍ଷ ପୂର୍ବେ ରୋଷେଇ କରାଯାଇ ପରଶା ଯାଇଥିଲା ।

ପ୍ରାୟତଃ ୧୫୪୨ ମସିହା ରେ ବୃନ୍ଦାବନ ଠାରେ ରାଧା ରମଣ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ସେହି ସମୟ ରେ ସେଠାରେ ଏକ ରୋଷେଇ ଘର ମଧ୍ୟ ନିର୍ମାଣ କରାଯାଇଥିଲା । ଠାକୁର ଙ୍କୁ ଭୋଗ ଲଗାଇବା ପାଇଁ ଯେଉଁ ଚୁଲି ରେ ରୋଷେଇ କରାଯାଉଥିଲା ସେହି ଚୁଲି ଟି ବର୍ତ୍ତମାନ ପର୍ଯ୍ୟନ୍ତ ଜଳି ଆସୁଛି । ବର୍ତ୍ତମାନ ସମୟ ରେ ମଧ୍ୟ ସେହି ଚୁଲି ରେ ଠାକୁର ଙ୍କ ପାଇଁ ରୋଷେଇ କରାଯାଇ ଭୋଗ ଲାଗି କରାଯାଉଛି । ସେତେବେଳ ସମୟ ରେ ଯେଉଁ ଭୋଗ ଠାକୁର ଙ୍କ ପାଖରେ ଲାଗି କରାଯାଉଥିଲା ଏବେ ମଧ୍ୟ ସେହି ଭୋଗ ଠାକୁର ଙ୍କ ପାଖରେ ଲାଗି କରାଯାଉଛି ।

କରୋନା କଟକଣା ପାଇଁ କିଛି ଦିନ ହେବ ମନ୍ଦିର ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ଯାଇଥିଲା । କିନ୍ତୁ କିଛିଦିନ ହେବ ମନ୍ଦିର ପୁଣି ଥରେ ଖୋଲିଛି ଓ ଠାକୁର ଙ୍କ ପାଇଁ ପୂର୍ବ ଭଳି ପୁଣି ରାଜଭୋଗ ପ୍ରସ୍ତୁତ କରାଯାଉଛି । ବୃନ୍ଦାବନ ରେ ଠାକୁର ଙ୍କ ପାଖରେ ଦୁଇ ପ୍ରକାର ଭୋଗ ଲାଗି କରାଯାଇଥାଏ । ଏହି ଭୋଗ କୁ ସେଠାରେ ଭଗବାନ ଙ୍କ ର ସେବା କରୁଥିବା ଗୋସାଇଁ ମାନେ ହିଁ ପ୍ରସ୍ତୁତ କରିଥାନ୍ତି ।

ସେମାନଙ୍କ ର ପୂର୍ବଜ ମାନେ ମଧ୍ୟ ଏହି କାମ କରୁଥିଲେ । ଠାକୁର ଙ୍କ ପାଖରେ ଘିଅ ରେ ପ୍ରସ୍ତୁତ ଭୋଗ ଲଗା ଯାଇଥାଏ । ବର୍ଷ ବର୍ଷ ପୁରୁଣା ସେହି ଚୁଲି ରେ ରୋଷେଇ କରାଯାଇଥାଏ । ପ୍ରସ୍ତୁତ ରାଜ ଭୋଗ କୁ ଭଗବାନ ଙ୍କୁ ଅର୍ପଣ କରିବା ସହିତ ସେଠାରେ ଆବେକ ବର୍ଷ ଧରି କାର୍ଯ୍ୟ କରୁଥିବା ସେବାୟତ ମାନଙ୍କୁ ମଧ୍ୟ ତାହା ଖାଇବାକୁ ଦିଆ ଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *