ଲୁଚି ଲୁଚି ପ୍ରେମ କରୁଥିବା ସମୟରେ ଧରା ପଡି ଯାଇଥିଲେ bollywood ର ଏହି 4 ଟି କପଲ, 5 ନମ୍ବର କପଲ କିସ କରୁଥିବା ସମୟରେ କ୍ୟାମେରାରେ ହୋଇଥିଲେ କ୍ୟାପ୍ଚର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ବଲିଉଡ କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହା ବ୍ଯତୀତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ପରସ୍ପରକୁ ପ୍ରେମ କରିଛନ୍ତି ହେଲେ ବିବାହ କରିପାରି ନାହାନ୍ତି ।

ସାଧାରଣତଃ ସମସ୍ତ ଲୋକ ପ୍ରେମ କରିବା ସମୟରେ ଲୁଚି ଲୁଚି ସାକ୍ଷାତ କରିଥାନ୍ତି । ବନ୍ଧୁଗଣ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ଗୋଟେ ସମୟରେ ପରସ୍ପର ସହ ଲୁଚି ଲୁଚି ସାକ୍ଷାତ କରିଛନ୍ତି ଓ ଧରା ମଧ୍ୟ ପଡିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ସନି ଦେଓଲ ଓ ଡିମ୍ପଲ କପାଡିଆ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସନି ଦେଓଲ ଓ ଅଭିନେତ୍ରୀ ଡିମ୍ପଲ କପାଡିଆ । ୮୦ ଦଶକରେ ଏହି ଦୁଇଜଣ ପରସ୍ପର ସହ ଲଭ ଅଫେୟାର ରଖିଥିଲେ ଓ ଏମାନେ ବହୁତ ଚର୍ଚାରେ ମଧ୍ୟ ରହୁଥିଲେ । ଏହି ଦୁଇଜଣ ପ୍ରଥମ ଥର ପାଇଁ ଫିଲ୍ମ ‘ମଞ୍ଜିଲ ମଞ୍ଜିଲ’ରେ ପରସ୍ପର ସହ ସାକ୍ଷାତ କରିଥିଲେ । ବନ୍ଧୁଗଣ ଏହି କିଛି ଦିନ ପୂର୍ବରୁ ସନି ନିଜର ଫିଲ୍ମ କାମ ପାଇଁ ବିଦେଶ ଯାଇଥିଲେ ଓ ସେ ଡିମ୍ପଲଙ୍କ ସହ ସମୟ ବିତାଉ ଥିବାର ମଧ୍ୟ ନଜର ଆସିଥିଲେ । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ରଣବିର କପୁର ଓ ମାହିରା ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ରଣବିର କପୁର ଓ ମାହିରା ଖାନ । ଗୋଟେ ସମୟରେ ରଣବିର ଓ ମାହିରା ଲଭ ରିଲେସନରେ ଥିଲେ । ଏହି କଥା ବିଷୟରେ ସେତେବେଳେ ଜଣା ପଡିଥିଲା ଯେତେବେଳେ ନିଉୱର୍କ ସହରରେ ଏହି ଦୁଇଜଣ ଏକା ସହ ନଜର ଆସିଥିଲେ । ଏହି ଦୁଇଜଣଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା ।

ଶାହରୁଖ ଖାନ ଓ ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ଶାହରୁଖ ଖାନ ଓ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ଗୋଟେ ସମୟରେ ଏହି ଦୁଇଜଣ ପରସ୍ପର ସହ ଲଭ ଅଫେୟାର ରଖିଥିଲେ ଓ ଏହା ମଧ୍ୟ ଖବର ଆସିଥିଲା ଶାହରୁଖ ଗୌରିଙ୍କୁ ତଲାକ ଦେବେ । ହେଲେ ସମୟ ସହିତ ଶାହରୁଖ ନିଜକୁ ସମ୍ଭାଳି ଥିଲେ ଓ ପ୍ରିୟାଙ୍କାଙ୍କ ଠାରୁ ଅଲଗା ହୋଇଯାଇଥିଲେ ।

ସଲମାନ ଖାନ ଓ ଐଶ୍ଵର୍ଯ୍ୟ ରାୟ- ବନ୍ଧୁଗଣ ଏହି ଦୁଇଜଣଙ୍କ ଲଭ ଅଫେୟାର ବହୁତ ସମୟ ପର୍ଯ୍ୟନ୍ତ ଚର୍ଚାରେ ରହିଥିଲା । ଫିଲ୍ମ ‘ହମ ଦିଲ ଦେ ଚୁକେ ହେଁ’ର ଶୁ-ଟି-ଙ୍ଗ ସମୟରେ ଥରେ ସଲମାନ ଓ ଐଶ୍ଵର୍ଯ୍ୟ ଗୋଟିଏ କାରରେ କିସ୍ ଦେଉଥିବାର ନଜର ଆସିଥିଲେ । ହେଲେ ବନ୍ଧୁଗଣ କିଛି ସମୟ ପରେ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *